Breaking News

"କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||      ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||      କନ୍ଧମାଳ ଜିଲ୍ଲା ପାଳ ଦାରିଙ୍ଗି ବାଡ଼ି ବ୍ଳକର ବିଭିନ୍ନ ଦୁର୍ଗମ ଅଞ୍ଚଳର ପ୍ରକଳ୍ପ ତଦାରଖା କଲେ |    (18-Apr-2026)       ||      ପୋଖରୀରେ ବୁଡି ଯୁବକ ମେତ୍ୟୁ |    (17-Apr-2026)       ||      ପୋଲସରା ରେ ବିଜୁ ବାବୁଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ |    (17-Apr-2026)       ||      ବିଜୁବାବୁ ଥିଲେ ଜଣେ ମହାନ ଜନ ନାୟକ ତଥା ଓଡ଼ିଶାର ଗର୍ବ ଗୌରବ |    (17-Apr-2026)       ||      ପୋଲିସ ପେଟ୍ରୋଲିଙ୍ଗ ସମୟ ରେ କାଠ ପଟା ବୋଝେଇ ମିନିଟ୍ରକ ଜବତ, ତିନି ଗିରଫ |   (17-Apr-2026)       ||      ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||     

ଗୋପାଳ ପୁର ବେଳା ଭୂମି ମହୋତ୍ସବପାଈଁ ତାରାତାରିଣୀ ପୀଠରୁ ପୂଜହୋଇ ବାହାରିଲା ମଶାଲ ଶୋଭାଯାତ୍ରା |

27-Jan-2026

ଗୋପାଳପୁର ବେଳାଭୂମି ମହୋତ୍ସବନିମନ୍ତେ ତାରାତାରିଣୀ ଙ୍କ ପୀଠାରୁ ମଶାଲ ଶୋଭାଯାତ୍ରା ଆରମ୍ଭ,

   ଓଡିଶା ଜନ ମତ  ବ୍ୟୁରୋ 

ତାରିଖ --27/01/26,
ଆଜିଠାରୁ ଚାରିଦିନ ଧରି ହେବାକୁ ଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ନିମନ୍ତେ ମାଆ ତାରାତାରିଣୀ ଙ୍କ ପୀଠରୁଏକ ରଥ, ଯେଉଁଥିରେ ଏକ ମଶାଲ ରଖାଯାଇ ଖଲ୍ଲିକୋଟ ବିଧାୟକ ପୁର୍ଣଚନ୍ଦ୍ର ସେଠୀ ଓ ଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷ ବରାଳ ଙ୍କ ମିଳିତ ନେତୃତ୍ୱ ରେ ମଶାଲକୁ ମାଆଙ୍କ ପାଖକୁ ଘଣ୍ଟ, ମୃଡୁଙ୍ଗ  ଗିନି ବାଜଣା ରେ ନିଆଯାଇ ପୂଜାର୍ଚ୍ଚନ୍ନା କରାଯାଇ ପରେ  ମନ୍ଦିର ପରିକ୍ରମା କରା଼ଯାଇ ଥିଲା  | ପରେ ଏହା  ପାହାଡ଼ ତଳକୁ ଯାଇ ଭାଟ କୁମାରଡ଼ା, ଭାବନ୍ଧ ଓ ଜଗନ୍ନାଥ ପୁର ରେଜନସାଧାରଣ, ମହିଳା ମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ, ପୂଜା କରାଯାଇ ଗୋପାଳପୁର ରେ ପହଞ୍ଚି ଥିଲା |  ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଓ  ବିଡ଼ିଓ ଶରତ କୁମାର ପାତ୍ର |  ଏହାସହ ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ଏସଡ଼ି ପିଓ ସୁଜିତ କୁମାର ନାୟକ,  ଆଇ ଆଇସି ରାଜେଶ କୁମାର ନାୟକ,ଓ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ସ୍ୱାଇଁ, ବ୍ଳକ ଏ ଇ ଓ  ନାଗ ଭୂଷଣ ଯାଦବ,ଅତିରିକ୍ତ ବିଡ଼ିଓ,ରାଇପୁର ଆରଇପ୍ରଶାନ୍ତ କୁମାର ବେହେରା, ରାଇପୁର ସରପଞ୍ଚ ନମିତା ବେହେରା, ଏକ୍ସ ରାଇପୁର ସରପଞ୍ଚ ତଥା ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ଶତପଥି,ବ୍ଳକ ଜିପିଓ ମିନକେତନ ବେହେରା଼ ବିପିସୀ ସାଇ ପ୍ରସାଦ ବେହେରା, ଓ ବ୍ଳକ ପିଇଓ ମାନେ, ମହିଳା ସଙ୍ଘ କର୍ମୀ ମାନେ ଉପସ୍ଥିତଥିଲେ | ମୁଖ୍ୟ ସେବାୟତ ବାପୁଜୀ ରଣା ଙ୍କ ସହ ଅନ୍ୟ ସେବାୟତ ମାନେ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ |

News Comment

You Might Also Like

BACK TO TOP