Breaking News

ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||     

ଖଲ୍ଲିକୋଟ 16ନଂ ଜାତୀୟ ରାଜପଥ ବଡ଼ଘାଟି ଉପରେ ଓଲଟିଲା ଏସଡ଼ି ଭର୍ତ୍ତି ଟେଙ୍କେର ||

31-Mar-2026

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟି ଲା ଏସିଡି ଟ୍ୟାଙ୍କର, 

ଓଡିଶ  ଜନ ମତ ଖଲ୍ଲିକୋଟ-୩୧-୩-୨୦୨୬,ବିକାଶ କୁମାର ସାହୁ ;-

ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।ଡ୍ରାଇଭର ଆହତ ହୋଇଛନ୍ତି। ଟ୍ୟାଙ୍କର ରୁ ଲିକେଜ ହେଉଥିବା ର ଦେଖି ଖଲ୍ଲିକୋଟ ପୋଲିସ ରାସ୍ତା ର ଉଭୟ ପାର୍ଶ୍ବକୁ ବନ୍ଦ ରଖିଛନ୍ତି।ଫଳରେ ବ୍ରହ୍ମପୁର ରୁ ଭୁବନେଶ୍ୱର ଯାତାୟତ ରେ ବାଧାପ୍ରାପ୍ତ ହୋଇଛି।ଟ୍ୟାଙ୍କର ଟି ଆନ୍ଧ୍ରର ବିଜୟ ନଗରମ ରୁ ଭୁବନେଶ୍ୱର ଆସୁଥିଲା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ ବାହାର କରିବା ଏବଂ ସୁରକ୍ଷା ପାଇଁ ଚେଷ୍ଟା ଜାରି ରହିଛି। ସ୍ଥାନୀୟ ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହୋଇଛି।ଖଲ୍ଲିକୋଟ ଜାତୀୟ ରାଜପଥ ବଡ ଘାଟିରେ  ୨୫ ଟନ୍ ବିଶିଷ୍ଟ ଏକ ବିଷାକ୍ତ ଏସିଡ ଟ୍ୟାଙ୍କର  ଦୁର୍ଘଟଣା ଘଟିଛି |ସୂଚନା ଅନୁସାରେ  ଟ୍ୟାଙ୍କର ଟି ଆନ୍ଧ୍ରପ୍ରଦେଶ ର ବିଜୟ|ନଗରମ ବାହାରି ଅନୁଗୁଳ ଯିବା ସମୟରେ ବଡଘାଟି ଠାରେ ବ୍ରେକ ଫେଲ ହୋଇଯିବାରୁ ଦୁଇଟି କାରକୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ  ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଅଳ୍ପକେ ବର୍ଟିଯାଇଛନ୍ତି | ଦୁର୍ଘଟଣା ଟ୍ୟାଙ୍କର ରୁ ବିଷାକ୍ତ ଏସିଡ ଲିକ୍ ହେବାର ଲାଗିଛି ସୁରକ୍ଷା ଦୃଷ୍ଟି କାରଣରୁ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଯାନ ବାହାନ ଚଳାଚଳ ବନ୍ଦ କରିବା ସହ ଅନ୍ୟ ରାସ୍ତା ଦେଇ ଗାଡ଼ି ଗୁଡିକୁ ଛାଡିବା ବ୍ୟବସ୍ଥା କରିଛନ୍ତି | ଅଗ୍ନି ସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଏହି ଏସିଡ କେତେ ବିଷାକ୍ତ ପରୀକ୍ଷା କରୁଛନ୍ତି ପରୀକ୍ଷା ପରେ ରାସ୍ତା ସଫ|କରାଯାଇ ପୁଣି ଯାନବାହନ ଚଳାଚଳ କରାଯିବ କହିଥିଲେ | ତେବେ ବଡ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି ଏଥି ପ୍ରତି ସରକାର ଦୃଷ୍ଟି ଦେବାପାଇଁ ସାଧାରଣରେ ଆଲୋଚନା ହୋଇଥିବା ଦେଖିବାକୁ ମିଳିଛି |

News Comment

You Might Also Like

BACK TO TOP