Breaking News

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||      ଖଲ୍ଲିକୋଟ ରେ ବିଜେପି ର 47 ତମ ସ୍ଥାପନ ଦିବସ ପାଳିତ |    (06-Apr-2026)       ||      ଖୋର୍ଦ୍ଧା ବ୍ଳକ ପକ୍ଷରୁ ଜରିପୁଟ ହନୁମାନ ମନ୍ଦିର ପରିସରରେ ଓଡ଼ିଆ ପକ୍ଷ ପାଳନ , ସ୍ୱଛତା ଅଭିଯାନ |    (06-Apr-2026)       ||      ଖୋର୍ଦ୍ଧା ରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଷଷ୍ଟ ଦିନରେ ସ୍ୱଛତା ଅଭିଯାନ |    (06-Apr-2026)       ||      ଖୋର୍ଦ୍ଧା ରେ ବିଜେପିର 47 ତମ ସ୍ଥାପନା ଦିବସ ପାଳିତ ||   (06-Apr-2026)       ||      ପୋଲସରା ଠାରେ ବିଜେପିର 47ତମ ପ୍ରତିଷ୍ଠା ଦିବସ ରେ ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ |    (06-Apr-2026)       ||      ବୋମା ବିସ୍ପୋରଣ ରେ ଦୁଇ ନାବାଳକ ଗୁରୁତର |    (06-Apr-2026)       ||      ତାରା ତାରିଣୀ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ଙ୍କ 2ୟ ମୁଖ୍ୟ ସଚିବ ଶଶୀ କାନ୍ତ ଦାଶ |    (05-Apr-2026)       ||      ବାଇକ ଦୁର୍ଘଟଣା ରେ ତଳେ ପଡ଼ିଥିବା ମହିଳା ଙ୍କ ଉପରେ ମାଡିଗଲା ଟ୍ରକ |    (05-Apr-2026)       ||      ଘୁମୁସର ର ସ୍ୱର ର 160 ତମ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ |    (05-Apr-2026)       ||      ପିଏମ ଶ୍ରୀ ଅନଶ୍ଲୋ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଖଡ଼ି ଛୁଆଁ ପ୍ରବେଶ ଉତ୍ସବ ଅନୁଷ୍ଠିତ |   (05-Apr-2026)       ||      ବାଲିଗୁଡା ଠାରେ ତେରଦଣ୍ଡ ମିଳନ ରେ କଳା ରୁଦ୍ରମଣୀ ଙ୍କୁ ଭଜ ହେ ଧ୍ଵନିରେ କମ୍ପିଲା ସମଗ୍ର ଅଞ୍ଚଳ |    (05-Apr-2026)       ||      ବାଘଛାଲ ବିକ୍ରି ଅଭିଯୋଗ ରେ ଜଣେ ବ୍ୟକ୍ତି ଙ୍କୁ ଗିରଫ କଲା ବନ ବିଭାଗ | |    (05-Apr-2026)       ||      ଅବକାରୀଗୋଇନ୍ଦା ବିଭାଗ ର ଚଢ଼ାଉ ବିପୁଳ ପରିମାଣ ର ଗଞ୍ଜେଇ ସହ ଏକ କାର ଜବତ |    (05-Apr-2026)       ||      କୋଦଳା ଥାନା ସାତନଳ ଛକରେ ଅଜଣା ଗାଡିଧକ୍କା ରେ ବାପା ମୃତ ପୁଅ ଗୁରୁତର ଏମ କେ ସିଜି ରେ ଭର୍ତ୍ତି |    (05-Apr-2026)       ||     

ଦାରିଙ୍ଗବାଡି ରେ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଧେଶିକା ମୋନିକା ପ୍ରିୟ ଦର୍ଶିନୀ ||

07-Jul-2025

ଦାରିଙ୍ଗବାଡିରେ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ:ଷ୍ଟ୍ରବେରୀ-ହଳଦୀ-କଫି ପ୍ରକ୍ରିୟାକରଣ ହେବ

ଓଡିଶା ଜନମତ, ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ତା, ୦୭/୦୭:

 କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା ଆଇଏଏସ୍‌ ମୋନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ି ଗସ୍ତରେ ଆସିଥିଲେ। ସେ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ପହଞ୍ଚିବା ପରେ ବିଡିଓ ପ୍ରୀତିରଞ୍ଜନ ରଥ ତାଙ୍କୁ ସ୍ବାଗତ କରିଥିଲେ। ପରେ ପରେ ଦାରିଙ୍ଗବାଡ଼ିର କଫି ବଗିଚା ଓ ସେଠାରେ ଥିବା କଫି କାଫେ ସମେତ ହିଲଭିୟୁ ପାର୍କ, ଦଣ୍ଡିମାଠାରେ ଥିବା ମିଶନଶକ୍ତି ମହିଳାଙ୍କ ହଳଦୀ ପ୍ରକ୍ରିୟା କରଣ କେନ୍ଦ୍ର ଓ ସୁଲୁମାହାଠାରେ ରହିଥିବା ମିଶନଶକ୍ତିର ହଳଦୀ ପ୍ରକ୍ରିୟାକରଣ କେନ୍ଦ୍ର ଆଦି ବୁଲି ଦେଖିଥିଲେ।
ପ୍ରକାଶ ଯେ, ମିଶନ ଶକ୍ତିର ମହିଳାମାନେ ଉକ୍ତ ବ୍ଲକର ଏକାଧିକ ସ୍ଥାନରେ ଷ୍ଟ୍ରବେରୀ ଚାଷ କରୁଛନ୍ତି ଏହା କମ୍‌ ସମୟ ମଧ୍ୟରେ ଚାଷ ଓ ଅମଳ ହେଉଥିବା ବେଳେ ମହିଳାଙ୍କୁ ଲାଭବାନ କରାଉଛି, କିନ୍ତୁ ପ୍ରକ୍ରିୟାକରଣ ବ୍ୟବସ୍ଥା ହୋଇଥିଲେ ଷ୍ଟ୍ରବେରୀ ବର୍ଷ ସାରା ରୋଜଗାର ଦେଇପାରିବ ସ୍କ୍ବାସ୍‌ ଏବଂ ଜାମ୍‌ ପ୍ରସ୍ତୁତ କରିବା ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରେ ପ୍ରକ୍ରିୟାକରଣ ପାଇଁ ବ୍ୟବସ୍ଥା କରାଗଲେ ଆହୁରି ଅଧିକ ଲାଭବାନ ସହ ଷ୍ଟ୍ରବେରୀ ଚାଷ ଆହୁରି ଅଧିକା ଚାଷୀ କରିପାରିବେ ବୋଲି ନିର୍ଦ୍ଦେଶିକା କହିବା ସହ ଏହାକୁ ସେ ପଦକ୍ଷେପ ନେବେ ବୋଲି ବିଡିଓଙ୍କୁ କହିଥିଲେ। ସେହିପରି ବିଶ୍ୱବିଖ୍ୟାତ କନ୍ଧମାଳ ହଳଦୀର ପ୍ରକ୍ରିୟାକରଣ ସହ ଜିଆଇ ଟ୍ୟାଗ୍‌ ଲେବଲ୍‌, ବ୍ରାଣ୍ଡିଂ ଲେବଲ୍‌ରେ ବିକ୍ରିବଟା ଓ ପ୍ରକ୍ରିୟାକରଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସେହିପରି ଜୈବିକ ପଦ୍ଧତିରେ ଚାଷ କରାଯାଇଉଥିବା ତଥା ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ଏବେ ଟିଡିସିସି ତୋଳିବା ସହ ତାକୁ କୋରାପୁଟକୁ ପ୍ରକ୍ରିୟା କରଣ ପାଇଁ ପଠାଯାଇ କୋରାପୁଟ ବ୍ରାଣ୍ଡିଂରେ ବିକ୍ରି କରାଯାଉଛି। ତେଣୁ ଦାରିଙ୍ଗବାଡ଼ିରେ କଫିର ପ୍ରକ୍ରିୟାକରଣ କରାଯିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ। ଏଥିସହ କଫି ଚାଷକୁ ଆହୁରି ଅଧିକ ଜମିରେ ଚାଷ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ମିଶନ ଶକ୍ତିର ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ିରେ ଥିବା ମିଶନଶକ୍ତିର କାଫେରେ ଭୋଜନ କରିଥିଲେ ଓ ମହିଳା ସଦସ୍ୟଙ୍କ ସହ ଆଲୋଚନା କରି ଫେରିଥିଲେ।

News Comment

You Might Also Like

BACK TO TOP