Breaking News

ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||     

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା, ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ କୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ଙ୍କ ମୋ ବସ ସେବା |

12-Jan-2026

ବହୁ ପ୍ରତିକ୍ଷ୍ୟା ର ଅନ୍ତ ଘଟିଲା,ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ

 ଓଡିଶା ଜନ ମତ,ବେଗୁନିଆପଡା- ସୂର୍ଯ୍ୟ ନାରାୟଣ ବଡୁ, 

ବହୁ ପ୍ରତୀକ୍ଷ୍ୟା ର ଅନ୍ତ ଘଟିଲା, ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ ସେବା(ଲକ୍ଷ୍ମୀ), adhyapak/ଅଧ୍ୟାପିକା,ଛାତ୍ର ଛାତ୍ରୀ ଙ୍କ ମନରେ ଖୁସି ର ଲହରୀ, ସୋମବାର କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭହେଲା l କଲେଜ ପରିସର ରେ ପହଞ୍ଚିବା ପରେ ସମସ୍ତ ଅଧ୍ୟାପକ /ଅଧ୍ୟାପିକା, ଛାତ୍ର ଛାତ୍ରୀ, କର୍ମଚାରୀ ଙ୍କ ଉପସ୍ଥିତି ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରଘୁନାଥ ମୁଦୁଲି ବସ ସେବା କୁ ଉଦଘାଟନ କରିବା ସହିତ ଏହା ସମସ୍ତ ଛାତ୍ରଛାତ୍ରୀ ଙ୍କ ଗମନା ଗମନା ର ସହାୟକ ହୋଇପାରିବ ବୋଲି କହିଥିଲେ l ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀ ଙ୍କ ଦାବୀ ଜିଲ୍ଲା ପ୍ରଶାସନ ଗ୍ରହଣ କରି ବସ୍ ସେବା ଯୋଗାଇ ଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ଓ ଛାତ୍ରଛାତ୍ରୀ ଙ୍କ ମହଲରେ ଏକ ଖୁସି ର ବାତାବରଣ ଖେଳିଯାଇଛି l ପ୍ରକାଶ ଥାଉକି ଦୀର୍ଘ ବର୍ଷ ଧରୀ କୋଦଳା କଲେଜ କୁ "ମୁଖ୍ୟମନ୍ତ୍ରୀ ବସ ସେବା"ଚଳାଚଳ ଦାବୀ ହେଉଥିଲା ! 
କୋଦଳା ବସଷ୍ଟାଣ୍ଡ ଠାରୁ ବହୁ ଦୂରରେ କଲେଜ,ଦୁଇଟି କଲେଜ ଗୋଟିଏ ଜାଗାରେ ! ଆବଶ୍ୟକୀୟ ଭିତ୍ତିଭୂମି ସମେତ ସୁନ୍ଦର ପରିବେଶ ରେ ଗଢିଉଠିଛି ଦୁଇ ମହାବିଦ୍ୟାଳୟ କିନ୍ତୁ କୋଦଳା ବସଷ୍ଟାଣ୍ଡ ଠାରୁ କଲେଜ ପର୍ଯ୍ୟନ୍ତ ପ୍ରାୟ 3 କିଲୋମିଟର ରାସ୍ତା ଦୂରରେ ଅବସ୍ଥିତ! ଦୁଇ କଲେଜ ରେ ସମସ୍ତ ବିଭାଗ ରହିଛି ଓ ପାସ ହାର ବହୁତ ଭଲ ସ୍ନାତ୍ତକ ମହାବିଦ୍ୟାଳୟ କୁ "ନାକ ବି ଗ୍ରେଡ଼ ର "ମାନ୍ୟତା ବି ମିଳିଛି ! କେବଳ ବେଗୁନିଆପଡା ବ୍ଲକ, କୋଦଳା ଏନଏସି ନୁହଁ ବହୁ ଦୂର ଦୁରାନ୍ତ ରୁ ଛାତ୍ର ଛାତ୍ର ଏଠାରେ ଅଧ୍ୟୟନ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ! ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ  360 ଛାତ୍ର ଛାତ୍ରୀ ଏବଂ ସ୍ନାତ୍ତକ ମହାବିଦ୍ୟାଳୟ କୁ 756 ଛାତ୍ର ଛାତ୍ରୀ ଅଧ୍ୟୟନ ପାଇଁ ଅଦ୍ୟାବଧି ଆସୁଛନ୍ତି ! କିନ୍ତୁ ଛାତ୍ର ଛାତ୍ରୀ ନିଜ ନିଜ ଗ୍ରାମରୁ ବସ ଯୋଗେ କୋଦଳା ରେ ପହଞ୍ଚି ଚାଲି ଚାଲି କଲେଜ ଆସନ୍ତି ! ସେତେବେଳକୁ ଗୋଟିଏ କ୍ଲାସ କରିବା ମଧ୍ୟ ସମ୍ଭବ ପର ହେଉନାହିଁ ଏବଂ ଅଧିକା ନିସ୍ତବ୍ଦ ରାସ୍ତା ଏବଂ ବସ ଯାତାୟାତ ର ସମୟ ଚାଲିଯିବ ଭାବି ଛାତ୍ର ଛାତ୍ରୀ ମାନେ ଶେଷ କ୍ଲାସ ପର୍ଯ୍ୟନ୍ତ ରହିପାରୁ ନାହାନ୍ତି ! ଏହାର ସ୍ଥାୟୀ ସମାଧାନ ପାଇଁ ଛାତ୍ର ଛାତ୍ରୀ ବହୁ ଥର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ,12/07/2025 ରେ ଜିଲ୍ଲାପାଳ ମହୋଦୟ ଙ୍କୁ ଦରଖାସ୍ତ ପ୍ରଦାନ କରିଥିବା ବେଳେ କଲେଜ ପର୍ଯ୍ୟନ୍ତ ବସ ଚଳାଚଳ କରିବା ନିମନ୍ତେ କୋଦଳା ଏନଏସି ଉପାଧ୍ୟକ୍ଷ୍ୟା ରଞ୍ଜିତା ସେଠୀ 02/06/2025 ଏବଂ 05 /08/2025 ରେ ମଧ୍ୟ ଜିଲ୍ଲାପାଳ ଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଥିବା ପ୍ରକାଶ କରିଥିଲେ ଏବଂ 28/08/2025 ସୋମବାର ବେଗୁନିଆପଡା ବ୍ଲକ ପରିସର ରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷ୍ୟକ ଙ୍କ ଯୁଗ୍ମ ଜନଶୁଣାଣି ଶିବିର ରେ ଶତାଧିକ ଛାତ୍ର ଛାତ୍ରୀ ପହଞ୍ଚି ନିଜର ଅନୁରୋଧ ଲିଖିତ ଦରଖାସ୍ତ ପତ୍ର ପ୍ରଦାନ କରି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ ଏବଂ ଜିଲ୍ଲାପାଳ କୋଦଳା ତହସିଲଦାର ଙ୍କ ସହିତ ଆଲୋଚନା କରି ଶୀଘ୍ର ଏହି ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ! ଆଜି ଏହାର ଅନ୍ତ ଘଟିଛି କେବଳ କଲେଜ ନୁହଁ ଏହି ରାସ୍ତାଦେଇ ଯାଉଥିବା ହରିଜନ ସାହି, ନୁଆଁ ସାହି, ଭାଇଗାସାହି, ଗୌରଦେଇପୁର, କାକୁଡିଆପଡା ଏବଂ ପଠାଣ ସାହି ଜନସାଧାରଣ ମଧ୍ୟ ଏହି ସେବା ପାଇପାରିବେ, ଏହାକୁନେଇ ଆଜି ସ୍ଥାନୀୟ ଅଞ୍ଚଳ ରେ ଆନନ୍ଦ ଖେଳିଯାଇଛି  !

News Comment

You Might Also Like

BACK TO TOP