Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ଥାନା ଷ୍ଟାଫ, ଫାୟାର ବିଭାଗ ଓ ପଶୁପ୍ରେମୀ ଙ୍କ ଦ୍ୱାରା କୁଅଁ ରେ ପଡ଼ିଥିବା ଷଣ୍ଢ ଉଦ୍ଧାର |

29-Jul-2026

 କୁଆଁ ଭିତରେ ପଡ଼ିଯାଇଥିବା  ଷଣ୍ଢ କୁ ପଶୁପ୍ରେମୀ ଓ ଥାନା ଵାଲା ଓ ଫାୟାର କର୍ମଚାରୀ ଙ୍କ ଦ୍ୱାରା ଉଦ୍ଧାର  | 

ଓଡିଶା ଜନ ମତ ବ୍ୟୁରୋ, 

ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ଲାଞ୍ଜୀପଲ୍ଲୀ ଆଉଟ୍ ପୋଷ୍ଟ ପୋଲିସ ଫାଣ୍ଡି ପଛରେ ଗୋଟିଏ ପରିତ୍ୟକ୍ତ କୁଅଭିତରେ ଗୋଟିଏ  ଷଣ୍ଢ  ପଡି ରହିଥିବା ସୂଚନା ଲାଞ୍ଜିପଲ୍ଲୀ ଫାଣ୍ଡି ଅଧିକାରୀ ସୂଚନା ପ୍ରଦାନ କରିଥିଲେ, ତୁରନ୍ତ ଥାନା ଅଧିକାରୀ, ପଶୁ ପ୍ରେମୀ ମାନେ କାଳ ବିଳମ୍ବ ନକରି 112 ଜରୁରୀକାଳୀନ ସ୍ଥିତି ରେ କଲ୍ କରି ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଡକାଇ ଉଧାର କାର୍ଯ୍ୟ କରିଥିଲେ, କିନ୍ତୁ ପଶୁ ଚିକିତ୍ସାଳୟ ର ଆମ୍ବୁଲାନ୍ସ ସକାଳ ସେବା କାର୍ଯ୍ୟ ରେ ନିୟୋଜିତ କର୍ମଚାରୀ ମାନେ ସଠିକ ସମୟରେ ପହଞ୍ଚି ବାରେ ଅବହେଳା କରୁଥିବା ଯୋଗୁଁ ଗୁରୁତର ଆହତ ଷଣ୍ଢ ଟିକୁ ବିନା ଚିକିତ୍ସା ରେ ମୁକ୍ତ କରାଯାଇଥିଲା  |ଦୟାକରି ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ପଶୁ ଚିକିତ୍ସାଳୟ ର ବରିଷ୍ଠ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରୁଛୁ, ଦୟାକରି ପଶୁ ଚିକିତ୍ସାଳୟ ରେ ଆମ୍ବୁଲାନ୍ସ ସେବା କାର୍ଯ୍ୟ ରେ ଅବହେଳା କରୁଥିବା କର୍ମ ଚାରି ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ସିସିଟିଭି କ୍ୟାମେରା ଓ ବାୟୋ ମେଟ୍ରିକ କୁ କଡାକଡି ତଦନ୍ତ କରିବାପାଇଁ ପଶୁପ୍ରେମୀ ମାନେ ବିନିତ ଅନୁରୋଧ କରିଛନ୍ତି |  ପ୍ରକାଶ ଥାଉ କି ବ୍ରର୍ତ୍ତମାନ କୋଣସି ଦୃର୍ବୁତ୍ତ ଗତ କାଲି ଦିନ 10 ଦଶ ଘଣ୍ଟା ପରେ ପଶୁ ଚିକିତ୍ସାଳୟ ଚଳ ଚଞ୍ଚଳ ଥିବା ସମୟରେ ଗୋଟିଏ ଚିକିତ୍ସାଧିନ ଷଣ୍ଢ ଙ୍କ ବେକରୁ ପଘା ଫିଟାଇ ଛାଡ଼ି ଦେଇଥିବା ଅଭିଯୋଗ ଆସିଛି, ଦୟାକରି 28/07/2026 ଦିବା 10 ଘଣ୍ଟା ପର ଠାରୁ ସିସିଟିଭି କ୍ୟାମେରା ଫୁଟେଜ ତଦନ୍ତ କରିବା ପାଇଁ ନୋଡାଲ ଅଫିସର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି  |

News Comment

You Might Also Like

BACK TO TOP