Breaking News

ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||      ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||     

ପୁରୁଷୋତ୍ତମପୁର ବ୍ଲକ ବୈଠକ ହଲରେ ଆଗାମୀ ଭିର୍ଣ୍ଣକ୍ଷମ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ |

21-Jan-2025

ଭିର୍ଣ୍ଣ କ୍ଷମ  ଶିବିର ପାଇଁ ପ୍ରସ୍ତୁତି ବୈଠକ,

                ଓଡିଶା ଜନମତ  ବ୍ୟୁରୋ ,

ପୁରୁଷୋତ୍ତମପୁର ବ୍ଲକ ବୈଠକ ହଲରେଅଧକ୍ଷା  ପିଙ୍କି ବେହେରା ଙ୍କ ଅଧକ୍ଷତା ରେ ଏହି ବୈଠକ ଆରମ୍ଭ ହୋଇ ଥିଲା | ଏହି ବୈଠକ ରେ ବିଡ଼ିଓ ଙ୍କ ବଦଳି ପରେ  ତାଙ୍କ  ଦାଇତ୍ୱରେ ଥିବାଭାର       ପ୍ରାପ୍ତ ତହସିଲଦାର ବିନୋଦ କୁମାର ବେହରା ଙ୍କ ସଂଯୋଜନା ରେ ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ଜିପିଓ  ମୀନ କେତନ ବେହେରା ଏବଂ  ଭତ୍ତା ଅଧିକାରୀ କାହ୍ନୁ ଚରଣ ସୋରେନ ମଞ୍ଚାସିନ ଥିଲେ  |  ଆଗାମୀ  28 ତାରିଖରେ  ଭିର୍ଣ୍ଣ ଭୋଇ ଶିବିର ହେବାକୁ ଥିବାରୁ  ତାହା ଉପରେ  ଆଜି ର ଏହି ବୈଠକ ର ଆୟୋଜନ ହୋଇ ଥିଲା  |  ସେହି କାର୍ଯ୍ୟକ୍ରମ କିପରି ସୁଚାର ରୂପେ ସମସ୍ତ ଙ୍କ ସହଯୋଗ ରେ ହୋଇ ପାରିବ  ତାହା ଉପରେ ଏହି ବୈଠକ ର ଆୟୋଜନ କରାଯାଇଥିଲା  | ସେହି କାର୍ଯ୍ୟକ୍ରମ ରେ କେତେ ଜଣ ବିଭିର୍ଣ୍ଣ  ବର୍ଗ ର   ଭିର୍ଣ୍ଣ କ୍ଷମ ବ୍ୟକ୍ତି ଆସିବେ, ସେମାନଙ୍କ ନାମ ପଞ୍ଜିକରଣ ସହିତ ସେମାନଙ୍କୁ ପରିଚୟ ପାତ୍ରପାଇଁ ବ୍ୟବସ୍ତା ଏବଂ ଟ୍ରେନ ପାସ, ଓ ବସ ପାସ  ହେବ ତାହା ଉପରେ ସବିଶେଷ ଆଲୋଚନା  ହୋଇ ଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଯନ୍ତ୍ରୀ ନାଗ ଭୂଷଣ ଯାଦବ ଙ୍କ ସହ ସମସ୍ତ ଯେଇ, ସମସ୍ତ ପିଇଓ ମାନେ 26 ଗୋଟି ପଞ୍ଚାୟତ ର  ସରପଞ୍ଚ ସମିତି ସଭ୍ୟ, ସଭ୍ୟା ମାନେ ଉପସ୍ଥିତ  ରହିବା ସହ ସମନ୍ୱିତ ଶିଶୁ ବିଭାଗ ର  ସମସ୍ତ ସୁପର ଭାଇଜର ,  ବ୍ଲକ ଡେଭଲପମେଣ୍ଟ  ଅଧିକାରୀ  ମୀନ କେତନ  ପାଢ଼ୀ,  ମୁଖ୍ୟ କିରାଣୀ, ଏବଂ ଏଡିଓ, ଭତ୍ତା ବିଭାଗ ଜୟଶ୍ରୀ ଦୋରା,  ଓ ଅନ୍ୟ କର୍ମ କର୍ତ୍ତା ମାନେ ଉପସ୍ଥିତ ରହି ଥିଲେ  |

News Comment

You Might Also Like

BACK TO TOP