Breaking News

କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||     

ମା ଦଣ୍ଡ କାଳୀଙ୍କ ଯାତ୍ରା ପାଇଁ ବିଗୁଡାରେ ଶୁଭଖୁଣ୍ଟି ସ୍ଥାପନ ||

15-Mar-2026

ବୁଗୁଡ଼ାରେ ମା ଦଣ୍ଡ କାଳୀ ଯାତ୍ରା ଉପଲକ୍ଷେ ପବିତ୍ର ଶୁଭ ଖୁଣ୍ଟି ସ୍ଥାପନ,

 ଓଡିଶା ଜନ ମତ,,ବୁଗୁଡ଼ା ୧୫/୩/୨୬,

ଡ. କୁମୁଦ ଚନ୍ଦ୍ର ବେହେରା
ବୁଗୁଡ଼ାରେ  ଦଣ୍ଡକାଳୀଙ୍କ ଯାତ୍ରା ଉତ୍ସବ ପାଇଁ ମା ମହାମାୟୀ ନାଟ୍ଯ ସଂଘ ତରଫରୁ ରବିବାର ଦିନ ମୀନ ସଂକ୍ରାନ୍ତି ଅବସରରେ ବୁଗୁଡ଼ା ବଡଦାଣ୍ଡରେ ପବିତ୍ର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ପ୍ରଥମେ ମା କାଳୀ ମନ୍ଦିରରେ ଶୁଭ ଖୁଣ୍ଟି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପରେ ସେଠାରୁ ମହାମାୟୀ ନାଟ୍ଯ ସଂଘର ସଭାପତି କେଦାରନାଥ ମହାରଣାଙ୍କ ତତ୍ତ୍ବାବଧାନରେ ସଦସ୍ୟଗଣ ଶୁଭ ଖୁଣ୍ଟିକୁ ଧାରଣ କରି ବାଦ୍ଯ ବାଜଣା ସହ ଏକ ଶୋଭାଯାତ୍ରାରେ  ପରିକ୍ରମଣ କଲାପରେ  ସ୍ଥାନୀୟ ବଡଦାଣ୍ଡରେ ବିରାଜମାନ ଠାକୁର ଶ୍ରୀ ବଳଦେବ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପୁଣି ପୂଜା କାର୍ଯ୍ୟ ସଂପାଦନ କଲାପରେ ଠାକୁରଙ୍କ ଆଜ୍ଞାମାଳ ଅଣାଯାଇ ଥିଲା। ତାପରେ ମନ୍ଦିର ସମ୍ମୁଖ ବଡଦାଣ୍ଡରେ ପୂଜକ ରମେଶ ଚନ୍ଦ୍ର ପାଣିଙ୍କ ଦ୍ବାରା 
ପୂଜା ପାଠ ହେଲାପରେ  ବାଦ୍ଯ ବାଜଣା ସହ ପବିତ୍ର ଶୁଭ ଖୁଣ୍ଟିକୁ ସ୍ଥାପନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୃଷ୍ଣ ଚନ୍ଦ୍ର ମହାପାତ୍ର, ଆଲୋକ କୁମାର ଦାଶ, ସୁଜନ କୁମାର ଦାଶ,  ସୁନୀଲ କୁମାର ନାୟକ, ଶରତ ଚନ୍ଦ୍ର ମହାରଣା,ସୁଦର୍ଶନ ନାୟକ, କୈଳାସ ଚନ୍ଦ୍ର ପ୍ରଧାନ,  ଦୁଃଖା ପାତ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, ରଙ୍କନିଧି ବିଷୋୟୀ , ରାଜେନ୍ଦ୍ର କୁମାର ଦଳେଇ, ବସନ୍ତ କୁମାର ଦଳେଇ, ଧନୁ ଦଳେଇ,  ମନୋଜ କୁମାର ଦାଶ, ଜି ପ୍ରଦ୍ୟୁମ୍ନ କୁମାର ପାତ୍ର,ବଳରାମ ସେଠୀ , ବିଦ୍ୟାଧର ନାୟକ,ବଣୁଆ ନାୟକ.ବୀଣାକାର ,ଢୋଲିଆ, ମହୁରିଆ, ଝାଞ୍ଜ ବଜାଳି ଏବଂ  ଗ୍ରାମବାସୀ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP