Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ବୁଗୁଡ଼ା ର ସବୁ ଶୈବ ପୀଠ ଚଳ ଚଞ୍ଚଳ , ଜାଗର ଓମହାଦୀପ ପାଇଁ ଉତ୍ସବ ମୁଖର ଶିବ ମନ୍ଦିର,

27-Feb-2025

ବୁଗୁଡ଼ା ମହାଶିବରାତ୍ରୀରେ ଚଳଚଞ୍ଚଳ, ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ,

ଓଡିଶା ଜନମତ ,ବୁଗୁଡ଼ା, ହର ପ୍ରସାଦ ପାଢ଼ୀ,ତା ୨୬/୦୨/୨୫ :
ମହାଶିବରାତ୍ରୀ ଉପଲକ୍ଷେ ବୁଗୁଡା ଅଞ୍ଚଳର ବିଭିନ୍ନ ଶୈବପୀଠରେ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ଜାଗର ଯାତ୍ରା ପାଳିତ ହୋଇଯାଇଛି । ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲସ୍ଥିତ ଜଗଦୀଶ୍ବର, ଗଙ୍ଗାଧରେଶ୍ବର , ମକରେଶ୍ବର, ବୁଦ୍ଧେଶ୍ବର ଓ ସିଦ୍ଧେଶ୍ବର ଆଦି ପଞ୍ଚ ଶମ୍ଭୁ ସମେତ କୈଳାସନଗରସ୍ଥ କୁବେରେଶ୍ୱର, ଭାମଶିଆଳିର ଗୁପ୍ତେଶ୍ଵର ଓ ଆମ୍ବିଳିଝରସ୍ଥ ଲୋକନାଥ ମନ୍ଦିର, ହରଶରଣପୁରସ୍ଥ  ମୁକ୍ତେଶ୍ଵର ଓ ବୀରଧନଞ୍ଜୟପୁରସ୍ଥ ବାଲୁଙ୍କେଶ୍ବର ମନ୍ଦିର , ଗୋଲାମୁଣ୍ଡୁଳାର ଲୋକନାଥେଶ୍ବର , ଉଦୟପୁର ଗ୍ରାମର କପିଳେଶ୍ୱର, ବୁଗୁଡ଼ାର ସୋମନାଥ, ବାଲୁଙ୍କେଶ୍ବର ଓ କାଶୀ ବିଶ୍ବନାଥ ,ଗୋଲିଆର ଲଙ୍ଗଳେଶ୍ୱର,ମରାଇପଲ୍ଲୀର ଚନ୍ଦ୍ର କଳ୍ପେଶ୍ବର,କୁଶପଲ୍ଲୀର ଐଶନେଶ୍ବର, କୁଆଁନଳାର ଭୁକ୍ତେଶ୍ଵର ମନ୍ଦିର, ବାଲିପଦରସ୍ଥିତ ନୀଳକଣ୍ଠେଶ୍ୱର ,ମାଣିତରାର କପିଳେଶ୍ୱର, ମାଣିକ୍ୟପୁର ଗ୍ରାମର ସିଦ୍ଧେଶ୍ଵର , ତାଳସାକର ଗ୍ରାମସ୍ଥ ସତ୍ତ୍ବେଶ୍ବର, ମକରାପଲ୍ଲୀର ରାମେଶ୍ବର ,ମୁକୁନ୍ଦପୁର ଗ୍ରାମସ୍ଥ କପିଳେଶ୍ବର ସ୍ବାମୀ ,ଡେଙ୍ଗାବାଡିର ଭୋଳେଶ୍ବର, ପାଣିକେଶର ଗ୍ରାମର କପିଳେଶ୍ୱର , ଭଗବାନପୁର ଗ୍ରାମର ବାଲୁଙ୍କେଶ୍ଵର , ଭୋଗଡାର ଉମାଶଙ୍କର, ବେତାରସିଂର ସପ୍ନେଶ୍ଵର ସ୍ଵାମୀ,ଗୋଳାବନ୍ଧର ଲୋକନାଥ ସ୍ବାମୀ, ସୋଲଣ୍ଡିର ଭୁବନେଶ୍ଵର, ଖୋଳଖାଳିର ଗଙ୍ଗାଧର ସ୍ବାମୀ , ଏ.କରଡ଼ାବାଡ଼ିର ନୀଳକଣ୍ଠେଶ୍ବର , ବକ୍ସିପଲ୍ଲୀର ବିଶ୍ଵେଶ୍ବର, ଚକରାପଲ୍ଲୀର ଗଙ୍ଗାଧର ସ୍ବାମୀ, ସୋରଡର ବାଲୁଙ୍କେଶ୍ଵର , ଅରଖପୁରସ୍କ ତାଡେଶ୍ବର, ଅନ୍ତରପଡାର ରାମେଶ୍ବର, ସଦାଶିବପୁର ଗ୍ରାମସ୍ଥ ନୀଳକଣ୍ଠେଶ୍ବର ,ବେଠିଆବୋରଦାର ଲୋକନାଥେଶ୍ବର, କାନସୁକାର ରାମେଶ୍ବର, ଗୌତିଆବୋରଦାର ଲଙ୍ଗଳେଶ୍ଵର  ଓ ଚରଣ କପିଳେଶ୍ୱର, ଗାନ୍ଧିନଗର ଗାଁର ନୀଳକଣ୍ଠେଶ୍ବର , ଡାକରଡାର ଚନ୍ଦ୍ର କଳ୍ପେଶ୍ବର , କଞ୍ଚୁରୁର ରାମେଶ୍ବର, ମାଣିବନ୍ଧ ଗାଁର ଜୁମ୍ବେଶ୍ୱର ,ପ୍ରତାପ ଧନଞ୍ଜୟପୁରସ୍ଥ ସକଳେଶ୍ବର , ବେଲପଡ଼ାର ବାବା ବିଶ୍ଵେଶ୍ୱର, କାଦପଡାର ଭୂବନେଶ୍ବର ସ୍ବାମୀ , ରାମଗଡର ମୁକ୍ତେଶ୍ଵର, ପୋଚାଲୁଣ୍ଡିର ଚନ୍ଦନେଶ୍ବର ,
ପଙ୍କଳବାଡି ଓ ପାଙ୍ଗିଡ଼ି ଗ୍ରାମର ସପ୍ନେଶ୍ବର ମନ୍ଦିର ସାଙ୍ଗକୁ ଅଞ୍ଚଳର ଅନ୍ୟାନ୍ୟ ଶିବ ମନ୍ଦିରରେ ଭକ୍ତିର ସହିତ ଜାଗର ଯାତ୍ରା ପାଳିତ ହୋଇଯାଇଥିବା ବେଳେ ଅଧିକାଂଶ ଶୈବପୀଠରେ ଭକ୍ତମାନଙ୍କ ଉଜାଗର ନିମିତ୍ତ ଅଷ୍ଟ ପ୍ରହର ନାମ ସଂକୀର୍ତ୍ତନ ଯଜ୍ଞ, ଭଜନ ସମାରୋହ ଓ ରାମାୟଣ ନାଟକ ଆଦି ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହାଜାକଜମକରେ ଆନନ୍ଦ ଉଲ୍ଲାସର ସହ ଏହାକୁ ପାଳନ କରାଯାଇ ଥିବାରୁ ପ୍ରତ୍ୟେକ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା ।

News Comment

You Might Also Like

BACK TO TOP