Breaking News

ପୋଲସରା ବାଲିଘାଇ ରେ ବଡ଼ ଭାଇର ବାହାଘର ପ୍ରୋସେସନ ରେ ସାନଭାଇକି କିଛି ବଚଷା କୁନେଇ ସଙ୍ଘବଦ୍ଧ ଆକ୍ରମଣ ରେ ମୃତ୍ୟୁ ପରେ ରାସ୍ତା ରୋକ |    (26-Apr-2026)       ||      କାରକୁ ବଞ୍ଚେଇବାକୁ ଯାଇ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 40ରୁ ଉର୍ଦ୍ଧ ଯାତ୍ରୀ |   (26-Apr-2026)       ||      ପର୍ଯ୍ୟଟନ ସଚିବ ଙ୍କ ଜଉଗଡ଼ ଓ ତାରା ତାରିଣୀ ମନ୍ଦିର ଦର୍ଶନ |    (25-Apr-2026)       ||      ରୁଣ ଭାର ଯୋଗୁଁ ବେକରେ ରଶି ଲଗାଇ ବୃଦ୍ଧ ଦମ୍ପତି ଙ୍କ ଆତ୍ମ ହତ୍ୟା |   (25-Apr-2026)       ||      ନୂତନ ଗୁରୁଣ୍ଠି ରେ ମଙ୍ଗଳା ମାଆଙ୍କ ନୂତନ ମଦିର ଓ ବିଗ୍ରହ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଶେଷ |    (25-Apr-2026)       ||      ପ୍ରଥମ ଥର କରି ବାଲିଗୁଡା ବନ ଖଣ୍ଡ ରୁ ରଥ ତିଆରି ପାଈଁ ପୁରୀ କାଠ ଗଲା |    (25-Apr-2026)       ||      ବିଜ୍ଞାନ ମହା ବିଦ୍ୟାଳୟ ରେ ପାଳିତ ହେଲା ବିଶ୍ୱ ମେଲେରିଆ ଦିବସ |    (25-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ |    (25-Apr-2026)       ||      ପୋଲସରା ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ |    (24-Apr-2026)       ||      ପୁରୁଷୋତ୍ତମପୁର ବ୍ଲକରେ ପାଳନ ହେଲା ଜାତୀୟ ପଞ୍ଚାୟତ ରାଜ ଦିବସ    (24-Apr-2026)       ||      ପୁଞ୍ଜି କଁୟା ଛକଠା ରେ ଟଙ୍କା ଵ୍ୟଗ ଲୁଟିନେଲେ ଲୁଟେରା ||   (24-Apr-2026)       ||      ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||     

ଖଲ୍ଲିକୋଟ ମର୍ଦ ରାଜ ଉଚ୍ଚ ବିଦ୍ୟାଳୟ ଠାରେ ଦୁଇଦିନିଆ ଉଲ୍ଲାସ ପ୍ରଶକ୍ଷିଣ କର୍ମଶାଳା ଅନୁଷ୍ଠିତ ||

26-Sep-2025

ଖଲ୍ଲିକୋଟ: ଦୁଇ ଦିନିଆ ଉଲ୍ଲାସ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ପକ୍ଷରୁ ଖଲ୍ଲିକୋଟ ସ୍ଥିତ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ଠାରେ ଗତ ତା ୨୫/୦୯/୨୫ ରିଖରେ ଉଭୟ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନେଇ "ଉଲ୍ଲାସ" ପ୍ରଶିକ୍ଷଣ କର୍ମଶାଳା ଶୁଭୋଦ୍ଘାଟିତ ହୋଇ ଆଜି ଅର୍ଥାତ୍ ତା ୨୬/୦୯/୨୫ ରିଖରେ ଉଦଯାପିତ ହୋଇଯାଇଛି । ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନାରାୟଣ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିବା ସମୟରେ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶିବାରାଣୀ ମଲ୍ଲିକା, ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୋମତି ପ୍ରଧାନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶିକ୍ଷାର୍ଥୀଙ୍କୁ ବୁଝାଇଥିଲେ ।
କର୍ମଶାଳାରେ ସମ୍ବଳ ଶିକ୍ଷକ ଭାବେ ସି ଆର୍ ସି ସି ପ୍ରଶାନ୍ତ କୁମାର ସେଠୀ, ପ୍ରଜ୍ଞା କୁମାର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପରିଡ଼ା ପ୍ରମୁଖ ଦୁଇଦିନିଆ କର୍ମଶାଳାରେ ଚାରିଗୋଟି ବ୍ୟାଚରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଉକ୍ତ କର୍ମଶାଳାରେ ବ୍ଲକର ଷୋଳ ଗୋଟି କ୍ଲଷ୍ଟର ଅଧୀନସ୍ଥ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମୁଦାୟ ୧୮୭ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସର୍ବେକ୍ଷକ ରୂପେ ଯୋଗଦାନ କରିଥିବା ବେଳେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମର ଲକ୍ଷ୍ୟ ଆଭିମୁଖ୍ୟ, ସାକ୍ଷରତା ସମ୍ବନ୍ଧୀୟ ଉପାଦେୟ ତଥ୍ୟ, ଗାଁ ଗହଳିରେ ଥିବା ୧୫ ବର୍ଷରୁ ୪୮ ବର୍ଷ ମଧ୍ୟରେ ବ୍ୟକ୍ତି ସବିଶେଷଙ୍କୁ ସ୍ବେଚ୍ଛାସେବୀ ଶିକ୍ଷକଙ୍କ ଦ୍ୱାରା ଚିହ୍ନଟ କରି ଉଲ୍ଲାସ ଆପ୍ ମାଧ୍ୟମରେ ସ୍ୱାକ୍ଷର କରିବା ଲାଗି ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଠିକ୍ କାର୍ଯ୍ୟକାରିତା ପ୍ରତି ସର୍ବେକ୍ଷକ, ସ୍ୱେଚ୍ଛାସେବୀ ଶିକ୍ଷକ ଯତ୍ନବାନ ହେଲେ ଏଥିରୁ ସୁଫଳ ଉପଲବ୍ଧ ହେବ ବୋଲି କର୍ମଶାଳାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନାରାୟଣ ସେଠୀ ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠିତ କର୍ମଶାଳାରେ ଷୋଳ ଗୋଟି କ୍ଲଷ୍ଟରର ସି ଆର ସି ସି ଉପସ୍ଥିତ ରହି ସହଯୋଗ କରିଥିଲେ ।

News Comment

You Might Also Like

BACK TO TOP