Breaking News

ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||     

ତାରାତାରିଣୀ ମହାବିଦ୍ୟାଳୟ ରେ ଗ୍ରନ୍ଥାଗାରଙ୍କୁ ବିଦାୟ ସମ୍ବର୍ଦ୍ଧନା |

01-May-2025

*ତାରାତାରିଣୀ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା* 
ପୁରୁଷୋତ୍ତମପୁର ବ୍ଲକ ଅର୍ନ୍ତଗତ ତାରାତାରିଣୀ ମହାବିଦ୍ୟାଳୟର ସହକାରୀ ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ କପିଳେଶ୍ୱର ଦାସ ଚାକିରିରୁ ଅବସର ନେଇଛନ୍ତି । ଏହି ଅବସରରେ ଅଧ୍ୟକ୍ଷ ଡ଼କ୍ଟର ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ଡ଼ଃ. ରମେଶ ଚନ୍ଦ୍ର ସେନାପତି ସ୍ବାଗତ ଅଭିଭାଷଣ ଦେଇଥିଲେ ।  ଏହି ସଭାରେ ମାନପତ୍ର, ଉପଢୌକନ ପୂର୍ବକ ତାଙ୍କୁ ସମ୍ମାନୀତ କରାଯାଇଥିଲା । ତାଙ୍କର ମହାବିଦ୍ୟାଳୟ ପାଇଁ ବିଶେଷ ଅବଦାନ ଥିବାରୁ ତାଙ୍କ ସହ ଧର୍ମିଣୀ  ଶ୍ରୀମତୀ ମୋହିନୀ  ଦାଶ ଙ୍କୁ ମଧ୍ୟ ମଧ୍ୟ ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ନିମନ୍ତ୍ରଣ କରାଯାଇ ଥିଲା | କାରଣ ତାଙ୍କର ଘର ପ୍ରତି ସହଯୋଗ ଯୋଗୁଁ କପିଳ ଦାଶ ଅଧିକାଂଶ ସମୟ କଲେଜ କାମ ରେ ସମୟ ଦେଇପାରୁଥିଲେ | ତେଣୁ ଏଭଳି ଜଣେ  କର୍ତ୍ତବ୍ୟ ନିଷ୍ଟ, ଶାନ୍ତ ପ୍ରିୟ, ଦାଇତ୍ୱ ବାନ, ଏବଂ ସ୍ୱାମୀ ଅନୁଗାମିନୀ ମହିଳା ଙ୍କୁ ମଧ୍ୟ କଲେଜ ତରଫରୁ ସାଦର ନିମନ୍ତ୍ରଣ କରାଯାଇ ତାଙ୍କର ଘର ଦାଇତ୍ୱ କିପରି ନିଭାଉ ଥିଲେ ତାଙ୍କ ଠାରୁ ସମସ୍ତେ ଶିକ୍ଷା ଲାଭ କରିଥିଲେ | କପିଳ ଦାଶ ପ୍ରାୟତଃ 40 ବର୍ଷ ଧରି ଏହି ମହାବିଦ୍ୟାଳୟକୁ ସେବା ଯୋଗାଇ ଆସିଥିଲେ ।  ଯାହାକି ସମସ୍ତ ଷ୍ଟାଫ ଓ ପୂର୍ବତନ ଅଧକ୍ଷ ଡ଼ଃ ସିମାଞ୍ଚଳ ପଟନାୟକ ଓ ଏବର ଅଧକ୍ଷ ଡ଼ଃ ସୁରେନ୍ଦ୍ରନାଥ ପଣ୍ଡାସବୁ କାର୍ଯ୍ୟ ରେ ସହକର୍ମୀ ମାନଙ୍କୁ ତାଙ୍କ ପାଖକୁ ପଠାଉ ଥିଲେ |  ଷ୍ଟାଫ ଙ୍କ ଦରମା ପାଇଁ ପ୍ରସ୍ତୁତି ବିଲ  ହେଉ କିମ୍ବା କମ୍ପୁଟର କାମ ହେଉ ସବୁଥିରେ  ସେ ମାହିର ଥିଲେ | ଘର କଥା ଚିନ୍ତା ନକରି ସେ ସକାଳ ଆଠ ଘଣ୍ଟରୁ ରାତ୍ର ଆଠ ଘଣ୍ଟ ପର୍ଯ୍ୟନ୍ତ କଲେଜ ରେ ରହି ମହାବିଦ୍ୟାଳୟ ସହିତ ଷ୍ଟାଫ, ଛାତ୍ର, ଛାତ୍ରୀ ଙ୍କ  ଉର୍ନ୍ନତି ଉପରେ ଚିନ୍ତା କରୁଥିଲେ | ତେଣୁ ଭାଷଣ ମାଧ୍ୟମ ରେ ଅଧିକାଂଶ ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ଓ ଅଧ୍ୟାପିକା ତାଙ୍କୁ ମହାବିଦ୍ୟାଳୟ ର ବ୍ରହ୍ମା ବୋଲି ଅଭିହିତ କରିଥିଲେ | ତେଣୁ ତାଙ୍କ ଅବସର ପରେ  କଲେଜ ର ଅଧିକାଂଶ କାମ ହେବାରେ ଅସୁବିଧା ହେବ | ତେଣୁ ସମାୟାନୁକ୍ରମେ ଠିକ ହେବା ପର୍ଯ୍ୟନ୍ତ ତାଙ୍କୁ ବେସରକାରୀ ଭାବେ ମହାବିଦ୍ୟାଳୟ ରେ ଯେତେବେଳେ ସେ ଖାଲିରେ ରହୁଛନ୍ତି କଲେଜ କୁ ଆସି କିଛି ସହଯୋଗ କରନ୍ତୁ ବୋଲି ସମସ୍ତେ ଅନୁରୋଧ କରିଥିଲେ |  ଏହି ଅବସରରେ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର, ଡ଼ଃ. ଶ୍ରୀରାମ ମିଶ୍ର, ଡ଼ଃ ପ୍ରଦୀପ  କୁମାର ସାହୁ, ଡ଼କ୍ଟର ପ୍ରମୋଦ କୁମାର ଚୋୖଧୁରୀ ,  ଶ୍ରୀଯୁକ୍ତ ସମୀର ମିଶ୍ର , ସୁଶାନ୍ତ କୁମାର ସାହୁ, ଶ୍ରୀମତୀ ନମ୍ରତା ମିଶ୍ର, ଏନ୍ ମୋହନ ନାଇଡୁ, ନୀଳାଚଳ ଦାସ, ମୀନକେତନ ନାୟକ,‌ ଡ଼କ୍ଟର ସୁବ୍ରତ କୁମାର ଷଡଙ୍ଗୀ, ଦୀପକ କୁମାର ବେହେରା ଇତ୍ୟାଦି ସହକର୍ମୀ ତାଙ୍କର ସ୍ମୃତି ଚାରଣ କରିଥିଲେ । ଏତଦ୍ ବ୍ୟତୀତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏହି ସଭା କାର୍ଯ୍ୟରେ ସକ୍ରୀୟ ଅଂଶ ଗ୍ରହଣ କରି ସଭାକାର୍ଯ୍ୟଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ସୁଧୀର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

News Comment

You Might Also Like

BACK TO TOP