Breaking News

କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||     

ଷୋଳଘର ସରକାରୀ ନୂତନ ୟୁପି ସ୍କୁଲ ରେ ଚିଟି ସାପ କାମୁଡ଼ାରେ ଛାତ୍ରୀ ଙ୍କ ମୃତ୍ୟୁ |

13-Mar-2026

ଷୋଳଘର ଗ୍ରାମର  ସ୍କୁଲରେ ରେ ଘଟିଛି ଏକ ଦୁଃଖଦ ଘଟଣା |

ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଷୋଳଘର ଗ୍ରାମ ସରକାରୀ ନୂତନ ୟୁପି ସ୍କୁଲ (ପଶ୍ଚିମ ) ରେ ଘଟିଛି  ଏକ ଛାତିଥରା ଦୁଃଖଦ ଘଟଣା | 
ଗାଁରେ ଖେଳି ଯାଇଛି ଶୋକର ଛାୟା  |  ବାପା, ମାଆଙ୍କ ଆଖିରୁ ଶୁଖିଯାଇଛି ଲୁହ  |  ମରି ଯାଇଛି ମନରୁ କୋହ | ଏପରି  ଏକ ଘଟଣା ହେଉଛି, ସବୁଦିନ ପରି ଆଜି ମଧ୍ୟ ସେହିଗାଁର  ଶୁଭଶ୍ରୀ ପାଢ଼ୀ ଆଜିମଧ୍ୟ ସ୍କୁଲରେ ବାର୍ଷିକ ପରୀକ୍ଷା  ଇଂରାଜୀ ପତ୍ର ର ଶେଷଦିନ ଥିବାରୁ ସେ ସ୍କୁଲକୁ ଯାଇ ପରୀକ୍ଷା ସାରି ମଧ୍ୟାହ୍ନ ଭୋଜନ ଖାଇ ଯେତେ ବେଳେ ଘରକୁ ଯିବାକୁ ବାହାରିଥିଲା ଓ ଚପଲ ପିନ୍ଧିଲା ବେଳକୁ   କିଏ ଜାଣିଥିଲା ମୃତ୍ୟୁ ତାର ପାଦ ଦେଶରେ ତାକୁ ଅପେକ୍ଷା କରିଛି ବୋଲି | ଚପଲ ପିନ୍ଧିଲା ବେଳେ ଚପଲ ତଳେ ଥିବା ଏକ ଚିଟିଶାପ ଶୁଭଶ୍ରୀ କୁ କାମୁଡି ଦେଇଥିଲା | ଏବଂ ଏହିଘଟଣାକୁ ଅନ୍ୟମାନଙ୍କ ଠାରୁ ଶୁଣି ପ୍ରଧାନ ଶିକ୍ଷକ ଶୁଭଶ୍ରୀଙ୍କ ପରିବାର ଙ୍କୁ ଖବର ଦେଇଥିଲେ | ଏବଂ ପରିବାର ଲୋକ ତତକ୍ଷଣାତ ଭାଟକୁମାରାଡାଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ, ସଙ୍ଗେ ବ୍ରହ୍ମପୁର ମେଡିକାଲ କୁ ନେଇଥିଲେ | ଆସୁ ଚିକିତ୍ସା ବିଭାଗରେ ଡକ୍ଟର ତାଙ୍କୁ ଚିକିତ୍ସା କରୁଥିଲା ବେଳେ ସମସ୍ତଙ୍କୁ ଛାଡ଼ି ଶୁଭଶ୍ରୀ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ | ଏହି ଘଟଣା ପ୍ରଚାରିତ ପରେ ଷୋଳଘର ଗ୍ରାମରେ ଏକ ଶୋକର ଛାୟା ଖେଳି ଯାଇଛି | ସମସ୍ତଙ୍କହୃଦୟ ରୁ ଗୋଟିଏ କଥା ଆହା, ବିଚରା ଛାତ୍ରୀଟିର କଣ ଏପରି ହେଲା ଏହାହିଁ ସମସ୍ତଙ୍କ ମୁହଁରେ ଥିଲା |

News Comment

You Might Also Like

BACK TO TOP