Breaking News

ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||     

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ |

30-Apr-2025

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ,

ଓଡିଶାଜନମତ,ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ,ତା --30/04/25:
ସରକାରୀ ଉଚ୍ଚ ବିଦ୍ୟାଳୟ, ଗୋଳବାଇ ପରିସର ମଧ୍ୟରେ ବରିଷ୍ଠ ଶିକ୍ଷୟତ୍ରି ସୁପ୍ରଭା ବିଶ୍ଵାଳ ଙ୍କ ଅବସର କାଳୀନ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ପରିଚାଳନା କମିଟି ର ଚେୟାରମେନ ସନ୍ତୋଷ କୁମାର ମଙ୍ଗରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ବର୍ଧନା ଉତ୍ସବରେ ପୂର୍ବତନ ପ୍ରଧାନ ଶିକ୍ଷକ ଗୋଲଖ ବିହାରୀ ସାହୁ ଓ ଭାସ୍କର ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ର ରାଜ୍ୟ ଉପସଭାପତି ଅଗାଧୁ ସେଠି ତାଙ୍କ ଭାଷଣରେ କହିଥିଲେ ଯେ ଚାକିରି ଜୀବନ ଆରମ୍ଭ ହେଇଛି ମାନେ ଅବସର ନିଶ୍ଚିତ ଭାବରେ ଅଛି ତେଣୁ ଚାକିରୀ ଜୀବନ କାଳରେ ନିଜର ବୃତ୍ତିକୁ ନିଷ୍ଠା ର ସହିତ କାର୍ଯ୍ୟ କରୁଥିଲେ ଅବସର ଜୀବନ କୁ ଠାକୁର ନିଶ୍ଚିତ ଭାବରେ ସୁଖରେ ରଖିବେ। ବର୍ତ୍ତମାନ ର ପ୍ରଧାନ ଶିକ୍ଷୟତ୍ରୀ ସ୍ଵସ୍ତିକା ପାଳ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆମେ ତାଙ୍କ ଠାରୁ କିଛି ଶିଖିବା ଦରକାର, ସମୟାନୁବର୍ତିତା, ଧୈଯ୍ୟ, ସହନଶୀଳତା,ପିଲାମାନଙ୍କୁ ଭଲ ପାଇବା , ସରକାରଙ୍କ ବିଭିନ୍ନ କାର୍ଯ୍ୟ କୁ ସୂଚାରୁ ରୁପେ ସମ୍ପାଦିତ କରିବା।ପରିଚାଳନା କମିଟି ର ଚେୟାରମେନ ମଙ୍ଗରାଜ ବାବୁ କହିଥିଲେ ଯେ ସରକାର ଙ୍କ ନିୟମ ଅନୁଯାୟୀ 60 ବର୍ଷ ବୟସରେ ଅବସର ନେବା କିନ୍ତୁ ଭଲ କାମକୁ ଆମେ ବ୍ୟକ୍ତିଗତ ସ୍ତରରେ ଆମେ କାର୍ଯ୍ଯ ରେ ଲଗାଇଲେ ତାହା ସାର୍ଥକ ହେବ। ସ୍ଵପ୍ନେଶ୍ୱର୍ ସାର୍ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆମେ ବହୁତ କିଛି ତାଙ୍କ ଠାରୁ ଶିଖିଚେ ତାକୁ ଆମେ ବିଦ୍ୟାଳୟ ରେ କାର୍ଯ୍ୟରେ ଲଗାଇଲେ ନିଶ୍ଚିତ ଆମେ ତାଙ୍କୁ ମନେ ପକେଇ ବା।ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦାୟୀ ଶିକ୍ଷୟତ୍ରୀ ଙ୍କର ଗୁଣ ଗାନ କରିବା ସହିତ ତାଙ୍କର ଭଲ ଗୁଣ ସବୁ ଆମ ଦୈନନ୍ଦିନ ଜୀବନରେ ଓ ବିଦ୍ୟାଳୟ ରେ ବିନିଯୋଗ କଲେ ଆମେ ତାଙ୍କୁ ମନେ ପକେଇପରିବା ବୋଲି କହିଥିଲେ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଲକ୍ଷ୍ମୀକାନ୍ତ ମହାପାତ୍ର କବିତା ମାଧ୍ୟମରେ ମାନପତ୍ର ପ୍ରଦାନ କରିଥିଲେ ଯାହାକି ସମସ୍ତଙ୍କ ମନକୁ ଛୁଇଁ ଥିଲା। ପରିଶେଷରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ , କର୍ମଚାରୀ ଙ୍କ ଉପସ୍ଥିତିରେ ସଭା ଟି ସଫଳ ହୋଇଥିଲା ଓ ପ୍ରଧାନ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

News Comment

You Might Also Like

BACK TO TOP