Breaking News

ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||      ଶତାୟୁ ମହିଳା ଶକୁନ୍ତଳା ପରଲୋକ ରେ |   (23-Aug-2026)       ||      ପୋଲସରା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ସୁଭଦ୍ରା କାଫେ ଉଦଘାଟନ!|    (23-Aug-2026)       ||      ଗଞ୍ଜାମରେ ନବେଦିନ ପାଇଁ ଧାରା 30 ଲାଗୁହେଲା, ଅଗଷ୍ଟ 16ରୁ ନଭେମ୍ବର 13 ପର୍ଯ୍ୟନ୍ତ |   (23-Aug-2026)       ||      ଅଭିନେତା ଗୋବିନ୍ଦଙ୍କ ଜାତକ କୁଣ୍ଡଳୀରେ ଦ୍ୱତୀୟ ବିବାହ କରିବାକୁ ଅଛି କହିଲେ |    (23-Aug-2026)       ||      ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଗଲା ଘର ||   (23-Aug-2026)       ||      ଥାନା ଏସ ଆଈଙ୍କ ବିବାହ ପ୍ରତିଶୃତି ଦେଇ କଲେ ପ୍ରତାରଣା |   (23-Aug-2026)       ||      ଚିନିର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଓ ବ୍ୟବସାୟୀ ଙ୍କ ପାଈଁ ଚିନ୍ତା ପାଲଟିଛି |    (23-Aug-2026)       ||      କନ୍ଧମାଳ ପିଡି ଓ କୋଟଗଡ଼ ବିଡ଼ିଓ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ |   (23-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର, ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ |    (23-Aug-2026)       ||      ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |    (23-Aug-2026)       ||      ବସ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର |   (23-Aug-2026)       ||      ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||     

ସ୍କୁଲ ରେ ବସିଥିବା ବେଳେ ଛାତ୍ରୀ ଙ୍କ ଶରୀର ଥଣ୍ଡା ହୋଇ ମୃତ୍ୟୁ ହୋଇ ଗଲା |

15-Jan-2025

ଅଭାବ ନୀୟ ଘଟଣା ଶ୍ରେଣୀଗୃହରେ ବସିଥ‌ିବା ବେଳେ ଛାତ୍ରୀଙ୍କ ଶରୀର  ଥଣ୍ଡା ପଡିଗଲା ଓ ମୃତ୍ୟୁହୋଇ ଗଲା,

             ଓଡିଶା ଜନମତ ବ୍ୟୁରୋ,

ନୂଆଦିଲ୍ଲୀ: ଅହମ୍ମଦାବାଦର ଜେବର ସ୍କୁଲରେ ୮ବର୍ଷର ଶିଶୁର ସ୍କୁଲରେହଠାତ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତ୍ୟୁ ଶିଶୁ ଜଣକ ତୃତୀୟ ଶ୍ରେଣୀର ଛାତ୍ରୀ ଥିବା ଜଣା ପଡ଼ିଛି । ଏହି ଦୁଃଖଦ ଓ ଅଭାବ ନୀୟ ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରମିଷ୍ଠା ସିଂହ କହିଛନ୍ତି, ‘ସ୍କୁଲ ଆସିବା ସମୟରେ ଶିଶୁର କୌଣସି  ଶାରୀରିକ ସମସ୍ୟା ନଥିଲା । ସେ ସବୁଦିନ ପରି ସ୍କୁଲ ଆସିବା ପରେଶ୍ରେଣୀଗୃହ ରେ ଯାଇ ପ୍ରବେଶ କରିଥିଲା । ହଠାତ ତାକୁ ନିଶ୍ବାସନେବାରେ ଅସୁବିଧା ହୋଇଥିଲା । ଏବଂ ଶରୀର ଥଣ୍ଡା ପଡ଼ିଯାଇଥିଲା । ସ୍କୁଲ ପ୍ରଶାସନ ଶିଶୁକୁ ତୁରନ୍ତ ସିପିଆର ଦେଇ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଡକାଇଥିଲେ । ହସ୍ପିଟାଲ ନେବା ପରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ମୃତ ଶିଶୁ ଜଣକଅହମ୍ମଦାବାଦ ରେ ନିଜର ଜେଜେବାପା ଓ ଜେଜେମା’ଙ୍କ ସହିତ ରହୁଥିବା ବେଳେ ତାର ବାପା ଓ ମା’ ମୁମ୍ବାଇରେ ବସବାସ କରନ୍ତି । ଏହି ଘଟଣାରେ ଛାତ୍ରୀଙ୍କ ପରିବାର ସହିତ ସ୍କୁଲ ର ସମସ୍ତେ ଏହି ଘଟଣା ପାଇଁ ମର୍ମାହତ ହୋଇ ଯାଇଛନ୍ତି |

News Comment

You Might Also Like

BACK TO TOP