Breaking
News
Breaking
News
04-Feb-2026
ଭଞ୍ଜବିହାର ରେ ଅଧ୍ୟୟନ ରତ ଛାତ୍ର ର ଆତ୍ମହତ୍ୟା,
ଓଡିଶା ଜନ ମତ, କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର;--
ଚମାଖଣ୍ଡି ଥାନା ଅର୍ନ୍ତଗତ ଉପଲାପୁଟି ଗ୍ରାମ ର ରାଜେଶ କୁମାର ବେହେରା ନାମକ ଜଣେ ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କଠାରୁ ଖବର ପାଇ ଚମାଖଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଘର ପରିବାର ଲୋକେ ସମସ୍ତେ ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଇଥିଲେ ଓ ବିଳମ୍ବିତ ରାତିରେ ରାଜେଶ ଏହି ଭଳି ଘଟଣା ଘଟାଇଥିବା ଜଣାପଡ଼ିଛି।
BACK TO TOP