Breaking News

ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||      ଏକ ପ୍ରକୃତ କର୍ମୀଙ୍କ ନିସ୍ୱାର୍ଥ ପର ସେବା ନିଷ୍ଟାର ଅନନ୍ୟ ଉଦାହରଣ କରିଥିବା ବ୍ୟକ୍ତି |    (22-Aug-2026)       ||      ଶବ ଦାହ କରିବାକୁ ଯାଇ ଶବ ହୋଇଗଲେ କରୁଣା କର |   (22-Aug-2026)       ||      ପଞ୍ଚମ ରାଜ୍ୟ ସ୍ତରୀୟ ଫୋଟୋ ପ୍ରତିଯୋଗିତା ରେ ଫୋଟଗ୍ରାଫର ସମ୍ମାନିତ |    (22-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର ସହିତ ଟଙ୍କା,ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତ ଗିରଫ |    (22-Aug-2026)       ||      ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||      ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||     

ଧାନ ମଣ୍ଡିକୁ ଯାଇ ଚାଷୀ ହେଲେ ହଟ ହଟା |

20-Jan-2025

ପୁରୁଷୋତ୍ତମପୁର ବ୍ଲକ ର ବରିଷ୍ଟ ଚାଷୀ ଧାନ ନେଇ ମିଲ ରେ ହେଲେ ହଟହଟା,

(ବସ୍ତା ପିଛା 7କେଜି ମିଲର କୁ ଦେଲେ ଭଲ ନଚେତ ଧାନ ଖରାପ  |

                      ଓଡିଶା ଜନମତ  ବ୍ୟୁରୋ ,

ପୁରୁଷୋତ୍ତମପୁର ବ୍ଲକର    ରଣଝାଲି ପଞ୍ଚାୟତ ଅନ୍ତର୍ଗତ ହତାପୁର ଗ୍ରାମର ବରିଷ୍ଟ ଚାଷୀ ସୂର୍ଯ୍ୟ ନାରାୟଣ ସାବତ  ତାଙ୍କର ଟୋକେନ ସହିତ ଧାନ ଧରି ଭାଟ କୁମାରଡ଼ା ନିକଟ  ସାବତ ମିଲ ଧାନ ମଣ୍ଡିକୁ ଧାନ ଦେବା ପାଇଁ ଯାଇଥିଲା ବେଳେ  ମିଲର  ଙ୍କ ଦୁର୍ବ୍ୟବହାର ସହିତ  ଲଗାମ ଛଡା ଭାଷା ରେ ଚାଷୀଟି ଅତିଷ୍ଟ ଓ ବିବ୍ରତ  ହୋଇ ପଡୁଛି  |  ଖାଲି ସେତିକି ନୁହଁ ବସ୍ତା ପିଛା  ସାତ କେଜି ଧାନ ମିଲର କୁ ଦେଲେ ତାହା  ଏଫକ୍ୟୁ ମାନ ନିର୍ଦ୍ଧାରଣ କରୁଛି, ଯଦି  ତିନି କେଜି ଦେବାକୁ ଚାଷୀ ପ୍ରସ୍ତାବ ଦିଏ ତାହାହେଲେ  ଖରାପ ମନ୍ତବ୍ୟ ସହ ତୁମଧାନ ଧରି ଚାଲି ଯାଅ, ତୁମ ଧାନ ଭଲ ନାହିଁ  |କହି ଫେରାଇ ଦେଉଛନ୍ତି | ତେବେ ବିଚରା ଚାଷୀ ଟି ଗାଡିଭଡା ଦେଇ  ଯାଇଥିଲା ବେଳେ ପୁଣି ଗାଡି  ଭଡା ଦେଇଧାନ ଧରି ଘରକୁ ଫେରିବାକୁ ପଡୁଛି  | ଯାହାଦ୍ୱାରା ଚାଷୀଟି ବହୁ ଅସୁବିଧା ର ସାମ୍ନା କରିବାକୁ ପଡୁଛି  | ଏପଟେ ରାଜ୍ୟ ସରକାର ସମସ୍ତ ଙ୍କ ଧାନ ନିଆହେବ କୌଣସି ଅସୁବିଧା ହେବନି  ବୋଲି  କହୁଥିଲା  ବେଳେ  ଏପଟେ ଟୋକେନ ପାଇ ଚାଷୀ ଧାନ ନେଇ ହଟ ହଟା ହେବାର ନିଜେ ବିଜେଡିର  ଗଞ୍ଜାମ ଜିଲ୍ଲା ର ସାଧାରଣ ସମ୍ପାଦକ ତଥା ହାଇକୋର୍ଟ ର ଓକିଲ ଥିବା ଶୁଭ୍ରାଂଶୁ ଶେଖର ସାବତ କହିଛନ୍ତି  ଯେ ତାଙ୍କ ପିତା ସୂର୍ଯ୍ୟ ନାରାୟଣ ସାବତ ଙ୍କ ସହ ଅନେକ ଚାଷୀ ସେହି ମଣ୍ଡିକୁ ଯାଇ ହଟ ହଟା ହେଉଛନ୍ତି |  ଯଦି ତାଙ୍କ ଭଳି  ଜଣେ ବରିଷ୍ଟ ଚାଷୀ ଏପରି ଅସୁବିଧା ତଥା ମିଲର ଙ୍କ ମନ ମାନି ର  ଶିକାର ହୁଅନ୍ତି ତେବେ  ଅନ୍ୟ ଛୋଟ ଚାଷୀଙ୍କ  ଅବସ୍ଥା କଣ ନହେଉଥିବ ବୋଲି ପ୍ରଶ୍ନ କରିଛନ୍ତି | ତେବେ ବିଜେପି  ସରକାର କଥା ଦେଇ ତାଙ୍କ କଥା ରକ୍ଷା  କରିବାରେ ସମ୍ପୂର୍ଣ ବିଫଳ ହୋଇ ଥିବାର ସେମାନେ କହିଛନ୍ତି  | ଏହାସହ  ଯୋଗାଣ ବିଭାଗ ଅଧିକାରୀ ଓ  ପ୍ରଶାସନିକ ଅଧିକାରୀ ଙ୍କ ଏହି ମିଲର ଙ୍କ ସହ କିଛି ମନ୍ଦ ଉଦେଶ୍ୟ ରହିଛି କି ବୋଲି ଶୁଭ୍ରାଂଶୁ ମତ ଦେଇଛନ୍ତି  | ଯଦି ଏପରି ହୁଏ ତେବେ ବିଜେଡି ଚାଷୀ ମାନଙ୍କୁ ଧରି ରାଜ ରାସ୍ତା କୁ ଓହ୍ଲାଇବ ବୋଲି  ଚେତାବନୀ ଦେଇଛନ୍ତି  |ଏହା ଏପରି ଗୋଟିଏ ମଣ୍ଡି କିମ୍ବା ମିଲ ନୁହଁ, ପୁରୁଷୋତ୍ତମପୁର ବ୍ଲକର ଅନେକ ଚାଷୀ ଏହି ପରି ଦୁର୍ଦଶା ର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହି ଛନ୍ତି  |

News Comment

You Might Also Like

BACK TO TOP