Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

4ଘଣ୍ଟା ହେଲା ଅଟକି ରହଇଛି ଟ୍ରେନ, ରେଲୱେ ଟ୍ରକା ରେ ଲହଡି ମାରୁଛି 3ଫୁଟ ପାଣି |

27-Jul-2026

ରେଲୱେ ଟ୍ରାକ୍‌ରେ ଲହଡ଼ି ମାରୁଛି ୩ ଫୁଟ ପାଣି, ୪ ଘଣ୍ଟା ହେଲା ଅଟକିଛି ଟ୍ରେନ୍ |
ଓଡିଶା ଜନମତ ରାୟଗଡ଼ା, ୨୭/୦୭,

କାମେଶ୍ୱର କରକରିଆ : -----

ଲଗାଣ ବର୍ଷାରେ ରେଳ ଧାରଣାରେ ଲହଡ଼ି ମାରୁଛି ଦୁଇରୁ ତିନି ଫୁଟ ପାଣି। ରାୟଗଡା ଜିଲ୍ଲା ଟିକିରି ଓ ରାଉଳି ରେଳ ଷ୍ଟେସନର ମଧ୍ୟରେ ଟ୍ରେନ୍ ଟ୍ରାକ୍ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ଫଳରେ ଟିକିରି ଷ୍ଟେସନ ଠାରେ କୋରାପୁଟ-ବିଶାଖାପାଟଣାମ୍ ପାସେଞ୍ଜର ଟ୍ରେନ୍ ଅଟକିଛି। ପ୍ରାୟ ୪ ଘଣ୍ଟା ଧରି ଟ୍ରେନ୍ ଅଟକି ରହିଛି। ଯାହାଦ୍ୱାରା ଶତାଧିକ ରେଳ ଯାତ୍ରୀ ଟ୍ରେନ୍ ଭିତରେ ଫସି ରହିଛନ୍ତି।  ସୋମବାର ଭୋରରୁ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେବା ଫଳରେ ପାହାଡର ପାଣି ଓ କାଦୁଅ ଆସି ରେଳ ଧାରଣା ଉପରେ ଜମି ଯାଇଥିଲା। ଏପଟେ ରେଳ ଧାରଣା ପାଖରେ ଥିବା ଡ୍ରେନ୍ ର ପାଣି ମଧ୍ୟ ଟ୍ରାକ୍ ଉପରେ ଜମା ହୋଇଗଲା। ଫଳରେ ସାଢେ ୧୧ଟାରେ ରାୟଗଡାରେ ପହଞ୍ଚିବା ଟ୍ରେନ୍ ୧୦ଟାରୁ ଟିକିରି ଷ୍ଟେସନରେ ଅଟକି ରହିଛି। ସେହିପରି ରାଉଳି ଷ୍ଟେସନ୍ ନିକଟର ମଧ୍ୟ ଟ୍ରାକ୍ ଉପରେ ବର୍ଷା ପାଣି ଜମା ହୋଇ ରହିଛି। ତେବେ ବର୍ଷା କମିଲେ ରେଳ ଧାରଣା ଯାଞ୍ଚ କରାଯିବ। ଏହାପରେ ଟ୍ରେନ୍ ପୁଣି ଥରେ ଯାତ୍ରା ଆରମ୍ଭ କରିବ ବୋଲି ରାୟଗଡ଼ା ରେଳ ଡିଭିଜନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

News Comment

You Might Also Like

BACK TO TOP