Breaking News

ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||     

ଝାଡବାଇ ଗୌରାଙ୍ଗ ଉଚ୍ଚ ପ୍ରାଥମିକ ସ୍କୁଲ ରେ ବାର୍ଷିକ ଉତ୍ସବ ପାଳିତ |

10-Feb-2025

ଝାଡ଼ ବାଇ  ଗୌରାଙ୍ଗ  ଉଚ୍ଚପ୍ରାଥମିକ ବିଦ୍ୟାଳୟ  ର ବାର୍ଷିକ  ଉଛବ ଓ ଶିକ୍ଷକ ଙ୍କୁ ବିଦାୟ  ସମ୍ବର୍ଦ୍ଧନା    କାର୍ଯ୍ୟକ୍ରମ ଅନୁଷ୍ଠିତ |

ପୁରୁଷୋତ୍ତମପୁର ବ୍ଲକ ଝାଡ଼ ବାଇ  ଗ୍ରାମର   ଗୌରାଙ୍ଗ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ରେ  ବାର୍ଷିକ ଉତ୍ସବ  ପାଳନ ସହିତ  ଶିକ୍ଷକଙ୍କ  ବିଦାୟ ସମ୍ବର୍ଦ୍ଧନା  କାର୍ଯ୍ୟକ୍ରମ    ପ୍ରଧାନ ଶିକ୍ଷକ  ମଙ୍ଗଳା କାର୍ଜିଙ୍କ ପୌରହତ୍ୟ ରେଏବଂ ଶିକ୍ଷକ ଇ ରମେଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ  ହୋଇଯାଇଛି  |   ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅରୁଣ  କୁମାର  ପଣ୍ଡା, ମୁଖ୍ୟ ବକ୍ତା  ଭାବେ  ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ  ସିମାଞ୍ଚଳ ରଥ ଯୋଗ ଦେଇ ଥିଲା ବେଳେ , ଅନ୍ୟ ଅତିଥି ମାନଙ୍କ  ମଧ୍ୟରେ ଆସ୍କା ଏମପି ନମିନୀ   ଶ୍ରୀକାନ୍ତ କୁମାର ମହାପାତ୍ର,  ସିଏଚ ନୂଆଙ୍ଗା ସମିତି ସଭ୍ୟା ଆଭା ପାରିଡା ,  ଅଭିମନ୍ୟୁ ସେଠୀ, ପୁର୍ଣଚନ୍ଦ୍ର  ପଟନାୟକ, ଅଶୋକ ବେହେରା,  ଅମୁଲ୍ୟ ଦାଶ,ଦୀନବନ୍ଧୁ ପଟନାୟକ, ଦୁର୍ଯ୍ୟୋଧନ ଚର୍ଚ୍ଚି, ସିଆରସିସି ପ୍ରଦୀପ କୁମାର ବେହେରା, ଅତିରିକ୍ତ ସି ଆର  ସିସି   ନିରଞ୍ଜନ  ତ୍ରିପାଠୀ, ମଞ୍ଚାସିନ ଥିଲେ |  ମଞ୍ଚାସିନ ଅତିଥି ମାନେ  ଛାତ୍ର, ଛାତ୍ରୀ ମାନେ   କିପରି ଭଲ ପାଠ ପଢି ନିଜ ବାପା,ମାଙ୍କ ସହିତ ଦେଶ ମାତୃକାର ନାଁ ରଖିବେ ତା ସହିତ ସହନ ଶିଳତା, ସଂସ୍କାର, ସତ୍ୟନିଷ୍ଟ, କର୍ମ ବଧିଷ୍ଣୁ, ସାହାସୀ, କାର୍ଯ୍ୟ ଲକ୍ଷ, ରଖି ଉତ୍ତମ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ |  ଶିକ୍ଷକ ମାନଙ୍କ ନୀତିଶିକ୍ଷା ଗ୍ରହଣ କଲେ ସେମାନେ  ନିଶ୍ଚିତ ଲକ୍ଷ ସ୍ଥଳରେ  ପହଞ୍ଚି ପାରିବେ ବୋଲି ମତ ଦେଇଥିଲେ  |  ବାର୍ଷିକ ଉତ୍ସବ  ସହିତ  ପୂର୍ବତନ ସିଆର ସିସି   ନିରଞ୍ଜନ ତ୍ରିପାଠୀଙ୍କୁ  ବିଦାୟ ସମ୍ବର୍ଦ୍ଧନା ଡିଆ ଯାଇଥିକା |  ଏହା ସହିତ  କୁନୀ, କୁନୀ  ଛାତ୍ର, ଛାତ୍ରୀ ଙ୍କ ଦ୍ୱାରା ମନଛୁଆଁ ନୃତ୍ୟ ଉପସ୍ଥିତ  ଅତିଥି,ଅଭିଭାବକ ଓ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ମତୁଆଲା କରିଦେଇ ଥିଲା  |   ଶେଷରେ ଅତିଥିଙ୍କ ଦ୍ୱାରା ପୂର୍ବରୁ ବିଭିର୍ଣ୍ଣ  କାର୍ଯ୍ୟକ୍ରମ ରେ ଉପକୃତ  ହୋଇ ଥିବା ଛାତ୍ର, ଛାତ୍ରୀଙ୍କୁ   ମାନ ପାତ୍ର ଓସିଲ ଦେଇ ପୁରସ୍କୃତ କରାଯାଇ ଥିଲା |  ଏହି କାର୍ଯ୍ୟକ୍ରମ ରେ  ଶଙ୍କର୍ଷଣ ନାୟକ,  ପୁଷ୍ପାଞ୍ଜଳି ସାହୁ, ଏମ ତପସ୍ୱିନୀ, ଏ ଚିନ୍ମୟୀ କୁମାରୀ, ଦୀନବନ୍ଧୁ ଦଣ୍ଡ ସେନା, ସୁଶାନ୍ତ କୁମାର ବିଷୋୟୀ,  ଅର୍ଜୁନ ମାଝୀ, ଅଶୋକ ବେହେରା, ପ୍ରମୁଖ ସହଯୋଗୀ କରିଥିଲେ | ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବିଶ୍ଵନାଥ ସାହୁ ଓ ଗୌତମ ସାହୁ ପରିଚାଳନା କରିଥିଲେ  | ଏହାସହ ଗୋଲକ ବିହାରୀ ସାହୁ,ଭଗବାନ ପାତ୍ର, ଗୌର ପ୍ରଧାନ ଉପସ୍ଥିତ  ଥିଲେ ||

News Comment

You Might Also Like

BACK TO TOP