Breaking News

ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||     

କଳମ୍ବ ରେ ଦିବ୍ୟ ଦର୍ଶନ ସଙ୍ଘର 38 ତମ ସର୍ବ ଭାରତୀୟ ଶ୍ରୀଦିବସୀୟଦିବ୍ୟ ସମ୍ମିଳନୀ ଅନୁଷ୍ଠିତ |

31-Dec-2025

କଳମ୍ବରେ ଦିବ୍ୟଦର୍ଶନ ସଂଘର ୩୮ ତମ ସର୍ବଭାରତୀୟ ଶ୍ରୀ ଦିବସୀୟ ଦିବ୍ୟ ସମ୍ମିଳନୀ।
ଓଡ଼ିଶା ଜନମତ ପୋଲସରା ସନ୍ତୋଷ କୁମାର ପଣ୍ଡା 
  ତା.୩୨/୧୨/୨୦୨୫:

- ପୋଲସରା ବ୍ଲକ୍ କଳମ୍ବ ଗ୍ରାମ ସ୍ଥିତ ଜୟଦୂର୍ଗା ପ୍ରେକ୍ଷାଳୟ ଠାରେ ଦିବ୍ୟଦର୍ଶନ ସଂଘର ୩୮ ତମ ସର୍ବଭାରତୀୟ ଦିବ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଦିବ୍ୟଦର୍ଶନ ସଂଘ କଳମ୍ବ ଶାଖା ପକ୍ଷରୁ ଚଳିତ ଡ଼ିସେମ୍ବର ୨୭ ତାରିଖ ଶନିବାର ଠାରୁ ୨୯ ତାରିଖ ସୋମବାର ପର୍ଯ୍ୟନ୍ତ ଆୟୋଜିତ ତ୍ରି ଦିବସୀୟ ଆଧ୍ୟାତ୍ମିକ ସମ୍ମିଳନଟିକୁ ସଭାପତି ରବୀନ୍ଦ୍ରନାଥ ମହାନ୍ତି ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମ ପ୍ରତିଦିନ ପ୍ରାତଃ ୭ ଘଣ୍ଟା ସମୟ ଠାରୁ ଆରମ୍ଭ ହୋଇ ରାତ୍ର ୯ ଘଣ୍ଟା ସମୟ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟ ମଧ୍ୟରେ ଅତିଥିମାନଙ୍କ ଆଗମନ,ସଭାପତିଙ୍କ ଅଭିଭାଷଣ,କେନ୍ଦ୍ରୀୟ କମିଟି ବୈଠକ,ଆସନ ଓ ପ୍ରାଣାୟମ ପ୍ରଶିକ୍ଷଣ ଓ‌‌ ଧ୍ୟାନ  ପ୍ରଶିକ୍ଷଣ,ନଗର  ସଂକୀର୍ତ୍ତନ ଇତ୍ୟାଦି କରାଯାଇଥିଲା। ଏହି ଅବସରରେ ସଂଘର କେଶବ ସେଠୀ,ସୁନାରାମ ମାଝୀ,ଟି.ନିରଞ୍ଜନ ଆଚାରୀ,ପ୍ରଭାକର ପ୍ରଧାନ, ରମେଶ ଚନ୍ଦ୍ର ଛୁଆଳସି°,ବିଶ୍ବନାଥ ପ୍ରଧାନଙ୍କ ସମେତ ସଭାପତି ମହାନ୍ତି ପ୍ରମୁଖ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ସଂଘ ମାଧ୍ୟମରେ ବେଦବେଦାନ୍ତର ସାରତତ୍ତ୍ଵକୁ ଅର୍ଥାତ୍ ସନାତନ ଧର୍ମକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଠା ଜାରି ରହିବାସହ ଦୁଃଖରୁ ଉଦ୍ଧାର ପାଇବାକୁ ହେଲେ ଆତ୍ମଜ୍ଞାନ ଶିକ୍ଷା କରିବା ସହିତ ଦୈବୀ ଗୁଣକୁ ଧାରଣ ଓ ପାଳନ କରିବା ଦ୍ଵାରା ମଣିଷ କିପରି ନିଜର ଜୀବନ କାଳ ମଧ୍ୟରେ ବଞ୍ଚିରହିବ, ସୁଖଶାନ୍ତି ପାଇବା ଶେଷରେ ନିଜ ସ୍ୱରୂପକୁ ଲାଭ କରିବ ଏହି ସବୁ କୌଶଳକୁ ଦିବ୍ୟଦର୍ଶନ ଶିକ୍ଷା ଦେଉଛି। ଏଥିସହ ଧର୍ମର ଦ୍ଵାହିଦେଇ ପ୍ରସାରିତ କରାଯାଉଥିବା ଅକର୍ମ, ଅନ୍ଧବିଶ୍ବାସ, କୁସଂସ୍କାର, ସାମ୍ପ୍ରଦାୟିକ ଦ୍ୱନ୍ଦ ଓ ଯୁଦ୍ଧ ବିଭସିକାଳୁ ଦୂରକରି ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କିପରି ହେବ ଏଥିପ୍ରତି ଲକ୍ଷ୍ୟ ରଖି ସଂଘ କାର୍ଯ୍ୟ କରି ଚାଲିଛି ବୋଲି କହିଥିଲେ। ଏହି ଜ୍ଞାନବର୍ଦ୍ଧକ ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଭାବେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ,ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷା ତଦାଶା ତପସ୍ଵିନୀ ପଟ୍ଟନାୟକ, ପୂର୍ବତନ ଆସ୍କା ସା°ସଦ କୁମୁଦିନୀ ପଟ୍ଟନାୟକ ଓ ନିରଞ୍ଜନ ପ୍ରଧାନ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଦୀପକ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଅନୁଷ୍ଠିତ କାର୍ଯ୍ୟକ୍ରମ ଦ୍ଵାରା ସମାଜର ଅଶେଷ ମଙ୍ଗଳ ସାଧିତ ହେବାସହ ସୁସ୍ଥ ପରିବେଶ ଏବଂ ଶାନ୍ତି ସ୍ଥାପନ ହେବାରେ ସାହାର୍ଯ୍ୟ କରିବ ବୋଲି ମତ ପ୍ରକାଶ କରିଥିଲେ। ଏଥିସହିତ ଆୟୋଜକ ସଂଘର ସମସ୍ତ ଗୁନିଜ୍ଞାନି ବ୍ୟକ୍ତିବୃନ୍ଦଙ୍କ ସମେତ ସମଗ୍ର କଳମ୍ବ ଗ୍ରାମବାସୀଙ୍କ ଏଭଳି କଲ୍ୟାଣକାରି କାର୍ଯ୍ୟକ୍ରମକୁ ନେଇ ଭୂରି ଭୂରି ପ୍ରଶ°ସା କରିଥିଲେ। ଏହି ସେବା ଏବଂ ମାର୍ଗଦର୍ଶନ କାର୍ଯ୍ୟକ୍ରମରେ ସମ୍ମିଳନୀର ଆୟୋଜକ କଳମ୍ବ ଶାଖାର ସଭାପତି କାଳୁଚରଣ ପ୍ରଧାନ,ସମ୍ପାଦକ ପର୍ଶୁରାମ ପ୍ରଧାନ, କୋଷାଧ୍ୟକ୍ଷ ଗଣପତି ପ୍ରଧାନ,ଅଧ୍ୟାପକ ମନୋଜ କୁମାର ସାହୁ,ସୁରେନ୍ଦ୍ରନାଥ ପ୍ରଧାନ,ନିକୁଞ୍ଜ ସାହୁ, ଘନଶ୍ୟାମ ସାହୁ, ସୁଚିତ୍ର ପ୍ରଧାନ,ସତ୍ୟନାରାୟଣ ପ୍ରଧାନ,ପ୍ରସାଦ କୁମାର ସାହୁଙ୍କ ସମେତ ଗ୍ରାମର ସ୍ବେଚ୍ଛାସେବୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

News Comment

You Might Also Like

BACK TO TOP