Breaking News

କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||     

ଯେଉଁଠି ପୋଲିସ କୁ ଦିନରେ ଆକ୍ରମଣ, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ |

01-Mar-2026

 ପୋଲିସ କର୍ମଚାରୀଙ୍କୁ  ଦିନ ଦ୍ବି ପହର ରେ ଆକ୍ରମଣ  କଲେ ଦୁବୃତ୍ତ | 

     ଓଡିଶା ଜନ ମତବ୍ୟୁରୋ, 

ଯେଉଁଠି ପୋଲିସ ସୁରକ୍ଷିତ ନୁହେଁ ସେଠାରେ  ଲୋକଙ୍କ ସୁରକ୍ଷା କେଉଁଠି ସୁରକ୍ଷି ରହି | ଦୁବୃତ୍ ମାନେ ଦିନ ଦ୍ବିପହ ରେ ଜଣେ  ପୋଲି କନେଷ୍ଟ ବଲ ଙ୍କ ଉପରେ  ଆକ୍ରମ କରୁଛନ୍ତି ସେଠାରେ ଲୋକଙ୍ ଅବସ୍ଥା କଣ ହେବ | ଏପରି ଏକ ଘଟଣା ଘଟିଛି,  କନ୍ଧମାଳ ଜିଲ୍ଲା ଫୁଲବାଣୀ ସାଇ ମନ୍ଦିର ନିକଟରେ, ପୋଲିସ କନେଷ୍ଟବଳ କୁ  ଦିନ ଦିପହରେ ଦୁଇ ଜଣ ମଦୁଆ ଦୃର୍ବୁତ୍ତ ମରଣାନ୍ତକ ଆକ୍ରମଣ କରି ତଳେ ପକେଇ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ, କିଛି ଦୂରରେ ଚାହା ପିଉ ଥିବା ଆଗଧାଡିର କାର୍ଯ୍ୟରତ ଜିଲ୍ଲା ସାମ୍ବାଦିକ ମାନେ ପୋଲିସ କର୍ମଚାରୀଙ୍କୁ ଦୃର୍ବୁତ୍ତ ଙ୍କ ନିକଟ ରୁ ଉଧାର କରି ଦୁଇ ମଦୁଆ ଦୃର୍ବୁତ୍ତ ଙ୍କୁ ପୋଲିସ ଜିମା ଦେବା ସହ ପୋଲିସ କନଷ୍ଟେବଳ ଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ l ସୂଚନା ଫୁଲବାଣୀ ସ୍ଥିତ ସାଲୁଙ୍କି ସାହିର ସନ୍ତୋଷ ପ୍ରଧାନ ଓ ଅଞ୍ଜନ ସ୍ବାଇଁ ବିନା ବର୍ଦ୍ଦିରେ ଥିବା ପୋଲିସ କନଷ୍ଟେବଳ ମନୋରଞ୍ଜନ ସାବତଙ୍କୁ କୌଣସି କାରଣ ରୁ ଝଗଡା କରି ସାଇମନ୍ଦିର ନିକଟରେ ତଳେ ପକାଇ ମୁହଁ , ବେକ, ଛାତି କୁ ଗୋଇଠା ଉପରେ ଗୋଇଠା ମାରିବା ସହ  ଛୁରୀ ଓ ଓଜନ କରାଯାଉଥିବା ବଟକରା ଦ୍ଵାରା ଆକ୍ରମଣ କରିଥିଲେ l ଉପସ୍ଥିତ ଲୋକମାନେ ଏ ଦୃଶ୍ୟ ଦେଖୁଥିବା ବେଳେ, ଭୟରେ କେହି ସାମ୍ନା କୁ ଆସି ନଥିଲେ । ପରେ କିଛି ଦୂରରେ ଚାହା ପିଉଥିବା ସାମ୍ବାଦିକ ମାନେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉପସ୍ଥିତ ଲୋକ ମାନଙ୍କୁ ଡାକି ଦୁଇ ମଦୁଆ ଙ୍କ କବଳରୁ ପୋଲିସ କର୍ମଚାରୀ ଙ୍କୁ ବଞ୍ଚାଇବା ସହ, ସାମ୍ବାଦିକ ମାନେ ନିଜ କାର ରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ । ଫୁଲବାଣୀ ଟାଉନ ଥାନା ପୋଲିସ ପହଞ୍ଚି ଦୁଇ ମଦୁଆ ଙ୍କୁ ଗିରଫ  କରିବା ସହ, ମେଡିକାଲ ନେଇ ପ୍ରାଥମିକ ଚିକିତ୍ସା ପରେ, ଥାନାରେ ଅଟକ ରଖିଛି । ଏହି ଘଟଣା ସଂପର୍କରେ ୬୨/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଆହତ ପୋଲିସ କର୍ମଚାରୀଙ୍କ ପତ୍ନୀ ମଧ୍ୟ ପୋଲିସ କର୍ମଚାରୀ ଥିବା ସୂଚନା ରହିଛି । ଫୁଲବାଣୀ ସହରରେ ଦିନବେଳେ ଯଦି ପୋଲିସ କର୍ମଚାରୀ ଉପରକୁ ଆକ୍ରମଣ ହେଉଛି , ତେବେ ପୋଲିସ ର ସୁରକ୍ଷା ବ୍ୟବସ୍ଥା କୁ ନେଇ ବୁଦ୍ଧିଜୀବୀ ମହଲ ରେ  ଚର୍ଚ୍ଚା ସୃଷ୍ଟି କରିଛି | ଫୁଲବାଣୀ ସହର ରେ ମଦ୍ୟପ, ଗୁଣ୍ଡା ଶ୍ରେଣୀ ଲୋକ ମାନଙ୍କ ପ୍ରତି ପୋଲିସ ପ୍ରଶାସନ କୋଠର କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଦେଉଛି  । ସେହି ଦୁର୍ବୁତ୍ତ ମାନଙ୍କ ଉପରେ କୋର୍ଟ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାଙ୍କୁ ଦେଖି  ଅନ୍ୟମାନେ  ଏପରି କାମ କରିବାକୁ  ପଛ ଘୁଞ୍ଚା ଦେବେ | 

News Comment

You Might Also Like

BACK TO TOP