Breaking News

ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||     

ମଇଁଷି ଗାଡି ଦୁର୍ଘଟଣା ଘଟାଇ ଫେରାର ଡ୍ରାଇଭର କୁ ଉଦ୍ଧାର କଲା ପୋଲିସ ||

23-Dec-2025

 ବାଲୁଗାଁ ନିକଟରେ ମଇଁଷି ଗାଡି ଦୁର୍ଘଟଣା ଘଟାଇ ଫେରାର  ଟ୍ରକ, ଡ୍ରାଇଭର, 

ଓଡିଶା ଜନ ମତ,,ଖଲ୍ଲିକୋଟ,

 ବିକାଶ କୁମାର ସାହୁ,--୨୩/୧୧/୨୦୨୫--

ବାଲେଶ୍ୱର ରୁ ଗୋପାଳପୁର ଟ୍ରକ ଯୋଗେ ଚାଳାନ ହେଉଥିଲା ୩୨ ଗୋଟି ମଇଁଷି। ବାଲୁଗାଁ ନିକଟରେ ଦୁର୍ଘଟଣା ଘଟାଇ ଫେରାର ହେଉଥିଲା ଟ୍ରକ।କେଶପୁର ଛକ ରେ ଟାୟାର ଫାଟି ଯିବାରୁ ଅଟକି ଯାଇଥିଲା ଟ୍ରକ। ଏତେ ସଂଖ୍ୟକ ମଇଁଷି ଟ୍ରକ ରେ ଚାଳାନ ହେଉଥିବା ଦେଖି ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ଦେଖା ଦେଇଥିଲା। ଲୋକ ଙ୍କ ଆକ୍ରମଣ ରୁ ବର୍ତ୍ତିବା ପାଇଁ ଓଡ଼ିଆରପି କଲୋନୀ ପାଇଖାନା ଘରେ ଲୁଚିଥିଲା ଡ୍ରାଇଭର। ଖବର ପାଇ ଖଲ୍ଲିକୋଟ ପୁଲିସ ପହଂଚି ଉଦ୍ଧାର କରି ଡ୍ରାଇଭର ଓ ମଇଁଷି ସହିତ ଟ୍ରକ କୁ ଥାନା କୁ ଆଣିଥିଲେ। ଖବର ନେବାରୁ ଜଣାପଡ଼ିଛି ଯେ, ବାଲେଶ୍ୱର ରୁ ଏକ ଟ୍ରକ ନମ୍ବର ଓଡି ୦୪ ଆର ୧୬୮୭ ଯୋଗେ ବେଆଇନ ଭାବେ ୩୨ ଗୋଟି ମଇଁଷି ଗୋପାଳପୁର ଚାଳାନ ହେଉଥିଲା। ଚାନ୍ଦପୁର ଠାରେ ଟ୍ରକ ରେ ମଇଁଷି ଚାଳାନ ହେଉଥିବା ଦେଖି ବଜରଙ୍ଗ ଦଳ ର ସଦସ୍ୟ କହୁଥିବା ଦୁଇ ଜଣ ଯୁବକ ବାଇକ ଯୋଗେ ଟ୍ରକ କୁ ଗୋଡେଇ ଥିଲେ। ଏହା ଦେଖି ଟ୍ରକ ର ବେଗ ବଢ଼େଇ ଦେଇଥିଲେ ଡ୍ରାଇଭର। ଦୂତଗତି ରେ ଆସୁଥିବା ବେଳେ ବାଲୁଗାଁ ନିକଟରେ ତିନୋଟି ଗୋରୁ ସହ ଏକ ଟାଟା ଏସି ଗାଡି କୁ ଧକ୍କା ଦେଇଥିବା କହିଛନ୍ତି ଦୁଇ ଯୁବକ। ତଥାପି ଟ୍ରକ ଅଟକି ନଥିଲା। କେଶପୁର ଛକ ଠାରେ ଥିବା ଓଭର ବ୍ରିଜ ଉପରେ ଟାୟାର ଫାଟି ଯିବାରୁ ଟ୍ରକ ଅଟକିଥିଲା। ବେଆଇନ ଭାବେ ମଇଁଷି ଚାଳାନ ହେଉଥିବା ଦେଖି ସ୍ଥାନୀୟ ଅଞ୍ଚଳ ରେ ବହୁ ଲୋକ ଜମା ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ବେଳେ ଭୟ ରେ ଡ୍ରାଇଭର ଦୌଡ଼ି ଯାଇ ନିକଟସ୍ଥ ଓଡ଼ିଆରପି କଲୋନୀ ଭିତରକୁ ପଶି ଯାଇଥିଲା। ସେଠାରେ ଜନୈକ ବ୍ୟକ୍ତି ଙ୍କ ପାଇଖାନା ଘରେ ଲୁଚି ଯାଇ ଭିତର ପଟୁ କବାଟ ବନ୍ଦ କରି ଦେଇଥିବା ବେଳେ ବାହାରେ ଉତ୍ତ୍ୟକ୍ତ ଲୋକେ ଘେରି ରହିଥିଲେ।ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସଦଳ ବଳେ ଘଟଣା ସ୍ଥଳ ରେ ପହଂଚି ଉତ୍ତ୍ୟକ୍ତ ଲୋକ ମାନଙ୍କୁ ଘଉଡ଼ାଇବା ସହିତ ପାଇଖାନା ଘରୁ ଡ୍ରାଇଭର କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଡ୍ରାଇଭର ଜଣକ ବାଲେଶ୍ୱର ର ଏସ. କେ. ସାଫିଦ ବୋଲି ପୁଲିସ ସୂତ୍ର ରୁ ଜଣାପଡ଼ିଛି। ଡ୍ରାଇଭର କୁ ଥାନା ରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ବେଳେ ଉଦ୍ଧାର ହୋଇଥିବା ୩୨ ଗୋଟି ମଇଁଷି କୁ କେଶପୁର ସରପଞ୍ଚ ବିଚିତ୍ର ଜାଲି ଙ୍କୁ ଜିମା ଦିଆଯାଇଥିବା ସୂଚନା ମିଳିଛି।

News Comment

You Might Also Like

BACK TO TOP