Breaking News

ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||      ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||     

ନୀଳକଣ୍ଠେଶ୍ଵର ଉଚ୍ଚ ବିଦ୍ୟାଳୟ ରେ କର୍ତ୍ତବ୍ୟ ବୋଧ ଦିବସ ପାଳିତ|

23-Jan-2025

ନୀଳକଣ୍ଠେଶ୍ଵର ଉଚ୍ଚ ବିଦ୍ୟାଳୟ ପରିସରରେ" କର୍ତ୍ତବ୍ୟ ବୋଧ "ଦିବସ ପାଳିତ,

ଓଡିଶା ଜନମତ 
ଖଲିକୋଟ, ମାଧବ ବେହେରା, ତା ୨୨-୦୧-୨୦୨୫:

ସ୍ଥାନୀୟ କୈରାଶି ସ୍ଥିତ ନୀଳକଣ୍ଠେଶ୍ଵର ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଶୈକ୍ଷିକ ମହାସଙ୍ଘ ଆନୁକୂଲ୍ୟରେ କର୍ତ୍ତବ୍ୟ ବୋଧ ଦିବସ ପାଳିତ ହୋଇଯାଇଛି। ଏହି ଦିବସର ମୁଖ୍ୟ ଅତିଥି ରୂପେ ନିକଟସ୍ଥ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନମହାବିଦ୍ୟା୍ ଳୟର ପ୍ରାକ୍ତନ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ ପ୍ରକାଶ ଚନ୍ଦ୍ର ପାଣିଗ୍ରାହିଁ, ମୁଖ୍ୟ ବକ୍ତା ଭାବେ ଡ ବନମାଳି ପାଣିଗ୍ରାହିଁ ସହକାରୀ ପ୍ରଫେ ସର ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା ଶୈକ୍ଷିକ ମାହାସଙ୍ଘ ସଭାପତି କୁମୁଦ ଚନ୍ଦ୍ର ସାମଲ, ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟ,ପ୍ରଧାନ ଶିକ୍ଷକ ହଜାରି ବାରିକ, ବଇଁଶୀଧର ସାହୁ,ମିଡ଼ିଆ ପ୍ରମୁଖ କୈଳାଶ ପତି ଦାଶ, ଶ୍ରୀ ଦୀନବନ୍ଧୁ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସମାଜ ହିତରେ ଶିକ୍ଷା, ଶିକ୍ଷକ ହିତରେ ସମାଜ, ଶିକ୍ଷା ହିତରେ ଶିକ୍ଷକ ଆଦିଉପରେ ଆଲୋଚନା କରିବା ସହ କର୍ତ୍ତବ୍ୟ ର ବିବିଧ ଦିଗ ଉପରେ ଅତିଥି ମାନେ ଆଲୋଚନା କରିଥିଲେ। ସମ୍ପ୍ରତି ଶିକ୍ଷକ ଓ ବିଦ୍ୟାର୍ଥୀ ଙ୍କ ଠାରେ ସମାଜ ଓ ସଂସ୍କୃତି ପ୍ରତି ରହିଥିବା ଦାୟିତ୍ୱ ବିଭିନ୍ନ ଦିଗରେ କିପରି ଅବକ୍ଷୟ ଘଟୁଛି ତାର ଉଦାହରଣ ଦେଇ ଦୁଃଖ ପ୍ରକାଶ କରିଥିଲେ। ବିବେକାନନ୍ଦ ଓ ସୁବାଷ ବୋଷ ଙ୍କ ବାଣୀ ରେ ଉଦବୋଧ ହେଲେ ଏହା ସମ୍ଭବ ହୋଇପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଥିଲା.ପ୍ରଧାନ ଶିକ୍ଷକ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଉପ ସଭାପତି ପୂର୍ଣ୍ଣ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରକାଶ ଥାଉକି ଶୈକ୍ଷିକ ମହାସଙ୍ଘ ପ୍ରତିବର୍ଷ ବିବେକାନନ୍ଦ ଜୟନ୍ତୀ ଜାନୁଆରି ୧୨ତାରିଖଠାରୁ ୨୩ତାରିଖ ସୁବାସ ବୋଷ ଜୟନ୍ତୀ ପର୍ଯ୍ୟନ୍ତ ୧୨ଦିନକୁ" କର୍ତ୍ତବ୍ୟ ବୋଧ ଦିବସ "ରୂପେ ବିବିଧ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ମାନଙ୍କରେ ପାଳନ କରିଥାଏ . ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ ପୂର୍ଣ୍ଣ ସହଯୋଗ କରିଥିଲେ. ଶେଷରେ ବିଦ୍ୟା ଲୟର ସହକାରୀ ଶିକ୍ଷକ ରାମ ପ୍ରସାଦ ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ |

News Comment

You Might Also Like

BACK TO TOP