Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ର ରୌପ୍ୟା ଜୟନ୍ତୀ ପାଳନ ଉପଲକ୍ଷେ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||

24-Apr-2025

ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ-ଓଡ଼ିଶାର ରୌପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ,ପ୍ରତିଭା ପୂଜା, ପ୍ରତିଭା ପ୍ରୋତ୍ସାହନ ଓ ସମ୍ବଦ୍ଧନା ଉତ୍ସବ-2025, ଅନୁଷ୍ଠିତ |

ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶାର ରୌପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ, ପ୍ରତିଭା ପୂଜା, ପ୍ରତିଭା ପ୍ରୋତ୍ସାହନ ଓ ସର୍ଜନା ଉତ୍ସବ `ବିଶ୍ବଦେବ ସମାଜ ଓ ଜୟଦେବ ସଂସ୍କୃତି ବିକାଶ ପରିଷଦର ମିଳିତ ଆନୁକୂଲ୍ୟ ରେ ସର୍ବପୁରାତନ ସ‌ହର ତଥା ସଂସ୍କୃତିର ପ୍ରାଣକେନ୍ଦ୍ର କଟକ ସ୍ଥିତ କଳାବିକାଶ କେନ୍ଦ୍ରଠାରେ ମହାସମାରୋହରେ ପାଳନ କରାଯାଇ ଅଛି । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଓଡ଼ିଶାରୁ ୯ଜଣଙ୍କୁ ଉତ୍କଳ ନବରତ୍ନ ସମ୍ମାନପ୍ରତିଭା , ପ୍ରତି ଜିଲ୍ଲାରୁ ୧ଜଣ କରି ୩୦ଜଣଙ୍କୁ ରାଜ୍ୟସ୍ତରୀୟ ଉପାଧି . ୨ଜଣ କରି ୬୦ଜଣଙ୍କୁ ଉତ୍କଳ ସନ୍ତାନ ସମ୍ମାନ, ୩ଜଣ କରି ୯୦ଜଣଙ୍କୁ ରାଜ୍ୟ ସ୍ତରୀୟ ସମ୍ମାନ, ୪ଜଣ କରି ୧୨୦ଜଣଙ୍କୁ ରାଜ୍ୟସ୍ତରୀୟ ସୀକୃତି ଏବଂ ୨୦ଜଣ କରି ୨୦୦ ଜଣ ଲୁକ୍କାୟିତ ବଣମଲ୍ଲୀମାନଙ୍କୁ ରାଜ୍ୟ ସ୍ତରୀୟ ସମ୍ବଦ୍ଧନା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହି ଥିଲା । ସମ୍ମାନିତ ପ୍ରତିଭା ମାନଙ୍କୁ ମାନପତ୍ର, ଉତ୍ତରୀୟ, ସର୍ଣ୍ଣାଭରଣ ପଦକ, ସମ୍ମାନ ମୁକୁଟ, ସମ୍ମାନ ପଟି, ସମ୍ମାନ ଗାଉନ, ଉପହାର ଥଳି, ସହିତ ଏକଲକ୍ଷ ଟଙ୍କାର ନାଗରିକ ସୁରକ୍ଷା ପଲିସି ବଣ୍ଡ ଇତ୍ୟାଦି ପ୍ରଦାନ କରାଯାଇ ସମ୍ମାନିତ କରାଗଲା । ସେମଧ୍ୟରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୁର ବ୍ଳକ ରାଇପୁର ପଞ୍ଚାୟତଗୋବିନ୍ଦ ପୁର ଗ୍ରାମର ତାରା ତାରିଣୀ ଙ୍କ ସେବାୟତ ତଥା ଜଣେ ଗୀତିକାର ଧ୍ରୁବ ଚରଣ ରଣା ଙ୍କୁ ନବରତ୍ନ ପୁରସ୍କାର ରେ ପୁରସ୍କୃତ କରା ଯାଇଥିଲା | ଓ ଅନୁଷ୍ଠାନ ତରଫରୁ ପ୍ରକାଶ ପାଉଥିବା ପ୍ରତିଭା ପରିଚୟ, ପ୍ରତିଭା ଦର୍ପଣ ଓ ପ୍ରତିଭା ସୌରଭ ପୁସ୍ତକ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ସରସ୍ୱତୀ କଳା ମନ୍ଦିର ବାଲେଶ୍ବର ତରଫରୁ ଓଡ଼ିଶୀନୃତ୍ୟ, ଉତ୍କଳ ପୁରୋହିତ ମହାସଂଘ ତରଫରୁ ପ୍ରତିଭା ପୂଜା ମଞ୍ଚରେ ବେଦପାଠ କରାଯାଇ ସମ୍ମାନିତ ପ୍ରତିଭାମାନଙ୍କୁ ପ୍ରତିଭା ପୂଜା କରାଯିବାର କାର୍ଯ୍ୟକ୍ରମ ରହିଥିଲା । ଉକ୍ତ ଉତ୍ସବରେ କାର୍ଯ୍ୟସୂଚୀ ଅନୁସାରେ ପର୍ଯ୍ୟାୟ କ୍ରମେ ମୁଖ୍ୟ ଅତିଥିମାନେ ଯୋଗଦାନ କରି ପ୍ରତିଭାମାନଙ୍କୁ ସମ୍ବନ୍ଧିତ କରିବା ପାଇଁ ସୟଦ ସୀକୃତି ପ୍ରଦାନ କରିଅଛନ୍ତି | 
