Breaking News

ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||     

ଯଦି ହୁଏ ଅଯୋଧ୍ୟା କିଛି ସମୟ ପରେ ଦୀପ ପ୍ରଜ୍ବଳନ ପାଈଁ ଗିନିଜ ବୁକ ଅଫ ରେକଡ଼ ରେ ସ୍ଥାନ ପାଇବ |

20-Oct-2025

ଗିନିଜବୁକ ଅଫ ରେକଡ଼ ରେ ଦୀପ ପ୍ରଜ୍ବଳନ ପାଈଁ ସ୍ଥାନ ପାଇବ ଅଯୋଧ୍ୟା  |

( ଦୀପାବଳୀ ପାଈଁ ଅଯୋଧ୍ୟାରେ ପ୍ରଜ୍ବଳିତ ହେଲା ୨୬ ଲକ୍ଷ ଦୀପ,

ଓଡିଶା ଜନ ମତ ବ୍ୟୁରୋ,

ଆଜି ଆଲୋକ ର ପର୍ବ ଦୀପାବଳୀ, ପଲ୍ଲୀ ଠୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର |  ସମସ୍ତେ ଅନ୍ଧାରକୁ ଦୁଇକରି  ଦେବ ଓ ପିତୃ ଲୋକଙ୍କ ନିମନ୍ତେ ଦୀପ ପ୍ରଜ୍ବଳନ କରି ତାଙ୍କରି ଆଶୀର୍ବାଦ ପାଇଥାନ୍ତି | ତେବେ ପ୍ରଭୁ ପୁରୁଷୋତ୍ତମ ଙ୍କ ଜନ୍ମ ସ୍ଥାନ  ଅଯୋଧ୍ୟା ରେ ମଧ୍ୟ ପ୍ରଭୁଙ୍କ ଶ୍ରୀଚରଣ ତଳେ  ଅଯୋଧ୍ୟା ବାସୀ  ଏକ ସିଦ୍ଧାନ୍ତ ନେଇ ଆଜି ପ୍ରୟାସ ଆରମ୍ଭ କରିଛନ୍ତି  ସମସ୍ତ ଜନସାଧାରଣ, ନେତା ଠାରୁ ମୁଖ୍ୟମନ୍ତ୍ରୀ ଅଯୋଧ୍ୟା ସହର ରେ 26 ଲକ୍ଷରୁ ଅଧିକ ଦୀପ ପ୍ରଜ୍ବଳିତ କରି ଗି ନି ଜ୍ ବୁକ ଅଫ ରେକଡ଼ ରେ ସ୍ଥାନ ପାଇଛନ୍ତି | ସେଥିପାଇଁରେକର୍ଡଉପରେ ଅଯୋଧ୍ୟାର ନଜର ରହିଛି । ଆଜି ପ୍ରଜ୍ଵଳିତ ହେବ ୨୬ଲକ୍ଷରୁ ଅଧିକ ଦୀପ।
ଆଜିଠାରୁ ଅଯୋଧ୍ୟାରେ ଦୀପୋତ୍ସବ ପାଳନ ହେବାକୁ ଯାଉଛି। ଏହି ସ୍ଵତନ୍ତ୍ର ଦିନକୁ  ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ୟୁପି ସରକାର ସ୍ଵୀକାର କରିଛନ୍ତି । ଚଳିତ ବର୍ଷ ୨୬ ଲକ୍ଷରୁ ଅଧିକ ଦୀପ ସହିତ ଦୀପୋତ୍ସବ ପାଳନ ହୋଇଛି।ଏଭଳି କରି ଗିନି ଜ୍ ବୁକ୍‌ ରେ ନାମ ଲେଖାଇବା ପାଇଁ ୟୁପି ସରକାର ପ୍ରସ୍ତୁତ ହେଉଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ଆଜି ଦୀପ ’ରାମ କି ପୈଦି’ ଠାରୁ ଆରମ୍ଭ ହୋଇ ଏହା ୫୬ଟି ଘାଟକୁ ଆଲୋକିତ  କରିବ, ସରୋଜୁ ନଦୀର ଯାହା ଉପସ୍ଥିତ ଲୋକଙ୍କ ପାଇଁ ଏକ ଦିବ୍ୟ ଦୃଶ୍ୟ ହେବ। ଏହା କେବଳ ଆଖିକୁ ଚମକାଇବ ନାହିଁ ବରଂ ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ ହୃଦୟକୁ ମଧ୍ୟ ପରିପୂର୍ଣ୍ଣ କରିବ। ଏହି ଦୀପଗୁଡ଼ିକର ଆଲୋକ ବିଶ୍ଵ ମଞ୍ଚରେ ଅଯୋଧ୍ୟାର ଆଧ୍ୟାତ୍ମିକ ଏବଂସାଂସ୍କୃତିକ ମହିମାକୁ ଉଜ୍ଜ୍ବଳ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଆୟୋଜିତ ଦୀପୋତ୍ସବ ବିଶ୍ଵାସ, ଏକତା ଏବଂ ଭକ୍ତିର ପ୍ରତୀକ ଅଟେ । ଏହି ଉତ୍ସବ ଆଧ୍ୟାତ୍ମିକତା ଏବଂ ପର୍ଯ୍ୟଟନର କେନ୍ଦ୍ର ଭାବ ରେ ଅଯୋଧ୍ୟାର ପରିଚୟକୁ ବିଶ୍ଵ ସ୍ତରରେ ସୁଦୃଢ଼ କରିଛି। ବିଶ୍ଵବିଦ୍ୟାଳୟ ଏବଂ କଲେଜରସ୍ୱେଚ୍ଛାସେବକ ମାନେ ୨୬ଲକ୍ଷରୁ ଅଧିକ ଦୀପ ଜାଳି ପୂର୍ବ ବର୍ଷର ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ୧୦,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ସାମିଲ ହୋଉଛନ୍ତି | । ଏଥିପାଇଁ ଦୀପ ଏବଂ ତେଲ ଯୋଗାଡ଼ କରାଯାଇଥିବା ବେଳେ ଏବେ ସନ୍ଧ୍ୟାରେ ଦୀପ ପ୍ରଜ୍ବଳିତ କାର୍ଯ୍ୟ ଚାଲୁ ରହିଛି । ଦୀପ ଯେଉଁ ଢାଞ୍ଚାରେ ରଖାଯାଇଛି ତାହା ଆଧାରରେ ଦୀପ ଗଣନା କରାଯାଇଛି । ତେବେ ପ୍ରଭୁ ରାମ ଲୀଳାଙ୍କ ଆଶୀର୍ବାଦ ରହିଲେ  ଦୀପ ପ୍ରଜ୍ବଳନ କାର୍ଯ୍ୟକର୍ମ  ରେ ଅଯୋଧ୍ୟା ଏକ ମାଇଲ ଖୁଣ୍ଟ ରୂପେ ପରିଗଣିତ ହେବ  |

News Comment

You Might Also Like

BACK TO TOP