Breaking News

ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||      ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||      କନ୍ଧମାଳ ଜିଲ୍ଲା ପାଳ ଦାରିଙ୍ଗି ବାଡ଼ି ବ୍ଳକର ବିଭିନ୍ନ ଦୁର୍ଗମ ଅଞ୍ଚଳର ପ୍ରକଳ୍ପ ତଦାରଖା କଲେ |    (18-Apr-2026)       ||      ପୋଖରୀରେ ବୁଡି ଯୁବକ ମେତ୍ୟୁ |    (17-Apr-2026)       ||      ପୋଲସରା ରେ ବିଜୁ ବାବୁଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ |    (17-Apr-2026)       ||      ବିଜୁବାବୁ ଥିଲେ ଜଣେ ମହାନ ଜନ ନାୟକ ତଥା ଓଡ଼ିଶାର ଗର୍ବ ଗୌରବ |    (17-Apr-2026)       ||      ପୋଲିସ ପେଟ୍ରୋଲିଙ୍ଗ ସମୟ ରେ କାଠ ପଟା ବୋଝେଇ ମିନିଟ୍ରକ ଜବତ, ତିନି ଗିରଫ |   (17-Apr-2026)       ||      ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||     

କନ୍ଧମାଳ ରେ ପୋଲିସ ପେଟ୍ରୋଲିଙ୍ଗ ବେଳେ ଏକ କାର କୁ ଅଟକାଇବାରୁ ଦୃତଗତିରେ ଯାଇ ଡ୍ରାଇଭର ଫେରାର କାର ସହ ଗଞ୍ଜେଇ ଜବତ |

31-Jan-2026

ମାଫିଆ ଫେରାର୍, ଗଞ୍ଜେଇ ସହ ଏକ କାର ଜବତ,

    ଓଡିଶା ଜନ ମତ ବ୍ୟୁରୋ,

ବିଶେଷ କରି କନ୍ଧମାଳ ଜିଲ୍ଲରେ ଗଞ୍ଜେଇ ଚାଷ କରି ବହୁ ମାଫିଆ ମାନେ ବହୁଅର୍ଥ ରୋଜଗାର କରୁଥିଲା ବେଳେ ଅଧିକାଂଶ ବ୍ୟକ୍ତି ଗିରଫ ହୋଇ ଜେଲରେ ସଜ୍ଜା କାଟନ୍ତି | କନ୍ଧମାଳ  ଜିଲ୍ଲା କ.ନୂଆଗାଁ ଥାନା ସିର୍ଭିଗୁଡାନିକଟରେ ପୋଲିସ ଦଳର ରାତି ପେଟ୍ରୋଳି ଟ୍ରାକିଙ୍ଗ ବେଳେ ଏକ ସୁଇପ୍ଟି ଡିଜାର କାର ନଂ ଓଡି ୦୨ ଏଏନ ୭୩୫୮ ଯୋଗେ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀ ମାଫିଆ ଚାଲାଣ କରୁଥିବା ବେଳେ ପୋଲିସ ଦଳ ସହ ଥାନା ଅଧୂକାରୀ ଆଶୁତୋଷ ଜେନାଙ୍କହାବୁଡ଼ରେ ପଡ଼ିଥିଲେ ।ଗାଡିର ନଂ --ODD2AN7359ଜଣାପଡିଛି || ପୋଲିସ ସନ୍ଦେହରେ କାର ଅଟକାଇବାରୁ ଦୃତ ଗତି ରେ କାର ଯିବାରୁ ପୋଲିସଦଳ ପିଛା କରିଥିଲେ । ପୋଲିସ ପିଛା କରିବା ଜାଣି ମାଫିଆ ଉକ୍ତ କାର ରଖି  ଜଙ୍ଗଲକୁ ଦୌଡ଼ି ପଳାଇ ଥିଲା।ତେବେ ପୋଲିସ ଉକ୍ତ କାରକୁ ତନଖି କରି ଗଞ୍ଜେଇ ଜବତକରିଥିଲା ।ପରେ ଉକ୍ତ ସ୍ଥାନରେ ମାଜିଷ୍ଟ୍ରେଟ ଭାବେ  ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ କାରରେ ଥିବା ୧୨୦ କେଜି  ଗଞ୍ଜେଇ ସହ ସେହି କାରଟିକୁ ଜବତ କରିଥିଲେ। ଏଥିରେ ଥାନା ସେକେଣ୍ଡ ଅଫିସର  ଅଶୋକ କୁମାର ତ୍ରିପାଠୀ, ଏଏସଆଇ - ସୁରେନ୍ଦ୍ର ରାଜହଂସ ସହଯୋଗ କରିଥିଲା ବେଳେ ଏସକ୍ରାନ୍ତିରେ ଥାନା କେସ ନଂ -- ୧୫/୨୬ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଅଧୂକ ତଦନ୍ତ କରୁଥିବା ଥାନା  ଅଧିକାରୀ ଆଶୁତୋଷ ଜେନା ସୂଚନା  ଦେଇଛନ୍ତି।

News Comment

You Might Also Like

BACK TO TOP