Breaking News

ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||     

ଆସନ୍ତା କାଲି ଦୀପାବଳୀ ମାତିଦୀପ ତିଆରିଏବଂ ବିକ୍ରି କରିବାରେ ବ୍ୟସ୍ତ କୁମ୍ଭକାର ପରିବାର |

19-Oct-2025

ଦୀପ ପ୍ରସ୍ତୁତିରେ କୁମ୍ଭକାର,କାଲିକିଦେବ ଦୀପାବଳି ଉତ୍ସବ,

      ଓଡିଶା ଜନ ମତ ବ୍ୟୁରୋ,

 ରାତି ପାହିଲେ ଆଲୋକ ର ପର୍ବ ଦୀପାବଳି | ଦୀପ ଦେବତା ଙ୍କ ପାଖେ ଜାଳି ନିଜର ଏବଂ ପରିବାର ସହିତ ଜଗତର ମଙ୍ଗଳ ପାଈଁ ଦେବୀ ଏବଂ ଦେବ ସ୍ଥଳୀରେ ଦୀପ ଲଗାଯାଉଛି | ଏଥିପାଇଁ ଏକ ମାସ ପୂର୍ବରୁ ବିଭନ୍ନ ଜିଲ୍ଲା ଓ ବ୍ଲକରେ ଦୀପ ତିଆରି ପାଈଁ ଲାଗି ପଡ଼ିଥାନ୍ତି କୁମ୍ଭକାର ପରିବାର ମାନେ | ମାଟି ଆଣିବା ଠାରୁ ଦୀପ ତିଆରି କରି ତାକୁ ନିଆଁରେ ପୋଡି, ସଫାକରି ବଜାର ରେ ବିକ୍ରି କରିବା ପାଈଁ ସମସ୍ତେ ତତ୍ପର ଥାଆନ୍ତି | ଦୀପାବଳି ଅମାବାସ୍ୟା ପାଇଁ ମାଟି ଦୀପ ଜଳିବା ବିଧୂ ରହିଛି । ମାଟିଦୀପ ପ୍ରସ୍ତୁତି କୁମ୍ଭକାର ମାନେ କରିଥାନ୍ତି ।  କୁମ୍ଭକାର ମାନେ ଏକ ମାସ ପୂର୍ବରୁ ହଜାର ହଜାର ଦୀପ ପ୍ରସ୍ତୁତି କରିଛନ୍ତି । ଦୀପ ଆଖୁକୁ ସତେଜ କରିବା ସହ ପରିବେଶକୁ ଦୂଷିତ କରେନାହିଁ ।ଚିକିଟା ମାଟି ବାଲି ମିଶ୍ରଣ କରାଯାଇ ମାଟିକୁ ଭଲଭାବେ ଚକଟା ଯାଇ ଗୁଳା କରାଯାଏ । ପରେ ଛୋଟ ଛୋଟ ଗୁଳା କରି ହାତରେ କଞ୍ଚା ଦୀପ ପ୍ରସ୍ତୁତି
କରାଯାଇଥାଏ । ତାକୁ ଛାଇ ଓ ପବନରେ କିଛିଦିନ ଶୁଖାଯାଏ । ଦୀପ ଶୁଖୁଗଲା ପରେ ଭାଟିରେ ସାଇଜ କରି ରଖାଯାଏ । ଉପରେ ଓ ତଳେ ଝୋଟିକାଠ ଜଳାଇ ପୋଡାଯାଏ । ଥଣ୍ଡା ହେବା ପରେ ଦୀପକୁ କଢାଯାଇଥାଏ ଏହାପରେ ବିକ୍ରି କରିବା ପାଇଁ ବ୍ଯବସାୟି ମାନେ ଭାଟିରୁ କିଣିନେଇଥାନ୍ତି । ବିଶେଷକରି ଦୀପ ପ୍ରସ୍ତୁତିରେ କୁମ୍ଭକାର ଘରର ମହିଳା ମାନେ ମୁଖ୍ୟତଃ ଏହି କାର୍ଯ୍ୟ କରିଥାନ୍ତି । ଆଧୁନିକ ଯୁଗରେ ଫ୍ୟାନିସ ଦୀପ, ଚାଇନା ଦୀପ, ଇଲେକ୍ଟ୍ରି ଦୀପ ବ୍ୟବହାର ବୃଦ୍ଧି ଯୋଗୁ ମାଟିଦୀପ ର ଚାହିଦା କ ମି ବାରେ ଲାଗିଛି । କିନ୍ତୁ ଠାକୁରଙ୍କ ପାଖରେ ମାଟି ଦୀପ ଜଳିବା ବିଧାନ ରହିଛି ।ଏବଂ ତାହା ଏବେବି କାର୍ଯ୍ୟକାରୀ ହେଉଛି | ସରକାର ଏହି କୁମ୍ଭକାର ପରିବାର କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେଲେ କୁମ୍ଭକାର ଙ୍କ କାରିଗରୀ କାର୍ଯ୍ୟ ସରଳ ଓ ସହଜ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି |

News Comment

You Might Also Like

BACK TO TOP