Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଅର୍ଜୁନ କପୁର, ଓ ସାହିବା ବାଲିଙ୍କୁ ନେଇ ବଲିଉଡ ରେ ଚର୍ଚ୍ଚା ଜୋର ଧରିଛି |

22-Jul-2026

ସାହିବା ବାଲିଙ୍କ ସହ ଅର୍ଜୁନ କାପୁରଙ୍କ ଏକ ଫୋଟକୁ ନେଇ ବଲିଉଡ ରେ ଜୋର ଚର୍ଚ୍ଚା  |

ଓଡିଶା ଜନ ମତ ବ୍ୟୁରୋ,

ସାହିବା ବାଲିଙ୍କ ସହ ଅର୍ଜୁନଙ୍କ ଚାଲିଛି କି ଭିତିରିଆ ସମର୍କ???, ତେବେ ସେମାନଙ୍କ ଗୋଟିଏ ଯୋଡି ଫୋଟ ଭାଇରଲ ହେବାପରେ  ବଲିଉଡ ରେ ସେମାନଙ୍କୁ ନେଇ ଚର୍ଚ୍ଚା ଜୋର ହେଉଛି | ସାଧରଣତଃ ବଲିଉଡ ସେଲିବ୍ରେଟିମାନେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେଲାଇମଲାଇଟରେ ରହିଥାନ୍ତି । ଅନେକ ସମୟରେ ଅଭିନେତା ଓ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ମଧ୍ୟ ବିବାଦୀୟ ଖବର ସାମ୍ନାକୁ ଆସିଛି । ସେହିଭଳି ବର୍ତ୍ତମାନ ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ଚର୍ଚ୍ଚାରେ ଅହିଛି । ମଲାଇକା ଅରୋରାଙ୍କ ସହ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଖବରରେ ଥିବା ଅର୍ଜୁନଙ୍କ ନାମ ଏବେ ଅଭିନେତ୍ରୀ ଓ କଣ୍ଟେଣ୍ଟ କ୍ରିଏଟର ସାହିବା ବାଲିଙ୍କ ସହ ଯୋଡ଼ାଯାଉଛି। ଦୁହିଁଜଣଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଡେଟିଂ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଭାଇରାଲ୍ ଫଟୋ ପଛରେ କେତେ ରହିଛି ସତ୍ୟତା ?ବଲିଉଡରେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ। ଏହି ଲିଷ୍ଟରେ ଅର୍ଜୁନ କପୁରଙ୍କ ନାଁ ଆଗରେ ଆସୁଛି । ପ୍ରଥମେ ସଲମାନଙ୍କ ଭାଉଜ ମଲାଇକା ଅରୋରାଙ୍କୁ ଡେଟ କରୁଥିବା ବେଳେ ଏବେ ଜଣେ କଣ୍ଟେଣ୍ଟ କ୍ରିଏଟରଙ୍କ ପ୍ରେମରେ ବାୟା ଅର୍ଜୁନ । ତାଙ୍କ ନାମ ସୋସିଆଲ୍ ମିଡିଆରେ ସାହିବା ବାଲିଙ୍କ ସହ ଯୋଡାଯାଉଛି । ନିକଟରେ ସୋସିଆଲ ମିଡିଆରେ ଏକ ଫଟୋରେ ଅର୍ଜୁନ କପୁର ଓ ସାହିବା ବାଲିଙ୍କୁ ଏକାଠି ଦେଖିବାକୁ ମିଳିଛି । ଫଟୋଟି ଭାଇରାଲ୍ ହେବା ପରେ ଅନେକ ସୋସିଆଲ୍ ମିଡିଆ ୟୁଜର୍ସ ଦୁହିଁଜଣଙ୍କ ମଧ୍ୟରେ ଡେଟିଂ ଚାଲିଥିବା ନେଇ ଅନୁମାନ କରୁଛନ୍ତି।ତେବେ ଏପର୍ଯ୍ୟନ୍ତ ଅର୍ଜୁନ କପୁର କିମ୍ବା ସାହିବା ବାଲିଙ୍କ ପକ୍ଷରୁ ଏହି ଚର୍ଚ୍ଚାକୁ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ। ତେଣୁ ଦୁହିଁଜଣ ରିଲେସନ୍ସିପ୍ରେ ଥିବା ନେଇ କୌଣସି ସ୍ପଷ୍ଟ ଖବର ମିଳିନି । ପୂର୍ବରୁ ମଧ୍ୟ ଅର୍ଜୁନ କପୁରଙ୍କ ବ୍ୟକ୍ତିଗତ ଜୀବନ ବହୁଥର ସାମ୍ନାକୁ ଆସିଛି । ମଲାଇକା ଅରୋରାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଦୀର୍ଘ ସମୟ ଧରି ଖବର ଆସୁଥିଲା। ଏବେ ଏହି ନୂଆ ଫଟୋ ସାମ୍ନାକୁ ଆସିବା ପରେ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା ବଢ଼ିଛି।

News Comment

You Might Also Like

BACK TO TOP