Breaking News

ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||      ଏକ ପ୍ରକୃତ କର୍ମୀଙ୍କ ନିସ୍ୱାର୍ଥ ପର ସେବା ନିଷ୍ଟାର ଅନନ୍ୟ ଉଦାହରଣ କରିଥିବା ବ୍ୟକ୍ତି |    (22-Aug-2026)       ||      ଶବ ଦାହ କରିବାକୁ ଯାଇ ଶବ ହୋଇଗଲେ କରୁଣା କର |   (22-Aug-2026)       ||      ପଞ୍ଚମ ରାଜ୍ୟ ସ୍ତରୀୟ ଫୋଟୋ ପ୍ରତିଯୋଗିତା ରେ ଫୋଟଗ୍ରାଫର ସମ୍ମାନିତ |    (22-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର ସହିତ ଟଙ୍କା,ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତ ଗିରଫ |    (22-Aug-2026)       ||      ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||      ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||     

ଦୁବାଇରେ ପୁଣି ଦାଦନ ଯନ୍ତ୍ରଣା, ପୁଅର ଶବକୁ ଭିଟା ମାଟିକୁ ଆଣିବାକୁ ଜିଲ୍ଲା ପାଳଙ୍କୁ ପରିବାର ର ଆକୁଳ ନିବେଦନ |

19-Jan-2025

ଖଲ୍ଲିକୋଟ ରେ ପୁଣି ଦାଦନ ଯନ୍ତ୍ରଣା ;ଦୁବାଇ ରେ ଓଡ଼ିଆ ଶ୍ରମିକ ଙ୍କ ମୃତ ଶବ କୁ ଭିଟାମାଟି କୁ ଆଣିବା ପାଇଁ ପରିବାର ଙ୍କ ଆକୁଳ ନିବେଦନ | 
            ********************************
ଓଡିଶା ଜନମତ,ଖଲ୍ଲିକୋଟ, ମାଧବ ବେହେରା , 18/1:

ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ଥାନା ଭେଜିପୁଟ ଗ୍ରାମର ସୌରୀ ନାୟକ ଙ୍କ ପୁଅ କମଳ କୁମାର ନାୟକ ଗତ 16 ମାସ ତଳେ ପରିବାର ପ୍ରତି ପୋଷଣ ପାଇଁ ସୁଦୂର ଡୁବାଇ ଯାଇଥିବା ବେଳେ ଗତକାଲି ସେଠାରେ ମୃତୁ ବରଣ କରିଥିବା ଜଣାପଡିଛି | ପୁଅ ର ମୃତୁ ଖବର ପାଇ ପରିବାର ଲୋକ ଦୁଃଖ ରେ ଭାଙ୍ଗି ପଡ଼ିଥିବା ଜଣାପଡିଛି |ପରିବାର ଲୋକ ଙ୍କ ବୟାନ ଅନୁଯାଇ କମଳ ଙ୍କ ବାପା ସୌରୀ କହେଁଇପୁର ଠାରୁ କନ୍ଦି ଗାଁ ରାସ୍ତରେ ଅଜା ପାନ ନାମକ ଏକ ଚାଲିଆ ରେ ଦୋକାନ ଟିଏ କରି 13 ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରି ଆସୁଥିଲେ |ତେବେ ପରିବାର ର ଆର୍ଥିକ ସଙ୍କଟ କୁ ଦେଖି ତାଙ୍କ ସାନ ପୁଅ କମଳ ଖଲ୍ଲିକୋଟ ଅଞ୍ଚଳ ରେ କୌଣସି କାମ ଦାମ ନ ମିଳିବାରୁ ଶେଷରେ ଧାର ଉଦ୍ଧାର କରି ଖଲ୍ଲିକୋଟ ର ଜଣେ ଦାଦନ ଦଲାଲ  ସୁରେନ୍ଦ୍ର ଦିହୁଡି ଙ୍କୁ 70 ହଜାର ଟଙ୍କା ଦେଇ ଡୁବାଇ ର ଏକ ଘରୋଇଁ କମ୍ପାନୀ ଏଚ ଏଣ୍ଡ ଏନ ଇନୋଭେଟୀଭି କଣ୍ଟର୍ଶକ୍ଟିଙ୍ଗ ଏଲ ଏଲ ସି ରେ ଶ୍ରମିକ ଭାବେ କାମ କରୁଥିଲା |ଆଉ ଦୁଇ ମାସ ପରେ ତାର ପୁଅ ର ଜନ୍ମ ଦିନ ପାଇଁ  ଅସିଥାନ୍ତା |ତେବେ ହଠାତ ଗତକାଲି ଅସୁସ୍ଥତା ଅନୁଭବ କରି ବାନ୍ତି କରିବାରୁ ତାକୁ ତାର ସହଯୋଗୀ ଶ୍ରମିକ ମାନେ ନିକଟସ୍ଥ ଚିକିଛାଳୟ ରେ ଭର୍ତ୍ତି କରିଥିବା ବେଳେ ମୃତୁ ବରଣ କରିଥିଲା |ଏହି ଖବର ପାଇବା ପରେ ତାର ପତ୍ନୀ ମିନାକ୍ଷୀ ଓ 10 ବର୍ଷ ର ଝିଅ ଶାଳିନୀ ଓ 10 ମାସ ର ପୁଅ ଦିବୟାଂଶୁ ଓ ମା ଜ୍ୟୋ୍ଚ୍ଛନା ଙ୍କ ବୁକୁଫଟା କ୍ରନ୍ଦନ ରେ ଘର ଫାତିପଡୁଥିବା ବେଳେ କମଳ ର ଫେରନ୍ତା ବାଟ କୁ ଅନାଇଁ ରହିଛନ୍ତି | ତେବେ ଡୁବାଇ ରେ ଥିବା କମଳ ର ମର ଶରୀର କୁ ଭିଟା ମାଟି କୁ ଫେରାଇ ଆଣିବା ପାଇଁ ଗଞ୍ଜାମ ଜିଲ୍ଲପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି |ମୃତ ଦାଦନ ଶ୍ରମିକ ଙ୍କ ଶୋକସନ୍ତପ୍ତ ପରିବାର କୁ ଲଙ୍ଗଳେଶ୍ୱର ସରପଞ୍ଚ ରମେଶ କୁମାର ସାହୁ ପହଂଚି  ଶବ କୁ ଫେରାଇ ଆଣିବା ପାଇଁ ସାନ୍ତୁନା ଦେଇଥିବା ପ୍ରକାଶ |ସୌରୀ ର ଆଉ ଦୁଇ  ସୁନୀଲ ଓ ମିଟୁ ଭିଟାମାଟି ଛାଡି କ୍ଵାତ୍ତର ଓ ଡୁବାଇ ରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ପ୍ରକାଶ | ତେବେ ଗତ ପାଞ୍ଚ ବର୍ଷ ମଧ୍ୟରେ ଖଲ୍ଲିକୋଟ ବ୍ଲକ ର ପ୍ରାୟ 50 ଜଣ ଦାଦନ ଶ୍ରମିକ ମୃତୁ ବରଣ କରିଥିବା ବେଳେ ଚଳିତ ବର୍ଷ  ପ୍ରାୟ ସାତ ଜଣ ଦେଶ ବାହାରେ ଓ ରାଜ୍ୟ ବାହାରେ ମୃତୁ ବରଣ କରିଥିବା ବେଳେ ଦୁଇ ଜଣ ଙ୍କ ଶବ ଆର୍ଥିକ ଦୁରାବସ୍ଥା ଯୋଗୁଁ ଭିଟାମାଟି କୁ ଫେରିପାରୀ ନଥିବା ଏ ସୂତ୍ର ରୁ ଜଣାପଡିଛି|  | ତେବେ ସୌରୀ ଙ୍କ 13 ଜଣ ପରିବାର କୁ ଦୀର୍ଘ ଦିନ ହେଲା ଜାତୀୟ ଖାଦ୍ୟ ନିରାପତା ଯୋଜନା ରେ ଚାଉଳ ମିଳିନଥିବା ପରିବାର ମୁଖିଆ ସୌରୀ ନାୟକ ଅଭିଯୋଗ କରିଛନ୍ତି |

News Comment

You Might Also Like

BACK TO TOP