Breaking News

ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||     

ପୋଲସରା ପୋଲିସ ଦ୍ୱାରା ସାଇବର କବଚ କୁ କାର୍ଯ୍ୟ କାରି କରି ତିନି ଜଣ ଙ୍କୁ ଗିରଫ କଲେଆଇ ଆଇ ସି |

02-Mar-2026

ଆକ୍ସନ୍‌ରେ ଗଞ୍ଜାମ ପୋଲିସ: ଅପରେସନ ସାଇବର କବଚ  ଆରମ୍ଭ । ୩ ଜଣ ଗିରଫ। 

ଓଡ଼ିଶା ଜନମତ,ପୋଲସରା ସନ୍ତୋଷ କୁମାର ପଣ୍ଡା 
ପୋଲସରା ତା ୦୨/୦୩/୨୦୨୬: - ଆକ୍ସନ୍‌ରେ ଗଞ୍ଜାମ ପୋଲିସ ବିଭାଗ । ମିଥ୍ୟା ସାଇବର ରୋକିବାକୁ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ପୋଲିସ ଥାନା ଦ୍ଵାରା ବେନିୟମ ବା ମିଥ୍ୟା ବ୍ୟାଙ୍କ ଆକାଉଣ୍ଟ (ମ୍ୟୁଲ ଆକାଉଣ୍ଟ) ଖୋଲି ସାଇବର ଠକେଇ କରୁଥିବା ସଂପୃକ୍ତ ଅଭିଯୁକ୍ତମାନଙ୍କୁ କାବୁ କରାଯିବା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଏହି ଅପରେସନର ନାମ `ସାଇବର କବଚ` ରଖାଯାଇଛି ।ଏହି କ୍ରମରେ ପୋଲସରା ଥାନା ପୁଲିସ ବିଭାଗ ଚଳିତ ମାସ ୧ ତାରିଖ ରବିବାର ଦିନ ଜଣେ ସାଇବର ଠକକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି । ଥାନା ଆଇଆଇସି କୌଶିକ ମାଝୀଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ  କିଛିଦିନ ହେବ ସାଇବର କବଚ ଅଭିଯାନ ଅନ୍ତର୍ଗତ ପୋଲସରା ପୁଲିସ ସନ୍ଦେହଜନକ ବ୍ୟାଙ୍କ ଖାତା ଉପରେ ନଜର ରଖିଥିବା ବେଳେ, ଗୋଟିଏ ମ୍ୟୁଲ୍ ଆକାଉଣ୍ଟ ଯୋଗେ ୫,୮୪,୮୪୩ ଟଙ୍କା ପଠାଯାଇଥିବା ଏବଂ ଏହି ଆକାଉଣ୍ଟରେ ଗତ ୩ ରୁ ୪ ମାସ ମଧ୍ୟରେ ୧୪,୪୬,୮୦୭ ଟଙ୍କାର ସନ୍ଦେହଜନକ କାରବାର ହୋଇଥିବା ଜଣାପଡିଥିଲା ।
ପରେ ଥାନାଅଧିକାରୀ ଉକ୍ତ ବେଆଇନ ଆକାଉଣ୍ଟକୁ ଉପଯୋଗ କରୁଥିବା ପୋଲସରା ଥାନା ଖଣ୍ଡୁରୁ ଗ୍ରାମ ପଞ୍ଚାୟତ ସ୍ଥିତ ଡି. ଚଢ଼ିଆପଡ଼ା ଗ୍ରାମର ପପୁ ସାହୁ ନାମକ ୨୭ ବର୍ଷର ଯୁବକଙ୍କୁ   ଥାନାରେ ଆଇ.ସି.ଡବ୍ଲୁ.ପିଏସ.  କେସ୍ ନଂ ୧୨୩/୨୦୨୬ ୟୁ/ଏସ. ୩୧୮(୪)/୬୧(୨)/୧୧୨(୨) ବିଏନଏସ/୬୬(ଡି) ଅଫ ଆଇଟି ମାମଲାରେ ଗିରଫ କରି କୋର୍ଟ ପଠାଇ ଦେଇଛି ।

News Comment

You Might Also Like

BACK TO TOP