Breaking News

ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||     

ପାକିସ୍ତାନ ଉଚ୍ଚତମ ନ୍ୟାୟାଳୟ ରେ ବିସ୍ପୋରଣ ଘଟି 12 ଆହାତ ||

05-Nov-2025

ପାକିସ୍ତାନ ସୁପ୍ରିମ କୋର୍ଟ କୋଠାରେ ଘଟିଛିବିସ୍ପୋରଣ  12 ଜଣ ଆହାତ,

      ଓଡିଶା ଜନ ମତ ବ୍ୟୁରୋ,

ନ୍ୟାୟ ପାଳିକା ବିସ୍ପୋରଣ ଘଟଣା ବିଶ୍ୱରେ ଦୁଇଟି ସ୍ଥାନରେ ଘଟିଥିଲାବେଳେ, ଏବେ ତୃତୀୟ ଥର ଘଟିଛି ପାକିସ୍ତାନ ସୁପ୍ରିମ କୋର୍ଟ ରେ | ଏହା ପୂର୍ବରୁ ପ୍ରଥମ ଥର କରି 2013 ଜୁନ 11ତାରିଖରେ ଆଫଗାନିସ୍ତାନ ର କାବୁଲ ରେ ସୂଈସାଇଡ ବମ ବ୍ଲାଷ୍ଟ ହୋଇ ଥିଲା ବେଳେ, 2ୟ ବମ ବ୍ଲାଷ୍ଟ 13 ନଭେମ୍ବର 2024 ର ବ୍ରାଜିଲ ର ବ୍ରାସିଲିଆ ର ସୁପ୍ରିମ କୋର୍ଟ ରେ, ଏବଂ 3ୟ ବମ ବ୍ଲାଷ୍ଟ ଘଟଣା ଘଟିଛି 04 ନଭେମ୍ବର 2025 ପାକିସ୍ତାନ ର ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ ଘଟି  12 ଜଣବ୍ୟକ୍ତି ଆହାତ ହୋଇଥିବାର ଜଣା ପଡିଛି | ଆଜି ପାକିସ୍ତାନରେ ଥିବା ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ ଘଟି ୧୨ ଜଣ ଆହତ ହୋଇଥିବା ବେଳେ ଏହାକୁ ନେଇ ପ୍ରଥମେ କୁହ ଯାଇଥିଲା ଯେ, ସୁପ୍ରିମକୋର୍ଟ ର ବେସମେଣ୍ଟରେ ଅବସ୍ଥିତ କ୍ୟାଣ୍ଟିନରେ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା । ହେଲେ ପରେ ସ୍ଥାନୀୟ ଗଣମାଧ୍ଯମ ରିପୋର୍ଟ କରିଥିଲା ଯେ, ଏୟାର କଣ୍ଡିସନର ସିଷ୍ଟମର ମରାମତି ସମୟରେବିସ୍ଫୋରଣଘଟିଥିଲା । ପାକିସ୍ତାନୀ ଟିଭି ଚ୍ୟାନେଲ ସମା ଟିଭି ଅନୁଯାୟୀ, କୋଠାର ସେଣ୍ଟ୍ରାଲ ଏୟାର କଣ୍ଠିସନିଂ ସିଷ୍ଟମର ମରାମତି ସମୟରେ ବିସ୍ଫୋରଣ ଘଟିଥିଲା । ହଠାତ୍ ବିସ୍ଫୋରଣ ହେବା ଫଳରେସୁପ୍ରିମକୋର୍ଟ କୋଠାରେ ଆତଙ୍କ ସୃଷ୍ଟି ହୋଇଥିଲା । ବିସ୍ଫୋରଣର କମ୍ପନ ଯୋଗୁଁ ସମଗ୍ର କୋଠା ଥରି ଉଠିଥିଲା। ଏହା ପରେ ଓକିଲ, ବିଚାରପତି, କର୍ମ ଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଭୟଭୀତ ହୋଇ କୋଠା ବାହାରକୁ ଦୌଡ଼ି ବାକୁଲାଗିଥିଲେ । ବିସ୍ଫୋରଣ ଯୋଗୁଁ କୋର୍ଟ ନମ୍ବର ୬ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା । ବିସ୍ଫୋରଣ ପୂର୍ବରୁ ଜଷ୍ଟିସ୍ ଅଲି ବାକର ନଜଫି ଏବଂ ଜଷ୍ଟିସ୍ ଶାହଜାଦ ମାଲିକ ସେଠାରେ ଏକ ମାମଲାର ଶୁଣାଣି କରୁଥିଲେ। କୁହାଯାଉଛି ଯେ, ଆହତଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ଏସି ପ୍ଲାଣ୍ଟ ନିକଟରେ ମରାମତି କାର୍ଯ୍ୟରେ ନିୟୋଜିତ ଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଏବେ ଗୁରୁତର ଥିବା କୁହାଯାଉଛି ।

News Comment

You Might Also Like

BACK TO TOP