ଏଥିରେ କଳାଭୂଷଣ ପ୍ରଶାନ୍ତ କୁମାର କର ସଭାପତି ସ୍କାର୍ଟ ଓଡ଼ିଶା,ସାହିତ୍ୟ ସାଉଥ ଯଜ୍ଞେଶ୍ଵର ପଣ୍ଡା ସଭାପତି ଜୟଦେବ ସଂସ୍କୃତି ବିକାଶ ପରିଷଦ (ଓଡ଼ିଶା ଶାଖା)
ନରେନ୍ଦ୍ର ନାଥ ଓଗା ସାଧାରଣ ସମ୍ପାଦକ ସ୍ମାର୍ଟ-ଓଡିଶା
ଗୁରୁଜ୍ଞାନ ଜ୍ୟୋତି ସାମୀ ଓକାରାନନ୍ଦ ସରସତୀ ଜାତୀୟ ସଭାପତି ବିଶ୍ବଦେବ ସମାଜ,ସଂସ୍କୃତି ସାରଥ ଅକ୍ଷୟ କୁମାର ଜେନା ସଭାପତି ବିଶ୍ବଦେବ ସମାଜ (ଓଡ଼ିଶା ଶାଖା) ର ଅତିଥି ମାନେ ଉପସ୍ଥିତ ଥିଲେ | ଏହି ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଉଦ୍‌ଘାଟନକରିଥିଲେ ମାନ୍ୟବର ନ୍ୟାୟ ମୂର୍ତ୍ତି        ଏ ଏସ ନାଇଡ଼ୁ,
ମାନ୍ୟବର ବିଚାରପତି, ଓଡ଼ିଶା ହାଇକୋର୍ଟ  ।
ମୁଖ୍ୟ ଅତିଥ୍ଭାଭାବେ 
ଶ୍ରୀମତୀ ସୁରମାପାଢ଼ୀ ମାନ୍ୟବର rବାଚସ୍ପତି, ଓଡ଼ିଶା,
ରବିନାରାୟଣ ନାଏକ
ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଳ ଓ ଗ୍ରାମ୍ୟଉର୍ନୟନବିଭାଗ, 
ସୋଫିଆ ଫିରଦୋସ     ସ୍ୱତନ୍ତ୍ର ଅତିଥି,ମାନ୍ୟବର  ବିଧାୟିକା, ବାରବାଟି କଟକ,
ସମ୍ନାନ୍ୱିତ ଅତିଥି ଶ୍ରୀତମଦାସ
ବିଶିଷ୍ଟ ଚଳଚ୍ଚିତ୍ର  ଅଭିନେତା ତଥା ଉପଦେଷ୍ଟା ସ୍ମାର୍ଟ ଓଡ଼ିଶା,
ଗୁରୂଜ୍ଞାନ ଜ୍ୟୋତି ସ୍ବାମୀ ଓଁକାରନନ୍ଦ ସରସ୍ୱତୀ
ଜାତୀୟ  ସଭାପତି, ବିଶ୍ଵଦେବ ସମାଜ, 
ସଂସ୍କୃତି  ସାରଥୀ  ଶ୍ରୀ ସନ୍ୟାସୀ ମୁଖ୍ୟ ସମ୍ପାଦକ ଦିବ୍ୟାଲୋକ ସନ୍ଧ୍ୟାନେ,
ଗୁରୁପ୍ପାନ ସାଗର ଅନନ୍ତ ଶ୍ରୀ କବିଭୂଷିତ ମହାମଣ୍ଡଳେଶ୍ବର,
ବ୍ରହ୍ମର୍ଷି ସ୍ବାମୀ ବିଦ୍ୟାନନ୍ଦ ସରସ୍ବତୀ ଜୀ ମହାରାଜ,
ଡ. ଚିଦାମ୍ଭିକା ଖଟୁଆ
ଉପଦେଷ୍ଟା, ସ୍କାର୍ଟ-ଓଡ଼ିଶା
କଳାଭୂଷଣ ପ୍ରଶାନ୍ତ କୁମାର କର,ସଭାପତିତ୍ବ କରିବେ
ସଭାପତି, ସ୍କାର୍ଟ-ଓଡ଼ିଶା
ମଞ୍ଚ ପରିଚାଳନା
ସଭାପତି, ଜୟଦେବ ସଂସ୍କୃତି ବିକାଶ ପରିଷଦ,
ସମ୍ମାନୀୟ ଅତିଥୁ ଭାବେ 
ଶ୍ରୀଯୁକ୍ତ ଭିକାରୀ ଚରଣ ରାଉତପ୍ରାକ୍ତନ ସ୍ବତନ୍ତ୍ର      ବିଚାରପତି-ସି.ଜି .ଆଇ,
ପର୍ଯ୍ୟାୟ କ୍ରମେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ  ଡ. ହରିହର କରସୁଧା ପଟ୍ଟନାୟକଉପଦେଷ୍ଟା, ସ୍କାର୍ଟ-ଓଡ଼ିଶାଶ୍ରୀଯୁକ୍ତ କାଶିନାଥ ପାଣିଗ୍ରାହୀ
ପ୍ରାକ୍ତନ ଜିଲ୍ଲା ଜଜ୍ ଉପସ୍ଥିତ ରହି କାର୍ଯ୍ୟସୂଚୀ ନୀତି ନିୟମ ପାଳନ କରିଥିଲେ |  ଏବଂ ପ୍ରତିଭା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ |

News Comment

You Might Also Like

BACK TO TOP