Breaking News

ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||      ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||      କନ୍ଧମାଳ ଜିଲ୍ଲା ପାଳ ଦାରିଙ୍ଗି ବାଡ଼ି ବ୍ଳକର ବିଭିନ୍ନ ଦୁର୍ଗମ ଅଞ୍ଚଳର ପ୍ରକଳ୍ପ ତଦାରଖା କଲେ |    (18-Apr-2026)       ||      ପୋଖରୀରେ ବୁଡି ଯୁବକ ମେତ୍ୟୁ |    (17-Apr-2026)       ||      ପୋଲସରା ରେ ବିଜୁ ବାବୁଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ |    (17-Apr-2026)       ||      ବିଜୁବାବୁ ଥିଲେ ଜଣେ ମହାନ ଜନ ନାୟକ ତଥା ଓଡ଼ିଶାର ଗର୍ବ ଗୌରବ |    (17-Apr-2026)       ||      ପୋଲିସ ପେଟ୍ରୋଲିଙ୍ଗ ସମୟ ରେ କାଠ ପଟା ବୋଝେଇ ମିନିଟ୍ରକ ଜବତ, ତିନି ଗିରଫ |   (17-Apr-2026)       ||      ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||     

କଲୋମ୍ବିଆ ଭିନେ ଜୁଆଲ ସୀମାରେ ବିମାନ ଦୁର୍ଘଟଣା ରେ ସାଂସଦ ଙ୍କ ସହ 15 ମୃତ ||

30-Jan-2026

ଭେନେ ଜୁଆଲା ସୀମାରେ
ବିମାନ ଦୁର୍ଘଟଣା ରେ ସାଂସଦଙ୍କ ସମେତ ୧୫ ମୃତ,

      ଓଡିଶା ଜନ ମତ ବ୍ୟୁରୋ,

ଆଜିକାଲି ବିମାନ ଦୁର୍ଘଟଣା ବଢ଼ି ଚାଲିଛି | ତାହା ଦେଶ କିମ୍ବା ବିଦେଶ ହେଉ କେଉଁଠି ନା କେଉଁଠି ଏପରି ବିମାନ ଦୁର୍ଘଟଣା ଘଟି ବହୁ ଲୋକଙ୍କ ଜୀବନ ନଷ୍ଟ ହେଉଛି | ସେହିପରି ଏକ ଦୁର୍ଘଟଣା ଘଟିଛିକଲମ୍ବିଆଭେନେ
ଜୁଆଲା ସୀମାରେ ଏକ ବିମାନ ଦୁର୍ଘଟଣାରେ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ବିମାନରେ କଲମ୍ବିଆର ଜଣେ ସାଂସଦଙ୍କ ସମେତ 13 ଯାତ୍ରୀ ଓ ଦୁଇଜଣ  ସଦସ୍ୟ ଥିଲେ। ବୁଧବାର ୧୫ ଯାତ୍ରୀଙ୍କୁ ନେଇ ଯାଉଥିବା ବିଚକ୍ରାଫ୍‌ଟ ୧୯୯୦ କମର୍ସିଆଲ୍ ବିମାନଟି କଲମ୍ବିଆ–ଭେନେଜୁଆଲା ସୀମାରେ ନିଖୋଜ ହୋଇଯାଇଥିଲା। କଲମ୍ବିଆ ବେସାମରିକ ବିମାନ ଚଳାଚଳ ଅଧିକାରୀ ଏବଂ ରାଜ୍ୟ ଏୟାରଲାଇନ୍ସ ସାଟେନା ଅନୁସାରେ ବିମାନଟି କାଟଟୁମ୍ଭେ ଆକାଶରେ ଥିବାବେଳେଏହାର ଅନ୍ତିମ ରାଡାର ସମ୍ପର୍କ ରେକର୍ଡ କରାଯାଇଥିଲା। ଏହାପରେ ତଲାସୀ ଅଭିଯାନ ଆରମ୍ଭକରାଯାଇଥିଲା। ଫ୍ଲାଇଟ୍ ଏନ୍‌ଏସ୍‌ର ୮୮୪୯ ବୁଧବାର ସକାଳ ୧୧ଟା ୪୨ରେ କୁକୁଟାରୁ ଯାତ୍ରାରମ୍ଭ କରିଥିଲା। ମାତ୍ର ଲ୍ୟାଣ୍ଡିଂର ୧୧ ମିନିଟ୍ ପୂର୍ବରୁ ଏହାର ସମ୍ପର୍କ ଛିନ୍ନ ହୋଇଥିଲା। ଗୁରୁବାର କଲମ୍ବିଆ ଉଦ୍ଧାରକାରୀ ଟିମ୍ ଗୁରୁବାର ଏହାର ଭଗ୍ନାବଶେଷ ଦୁର୍ଗମ ପାହାଡ଼ିଆ ଅଞ୍ଚଳ କାଟଟୁମ୍ବୋରେ ଠାବ କରିଛନ୍ତି। ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ କଲମ୍ବିଆ ବେସାମରିକ ଜାହାଜ ଏଜେନ୍ସିର ତଦନ୍ତକାରୀ ଟିମ୍ ଭଗ୍ନାବଶେଷର ଯାଞ୍ଚ୍ କରୁଛନ୍ତି। ଅବଶ୍ୟ ଏ ପର୍ଯ୍ୟନ୍ତ ଅଧିକାରୀ ଭାବେ ଯାନ୍ତ୍ରିକ ତ୍ରୁଟି କିମ୍ବା ଖରାପ ପାଣିପାଗକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଅଧିକ ତଦନ୍ତ ହେଲେ ଏହାର ପ୍ରକୁତ କାରଣ ଜଣା ପଡିବ  |

News Comment

You Might Also Like

BACK TO TOP