Breaking News

ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||     

ଖଲ୍ଲିକୋଟ ଗୁରୁଣ୍ଠି ରେ ବଧୂ ନିର୍ଯ୍ୟାତନା ସହିତ ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକ,

09-Feb-2025

ନୂତନ ଗୁରୁଣ୍ଠିରେ ଯୌତୁକ  ଜନିତ ବଧୂ ନିର୍ଯ୍ୟାତନା, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ,  ଶ୍ୱଶୁର ଘରେ 8 ଘଣ୍ଟା ପଡ଼ି ରହିଲା ଶବ | 
***************************
ଓଡିଶାଜନମତ ,ଖଲ୍ଲିକୋଟ, ମାଧବ ବେହେରା, 9/2/25:

ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ଗୁରୁଣ୍ଠି ଗ୍ରାମରେ  ଏକ ଯୌତୁକ ନିର୍ଯ୍ୟାତନା ଜନିତ ବଧୂ ହତ୍ୟା, ମୃତ ବଧୂଙ୍କ ବାପ ଘର ପରିବାର ଆଣିଲେ ହତ୍ୟା ଅଭିଯୋଗ । ଦୀର୍ଘ 8 ଘଣ୍ଟା ଧରି ଶ୍ୱଶୁର ଘରେ ପଡ଼ି ରହିଲା ଶବ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ 2019 ମସିହାରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ଗୁରୁଣ୍ଠି ଗ୍ରାମର  ନବୀନ ସାହୁଙ୍କ ପୁଅ ଭାଗ୍ୟଧର ସାହୁଙ୍କୁ ରମ୍ଭା ଥାନା ସୁବଳୟା ଗ୍ରାମର ନାରାୟଣ କୋଚିଆରୀଙ୍କ ଝିଅ ଆରତୀକୁ ବିବାହ ବର ପିତାଙ୍କ ବାସଭବନରେ ହିନ୍ଦୁ ନିତି ଅନୁଯାଇ ଅନୁଷ୍ଠିତ ହୋଇଥିଲା ।ଆରତୀଙ୍କ ବାପା ଜଣେ ଦିନ ମଜୁରିଆ ଓ ମା ବିଦ୍ୟାଳୟରେ ସହାୟିକା ଭାବେ କାମ କରୁଥିଲେ ମଧ୍ୟ ବର ପକ୍ଷଙ୍କ ଦାବି ମୁତାବକ ଆବଶ୍ୟକ ଯୌତୁକ ପ୍ରଦାନ କରିଥିଲେ  | ତେବେ ଆରତୀଙ୍କ ସ୍ୱାମୀ ଓଡିଶା ବାହାରେ ମିଲିଟାରୀ ଚାକିରୀ କରୁଥିଲେ । ତେବେ ବିବାହର କିଛି ଦିନ ପରେ ମୃତା ଆରତୀଙ୍କ ଶାଶୁ ଶ୍ୱଶୁର ଓ ନଣଦ ପ୍ରମୁଖ ଅଧିକ ଯୌତୁକ ପାଇଁ ଦାବି କରି ଯୌତୁକ ନିର୍ଯ୍ୟାତନା  ଦେଇ ଆସୁଥିଲେ । ତେବେ ଗତକାଲି ରାତିରେ ଆରତୀଙ୍କ ମୃତ୍ୟୁ ଖବର ପାଇଁ ଆରତୀର ବାପା ଓ ମାଆ ସଂଯୁକ୍ତା ପହଂଚି ଆରତୀର ମର ଶରୀର ପଡ଼ି ରହିଥିବା ଦେଖି ବିସ୍ମିତ ହୋଇ ପଡ଼ିଥିଲେ |ପରେ ଆରତୀର ମା ସଂଯୁକ୍ତା ଖଲ୍ଲିକୋଟ ଥାନାରେ ଏତଲା ଦେବା ପରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ ପ୍ରଧାନ ପହଂଚି ମୃତ ଶରୀରକୁ ଯାଞ୍ଚ କରି ଥାନା କେସ ନମ୍ବର 121/ 25 ରେ ମାମଲା ରୁଜ୍ଜୁ କରି ଥିଲେ |ତେବେ ମୃତ ଆରତୀର ପରିବାର ସଦସ୍ୟ ମାନେ ନ୍ୟାୟ ଦାବି କରି ଆରତୀର ଶବକୁ ଅଟକ କରି ରଖିଥିଲେ ।ମୃତ ଆରତୀର ଶବ ଶ୍ୱଶୁର ଘରେ ଦୀର୍ଘ ଆଠ ଘଣ୍ଟା ପଡ଼ି ରହିବା ପରେ ପୋଲିସର ବୁଝା ସୁଝା ପରେ ପୋଲିସ ଶବକୁ ଜବତ କରି ବ୍ରହ୍ମପୁର ଏମ କେ ସି ଜି କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ଆରତୀର ଶାଶୁ ଶ୍ୱଶୁର ଫେରାର ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆରତୀର ମୃତ୍ୟୁର  କାରଣ ସ୍ପଷ୍ଟ ହୋଇଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ |

News Comment

You Might Also Like

BACK TO TOP