Breaking News

ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||     

ମହୁଲ ରେ ତେର ସାହି ତୈଳିକ ବୈଶ୍ୟ ସମାଜର 49 ତମ ବାର୍ଷିକ ଅଧିବେଶନ |

27-Apr-2025

ମହୁଲ ରେ ତେର ସାହି ତୈଳିକ ବୈଶ୍ୟ ସମାଜ ର ୪୯ ତମ ବାର୍ଷିକ ଅଧିବେଶନ,

ଓଡିଶା ଜନମତ, ଖୋର୍ଦ୍ଧା,ଗୋପାଳ କୃଷ୍ଣ ପ୍ରଧାନ, ତା -27/04/25:

ଖୋର୍ଦ୍ଧା ନିକଟବର୍ତ୍ତୀ ମହୁଲ ଗ୍ରାମ ର ଦୁର୍ଗା ମନ୍ଦିର ଠାରେ  ତେର ସାହି ତୈଳିକ ବୈଶ୍ୟ ସମାଜ ର ୪୯ ତମ ବାର୍ଷିକ ଅଧିବେଶନ ସଭାପତି ରତ୍ନାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ମହୁଲ,ମଧୁପୁର,ମାଜଣା,ପଳାଶପୁର ପେଣ୍ଠ ମହୁଲ ଦୁର୍ଗାମନ୍ଦିର ଠାରେ ଅନୁଷ୍ଠିତ ଏହି ଅଧିବେଶନ  ପୂର୍ବାହ୍ନରେ ସ୍ୱଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ମିଳିତ କାର୍ଯ୍ୟକାରୀ କମିଟି ବୈଠକ ବସିଥିଲା।ପରେ ନିଜ ନିଜ ଭିତରେ ଚୁଲି ଚାନ୍ଦା ଆଦାୟ,ଅଂଶଧନ ଆଦାୟ କରାଯାଇଥିଲା।ଅପରାହ୍ନ ରେ ବନ୍ଧୁମିଳନ ହୋଇଥିଲା ପରେ ଉପସ୍ଥିତ ସମସ୍ତ ମୁରବି  ଓ ନିମନ୍ତ୍ରିତ ଅତିଥି ମାନେ ନଗର ପରିକ୍ରମା କରିଥିଲେ। ରାତ୍ର ୭ ଘଣ୍ଟିକା ସମୟରେ  ଉପସଭାପତି ରାଜକିଶୋର ସାହୁ,କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ,ସହ ସମ୍ପାଦକ ଅଖିଳ କୁମାର ସାହୁ,ଅଡିଟର ଅଭୟ କୁମାର ସାହୁ,ଲକ୍ଷ୍ମୀଧର ସାହୁ,ଛୟାନବେ ସାହୁ ସଭାପତି ଉପେନ୍ଦ୍ର କୁମାର ସାହୁ,ସପ୍ତରାଜ୍ୟ ସଭାପତି ଶରତ ଚନ୍ଦ୍ର ସାମନ୍ତରାୟ,ନରସିଂହ ରାଜ୍ୟ ସଭାପତି ଶିଶିର କୁମାର ସାହୁ,ଶୀର୍ଷ ସମ୍ମିଳନୀ ସଭାପତି ବିଦ୍ୟାଧର ସାହୁ,ନିଖିଳ ଉତ୍କଳ  ର ବରିଷ୍ଠ ସଭ୍ୟ ନିଧି ସାହୁ,ସନ୍ତୋଷ କୁମାର ସାହୁ,ହଳଦିଆ ର ପୂର୍ବତନ ସରପଞ୍ଚ ଶୋଭନ କୁମାର ସାହୁ,ପ୍ରମୂଖ ଅତିଥି ରୂପେ  ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭା କାର୍ଯ୍ୟ ଉଦଘାଟନ କରିଥିଲେ।ଏହି ଅବସରେ ପ୍ରଥମେ ସ୍ୱ ଜାତିର ଦିବଂଗତ ଆତ୍ମା ଓ ଜାମୁ କାଶ୍ମୀର ର ପହଲଗାମ ରେ ଆତଙ୍କି ମାନଙ୍କ ଦ୍ୱାରା ନିହତ ବ୍ୟକ୍ତି ପାଇଁ ନିରବ ପାର୍ଥନା କରାଯାଇଥିଲା।ପରେ ସମ୍ପାଦକ ବାନାମ୍ବର ସାହୁ ନିଜର ବାର୍ଷିକ ଅଭିଭାଷଣ ଦେଇଥିଲେ।ଏହି ଅବସରେ ସ୍ୱଜାତିର ପିଲା ମାନଙ୍କୁ ଶିକ୍ଷା ବୃତ୍ତି ୧୨ ଜଣ ଓ ନାରୀ ଅସହାୟ ପାଣ୍ଠି ରେ ଦୁଇଟି ସିଲାଇ ମେସିନ,ଦୁଇଜଣ ଗରିବ ପିଲାଙ୍କୁ ସାଇକେଲ  ପ୍ରଦାନ ସହିତ ଗ୍ରାମୀଣ ମାନଙ୍କୁ ସଂମ୍ମାନୀତ କରାଯାଇଥିଲା।ସେହିପରି ଗ୍ରାମୀଣ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ,ଅଂଶଧନ କମିଟି ଗଠନ ଓ ଲଗାଣ ଉପରେ ଆଲୋଚନା କରାଯାଇଥିଲା।ତୈଳିକ ସମାଜର ମୁରବି , ଗ୍ରାମୀଣ,ଓ ସଭାପତି, ସମ୍ପାଦକ ମହୁଲ ପେଣ୍ଠର ସଭାପତି ବିହାରୀ ବନ୍ଧୁ ସାହୁ  ,ମଧୁପୁର ଦୁର୍ଯ୍ୟୋଧନ ସାହୁ,ମହୁଲ ପ୍ରଭାକର ସାହୁ,ମାଜଣା ବିରଞ୍ଚି ସାହୁ,ଗ୍ରାମର ସ୍ୱ ଜାତିର ପରିବାର ସହଯୋଗ ରେ ଅଧିବେଶନ ଶୃଙ୍ଖଳିତ ସରିଥିଲା।ଶେଷରେ ପିଲା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା |

News Comment

You Might Also Like

BACK TO TOP