Breaking News

ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||      ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||     

81 ବର୍ଷର ବୃଦ୍ଧ ଆଧାର କାର୍ଡ ନଥିବାରୁ ଭତ୍ତା ରୁ ବଞ୍ଚିତ |

08-Feb-2025

ଆଧାର କାର୍ଡ ନ ଥିବାରୁ ଭତ୍ତା ରୁ ବଞ୍ଚିତ ୮୧ ବର୍ଷ ବୁଦ୍ଧ,

                       ଓଡିଶା ଜନମତ ବ୍ୟୁରୋ,

ବନ୍ଧୁଗାଁ ତା ୮/୨/୨୫ ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ଉପରଡବାରି ଗାଁ ର ଅସହାୟ ୮୧ ବର୍ଷ ବୟସ୍କ ବୃଦ୍ଧ ମେଲେକା ଈଶ୍ୱର ଙ୍କ ଆଧାର କାର୍ଡ ନ ଥିବାରୁ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି।ରାଜ୍ୟ ସରକାରଙ୍କ ତରଫରୁ ଆଜକୁ ୨୧ ବର୍ଷ ତଳେ କେବଳ ନିଜର ଭୋଟେ ଫୋଟ ଦେଇ ନିଜେ ଭତ୍ତା ପାଇ ଆସୁଥିଲେ। ଭୋଟ କାର୍ଡ ଅନୁଯାଇ ବୃଦ୍ଧଙ୍କ ତା ୧/୧/୧୯୯୪ ମସିହାରେ ୫୦ ବର୍ଷ ବୟସ ରହି ଥିଲା। ବିରାଟ ପାହାଡ ଉପରେ ରହିଛି ବୃଦ୍ଧଙ୍କ ଉପରଡବାରି ଗାଁ ସେଠାରେ ଏକ କୁଡ଼ିଆ ଘରେ ଅସହାୟ ଅବସ୍ଥାରେ ରହି ଆସୁଛନ୍ତି ଈଶ୍ୱର ବୁଢ଼ା ବାପା। ଗୋଟିଏ ଥର ଭତ୍ତା ପାଇଁ ବନ୍ଧୁଗାଁ ପଞ୍ଚାୟତ କୁ ଆସିଲେ ଏହି ଗାଁ କୁ ଚାଲି ଫେରିବା ଏହି ବୃଦ୍ଧ ବୟସରେ ବହୁ କଷ୍ଟକର । ସରକାରଙ୍କ ଆଧାର କାର୍ଡ ଥିଲେ ଭତ୍ତା ମିଳିବ ଶୁଣିବା ପରେ  ବୃଦ୍ଧ ଜଣକ କେଉଁ ଠାରେ ଯିବ କିଏ ନେବ ଓ ଆଧାର କାର୍ଡ ପାଇଁ କେତେ ଟଙ୍କା ଦେବ  ଚିନ୍ତାରେ ରହି ଆଉ ଘରରୁ ବାହାରିଲେ ନାହିଁ  ଈଶ୍ୱର ବୁଦ୍ଧ ଜଣକ। ବୃଦ୍ଧଙ୍କ ବୟାନ ଅନୁସାରେ ଆଧାର କାର୍ଡ ନାହିଁ ଆଉ  ଭତ୍ତା ପାଇବା ପାଇବୁ ନାହିଁ କହି ମୋ ଠାରୁ ଭତ୍ତା କାର୍ଡ ଯୋଗାଣ ସହାୟକ ମାଗିଥିବା ଜଣାଇ ଥିଲେ। ଆଜକୁ ୨ ବର୍ଷ ହେଉଛି ଭତ୍ତା କାର୍ଡ ନେଇ ଆଜି ପର୍ଯ୍ୟନ୍ତ ଭତ୍ତା ଆଧାର କାର୍ଡ ନ ଥିବାରୁ ବଞ୍ଚିତ ହୋଇ ଭଙ୍ଗା କୁଡ଼ିଆରେ ଜୀବନ ଅତିବାହିତ କରୁଛନ୍ତି ବୃଦ୍ଧ ଈଶ୍ୱର ବୁଢ଼ା ବାପା। ବର୍ତ୍ତମାନ ଏହି ଅସହାୟ ବୃଦ୍ଧ ଘରରୁ ଆସିବ ଓ ଆଧାର କାର୍ଡ କରିବ ପୁଣି ଦୁଇ ବର୍ଷ ହେଉଛି ବନ୍ଧ ଥିବା ଭତ୍ତା କିପରି ପାଇବ ଆମ ଗଣମାଧ୍ୟମ ଙ୍କ ଜରିଆରେ ସରକାରଙ୍କୁ ଗୁହାରି ଜଣାଇଛନ୍ତି।ବନ୍ଧୁଗାଁ ବ୍ଲକ ରେ ବର୍ତ୍ତମାନ ସୁଦ୍ଧା ଆଧାର କାର୍ଡ ପାଇଁ ଆଧାର କେନ୍ଦ୍ର ନାହିଁ, ଆଧାର କାର୍ଡ ପାଇବା ସମ୍ଭବ ନୁହଁ,। ଏହି ଆଧାର କାର୍ଡ ପାଇଁ ଲୋକେ ନାରାୟଣପାଟଣା, କୋରାପୁଟ, ରାୟଗଡ଼ା ଓ ପାର୍ବତୀପୁରମ ଯିବାକୁ ପଡୁଛି। ଅଳ୍ପ ଦିନ ତଳେ ନିଜ ପୁଅ ଝିଅର ଆଧାର କାର୍ଡ କରି ପିଲାଙ୍କୁ ପାଠ ପଢ଼ାଇବି ଭାବି ନାରାୟଣପାଟଣା ଯାଉଥିବା ବେଳେ ଦୁର୍ଘଟଣା ହୋଇ ବାପର ମୃତ୍ୟୁ ହୋଇଥିଲା। ଏହି ପ୍ରକାର କିଛି ବୃଦ୍ଧବୃଦ୍ଧା ଆଧାର କାର୍ଡ ନ ଥିବାରୁ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଘରେ ରହିଛନ୍ତି। ଏହି ପ୍ରକାର ଭତ୍ତା ରୁ ବଞ୍ଚିତ ଅସହାୟ ବୃଦ୍ଧା ଙ୍କୁ ସ୍ଥାନୀୟ ପ୍ରଶାସନ ପାଖକୁ ଯାଇ କିପରି ଭତ୍ତା ପାଇବ ପଦକ୍ଷେପ ନେବାକୁ ସମସ୍ତ ବୁଦ୍ଧିଜୀବି ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାଙ୍କୁ ଅନୁରୋଧ କରିଛନ୍ତି।

News Comment

You Might Also Like

BACK TO TOP