Breaking News

ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||   (27-Aug-2026)       ||      ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||      ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |    (27-Aug-2026)       ||      ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||     

ମୃତ ଶିଶୁ କନ୍ୟା କୁ ରାସ୍ତା କଡ଼ ପଡିଆରେ କେଉଁ ମହିଳା ଫୋପାଡ଼ି ଚାଲି ଯାଇଛି |

02-Jan-2025

ଏକ ପଡିଆରେ ଶିଶୁ କନ୍ୟା ର ମୃତଦେହ ଠାବ

ଓଡିଶାଜନମତ,ପୁରୁଷୋତ୍ତମପୁର,  ଶୁଭଙ୍କରୀଦାଶ, 

ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଦାମୋଦରପୁର ଗ୍ରାମ ନିକଟସ୍ଥ ରାସ୍ତାକଡରେ ଥ‌ିବା ଏକ ପଡିଆରେ ନବ ଜାତ ଶିଶୁକନ୍ୟାର ମୃତଦେହ ପଡ଼ିଥିବାବେଳେ ସେହି ଶିଶୁ ର ମୃତ ଦେହକୁ କାଉ ଖୁମ୍ପି ଖାଉଥିବାର ଏକସ୍ୱର୍ଶ କାତର ଦୃଶ୍ୟ ଆଜି ସକାଳେ କିଛି ଲୋକ ଦେଖି  ଏହି ଶିଶୁଟି କେଉଁଠୁ ଏଠାକୁ ଆସିଲା, କିଏ ଏପରି ଜଘନ୍ୟ କାମ କରି  ରାସ୍ତା କଡରେ ଫୋପାଡ଼ି ଦେଲା ତାହା ଗ୍ରାମବାସୀ ଓ ଚାହା ଖଟି, ପାନ ଦୋକାନ ଓ ବ୍ଲକପରିସରମଧ୍ୟରେ ଚର୍ଚ୍ଚାର ବିଷୟପାଲଟିଛି। ଏହାକୁ ନେଇ କିଛି ବ୍ୟକ୍ତି  ସନ୍ଦେହ କରି କହିଛନ୍ତିଯେ, ଅବୈଧ ସମ୍ପର୍କରୁ ଜନ୍ମିତ କେଉଁ ମହିଳା ଶିଶୁଟିକୁ ଜନ୍ମଦେବାପରେ ଲୋକଲଜ୍ଜା ଭୟରେ କିମ୍ବା ଧରା ପଡିଯିବା ଅର୍ଥରେ 
ରାସ୍ତାକଡରେ ଫୋପାଡି ଦେଇଚାଲିଯାଇଥାଇ ପାରେ ବୋଲି ଶୁଣା ଯାଉଛି  ଅନ୍ୟ କିଛି ବ୍ୟକ୍ତି କହିଛନ୍ତିଯେ ଝିଅ ହୋଇ ଥିବାରୁ ସେହି ମହିଳା ଶିଶୁକୁ ଜନ୍ମଦେବା ପରେ ଏପରି ଫୋପାଡିଦେଇ ଚାଲି ଯାଇଥିବାର ନେଇମଧ୍ୟ ଚର୍ଚ୍ଚା ହେଉଥିବାର ଶୁଣି ବାକୁ ମିଳୁଛି । ଏହି ଶିଶୁଟି କାହାର ତାହା ଏଯାବତ ସନ୍ଦେହ ମୋଚନ ହୋଇ ପାରିନାହିଁ। ସ୍ଥାନୀୟ ଲୋକେ ଏହି ଘଟଣାକୁ ନେଇ ପୋଲିସକୁ ଖବର ଦେବାପରେ ପୁରୁ ଷୋତ୍ତମ ପୁର ଏସଆଇ ଶୁଶାନ୍ତ କୁମାର ମିଶ୍ରଓ ଷ୍ଟାଫ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାରେ ଲାଗିଛନ୍ତି।  ତଦନ୍ତ ପରେ ପ୍ରକୃତ ଘଟଣା ଲୋକ ଲୋଚନ କୁ ଆସି ପାରିବ ବୋଲି ଜଣା ପଡିଛି  |

News Comment

You Might Also Like

BACK TO TOP