Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ପୋଲସରା ମଥୁରା ଠାରେ କାର ଧକ୍କା ରେ 3ବର୍ଷ ର ଶିଶୁ ମୃତ |

23-Apr-2025

କାର ଧକ୍କା ରେ ୩ ବର୍ଷ ର ଶିଶୁର ମୃତ୍ୟୁ

ଓଡିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା,     ୨୩. ୪. ୨୫: 
ପୋଲସରା ଥାନା ମଥୁରା ମୁଖ୍ୟ ସଡ଼କ ପାର୍ଶ୍ଵ ରେଥିବା ଗୁଡ଼ି ବନ୍ଧ ନିକଟରେ ଏକ କାର  ଦୁର୍ଘଟଣା ରେ ଜଣେ ୩ବର୍ଷର ଶିଶୁ ମୃତ୍ୟୁବରଣ କରିଛି |, ମୃତକ ଜଣକ ହେଲେ ପୋଲସରା ପାଟଣା ପଦର ସାହିର ପ୍ରିୟାଂଶୁ ପ୍ରଧାନ (ବୟସ ୩ ବର୍ଷ )|ସୂଚାଯୋଗ୍ୟ ଯେ ପାଟଣାପଦର 
ସାହିର ମୃତ ପ୍ରିୟାଂଶୁ ଙ୍କ ପରିବାର ଲୋକେଏକ ଅଟୋ ଯୋଗେ ବେଲପଡା ଭୋଜି ଖାଇ ଯାଇ ପୋଲସରା ଫେରୁଥିଲେ |ଫେରିବା ସମୟରେ ଅଟୋ ରେ ବସିଥିବା ପିଲାମାନେ ଝାଡା ଲାଗିଥିଲା |ଅଟୋଟିକୁ ମଥୁରା ନିକଟ ଗୁଡ଼ି ବନ୍ଧ ନିକଟରେ ରଖଯାଇଥିଲା ||ଏତିକି ସମୟରେ  ଏକ କାର ବୁଢ଼ାମ୍ବ ରୁ ପୋଲସରା ଆଡକୁ ଆସୁଥିବା ବେଳେ ଶିଶୁଟିକୁ ଧକ୍କା ଦେଇଥିଲା |ଗୁରୁତର ଅବସ୍ଥା ରେ ପରିବାର ଲୋକେ ଶିଶୁଟିକୁ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ |ଡାକ୍ତର ଦେଖି ମୃତ ଘୋଷଣା  କରିଥିଲେ |ପରିବାର ରେ ଶୋକରଛାୟା  ଖେଳିଯାଇଛି |ଅନ୍ୟ ପକ୍ଷରେ କାର ଡ୍ରାଇଭର ଟି ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ପୋଲସରା ଅଭିମୁଖେ ପଳାଇଆସିଥିଲା | ବ୍ରାହ୍ମଣ  ସାହି ନିକଟରେ ଲୋକେ କାର ଟିକୁ ଅଟକାଇ ଥିଲେ |ପୋଲସରା ପୁଲିସ ସେଠାରେ ପହଂଚି କାର ସହ ଡ୍ରାଇଭର କୁ ଥାନାରେ ଅଟକ ରଖିଛି |ପୋଲସରା ଥାନାଧିକାରୀ କୌଶିକ ମାଝୀ  ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି |

News Comment

You Might Also Like

BACK TO TOP