Breaking News

ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||     

ଖଲ୍ଲିକୋଟ ଲୁଙ୍ଘର ପ୍ରିମିଏର ଲିଗ କ୍ରିକେଟ ଟୁନାମେଣ୍ଟ, ବର୍ଷା ଇଲେଭେନ ଚାମ୍ପିୟାଅନ୍ସ |

02-Mar-2026

ଲୋଙ୍ଘରପ୍ରେମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବର୍ଷା ଇଲେଭେନ ଚମ୍ପିୟାନ।                             

ଓଡିଶା  ଜନ ମତ ,ଖଲ୍ଲିକୋଟ-୨--୩-୨୦୨୬ବିକାଶ କୁମାର ସାହୁ:-

ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମରେ ଆରମ୍ଭ ହୋଇଥିବା ଲୋଙ୍ଘର ପ୍ରେମୀୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବର୍ଷା ଇଲେଭେନ ଚମ୍ପିୟାନ ହୋଇଛି। ଏଥିରେ ୪ଟି ଟିମ  ୧-ରୟାଲ ବ୍ଲାଷ୍ଟର ୨-ଡେଜଟ ଇଲେବେନ ୩-ବର୍ଷା ଇଲେବେନ ୪- ସାଡୋ ଷ୍ଟ୍ରାଇକର  ପ୍ରମୁଖ ଭାଗ ନେଇଥିଲେ। ଫାଇନାଲରେ ବର୍ଷା ଇଲେଭେନ ଏବଂ ରୟାଲ ବ୍ଲାଷ୍ଟର ମଧ୍ୟରେ କଡା ମୁକାବିଲା ହୋଇଥିଲା ବର୍ଷା ଇଲେଭେନ ବିଜୟ ଲାଭ କରିଥିଲା। ସାମାଜିକ କର୍ମୀ ମନୋରଞ୍ଜନ ବେହେରା (ମନୁ) ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜୟି ଟିମ କୁ କପ ପ୍ରଦାନ କରିଥିଲେ। ସେହିପରି ସାମାଜିକ କର୍ମୀ ପ୍ରଶାନ୍ତ କୁମାର ମିଶ୍ର , ଲକ୍ଷ୍ମଣ ରଥ  ଏବଂ ଶେଖର ତରେଇ ଅତିଥି ରୂପେ ଯୋଗ ଦେଇ ରନର ଟିମ କୁ ଏବଂ ଶ୍ରେଷ୍ଠ ଖେଳାଳି ଙ୍କୁ କପ ସିଲ ଦେଇ ଉଛ।ହିତ କରିଥିଲେ। ବଳିଆ ତରେଇ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ମେନ ଅଫ ସିରିଜ କପ ଲାଭ କରିଥିଲେ।ମୁଖ୍ୟଅତିଥି ଖେଳାଳୀ ଙ୍କୁ ଉଛ।ହିତ କରିବା ସହ ଲୋଙ୍ଘର କ୍ରିକେଟ କ୍ଲବ ର ଉର୍ଣ ତି ପାଇଁ ତାଙ୍କର ଶ୍ରଦ୍ଧା ଏବଂ ସହଯୋଗ ସର୍ବଦା ରହିବ ବୋଲି ପ୍ରକାଶ କରିଥିଲେ।

News Comment

You Might Also Like

BACK TO TOP