Breaking News

ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||     

ଗୁଞ୍ଜନ ସାହିତ୍ୟ ସଂସଦ ର 5ମ ରାଜ୍ୟ ସ୍ତରୀୟ ସମବର୍ତ୍ତନ ଉତ୍ସବ 2026 ଅନୁଷ୍ଠିତ ||

25-Jan-2026

ଗୁଞ୍ଜନ ସାହିତ୍ୟ ସଂସଦର ୫ମ ରାଜ୍ୟସ୍ତରୀୟ 
  ସମାବର୍ତ୍ତନ ଉତ୍ସବ-୨୦୨୬,

ଓଡ଼ିଆ ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା 
ପୋଲସରା  ତା ୨୫-୦୧-୨୦୨୬ ;
ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ସ୍ଥିତ ଅଗ୍ରଣୀ ସାହିତ୍ୟ ସଂସଦ ଗୁଞ୍ଜନ ସାହିତ୍ୟ ସଂସଦର ୫ ମ ରାଜ୍ୟସ୍ତରୀୟ ସମାବର୍ତ୍ତନ ଉତ୍ସବ -୨୦୨୬ ମହା ସମାରୋହରେ  ଅନୁଷ୍ଠିତ ହୋଇଯାଇଛି । ଉକ୍ତ 
ଉତ୍ସବରେ ବିଶିଷ୍ଟ ଆଦିବାସୀ ଗବେଷକ 
 ଡକ୍ଟର ରାଜେନ୍ଦ୍ର ପାଢ଼ୀ ମୁଖ୍ୟଅତିଥି, ପ୍ରଫେସର ଡକ୍ଟର 
ଅଜୟ କୁମାର ପଟ୍ଟନାୟକ ମୁଖ୍ୟବକ୍ତା, ବିଶିଷ୍ଟ ସାହିତ୍ୟିକ ତଥା ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର ପ୍ରସାଦ ବେହେରା 
ଏବଂ ବିଶିଷ୍ଟ ଲୋକସାହିତ୍ୟ ଗବେଷକ ଡକ୍ଟର ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବକୁ ସାହିତ୍ୟିକ ତଥା ଅନୁଷ୍ଠାନର 
ସଭାପତି ଡକ୍ଟର ଦେବଦତ୍ତ ଚୌଧୁରୀପୌରିହିତ୍ୟ କରିଥିଲା ବେଳେ ସମ୍ପାଦକ ଶ୍ରୀଯୁକ୍ତ ଯଜ୍ଞଦତ୍ତ ସାମନ୍ତରାୟ 
ସଂଯୋଜନା କରିଥିଲେ ।  ମୁଖ୍ୟଅତିଥିଙ୍କ ଦ୍ୱାରା ଦୀପ 
ପ୍ରଜ୍ବଳନ ପୂର୍ବକ ଉତ୍ସବର ଆନୁଷ୍ଠାନିକ ଉଦଘାଟନ ପରେ 
ବନ୍ଦେ ଉତ୍କଳ ଜନନୀ ଗାନକରାଯାଇଥିଲା । ତତ୍ପରେ
ଦିବଂଗତ ସାହିତ୍ୟିକ °✓ ଶ୍ରୀ ବିପିନ ବିହାରୀ ଶତପଥୀ,
°✓ ଶ୍ରୀ ସୁବାସ ଚନ୍ଦ୍ରମିଶ୍ରଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ 
ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଥମ ଅଧିବେଶନରେ
ଅତିଥି ପରିଚୟ, ବାର୍ଷିକବିବରଣୀ ପଠନ, ଅନୁଷ୍ଠାନର
ମୁଖପତ୍ର ପୁସ୍ତକ  "  ଅନୁରୋଧର ଗୁଞ୍ଜନ " , କବି 
ଶ୍ରୀବିଷ୍ଣୁ ଚରଣ ପଟ୍ଟନାୟକଙ୍କ  "ହେବାରେ ଆମେ 
ଜଗତଜିତା"  ଓ  " ଆମ ପରିବେଶ"  ସହ ଶିଶୁ ସାହିତ୍ୟିକ 
ଯଜ୍ଞଦତ୍ତ ସାମନ୍ତରାୟଙ୍କ " ସବୁଗପ ସବୁସତ " , "ଧାଇଁ 
ତରଗଡ ଧେଇକି",   "ଗୋଟିଏ ଦିନର ରାଜା",
"କୁନି କୁନି କବିତା", ଓ " କୁହୁକ ମାଠିଆ"
 ମୁଖ୍ୟଅତିଥି ଙ୍କ ଦ୍ଵାରା ପାଠକାର୍ପଣ କରାଯାଇଥିଲା । 
ଏହି ଅବସରରେ ବାଞ୍ଛାନିଧି ଚୌଧୁରୀ ସାହିତ୍ୟ ସମ୍ମାନ ଡକ୍ଟର ଅଜୟ କୁମାର ପଟ୍ଟନାକ( ଭୁବନେଶ୍ୱର) ,  ଭଗବାନ ସ୍ମୃତି ସମ୍ମାନ  ଡକ୍ଟର ଅଶୋକ କୁମାର ତ୍ରିପାଠୀ (ବ୍ରହ୍ମପୁର) , ମାନସ ଲକ୍ଷ୍ମୀ ପଟ୍ଟନାୟକ ସ୍ମୃତି ସମ୍ମାନ ଶ୍ରୀବିଚିତ୍ରାନନ୍ଦ  ପଣ୍ଡା ( କୋରାପୁଟ) , ଲିଙ୍ଗରାଜ ମହାପାତ୍ର ସ୍ମୃତି ସମ୍ମାନ    ହଂସନାଥ ମୁଦୁଲି (କଟକ) , ବାସୁଦେବ ଚୌଧୁରୀ ଶିଶୁ  ସାହିତ୍ୟ ସମ୍ମାନ ରଘୁନନ୍ଦନ ମହାପାତ୍ର ( ଭୁବନେଶ୍ୱର),  ସୁବାସ ପାତ୍ର ଯୁବ ପ୍ରତିଭା ସମ୍ମାନ ସୁନିତା ପ୍ରଧାନ   (ଲକ୍ଷ୍ମୀପୁର, କୋରାପୁଟ) , ଭାଗୀରଥି ପାଢ଼ୀ କଳା  ସମ୍ମାନ ଗୋକୁଳାନନ୍ଦ ପ୍ରଧାନ (ଗଞ୍ଜାମ)  ପ୍ରମୁଖ ସାରସ୍ଵତ ପ୍ରତିଭାଧାରୀଙ୍କୁ ଉତ୍ତରୀୟ , ଫଳକ ସହିତ  ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ  ଏକ ମନୋଜ୍ଞ କବିତା ପାଠୋତ୍ସବ ହୋଇଥିଲା। ଏଥିରେ ସଭାମୁଖ୍ୟ 
ରାମନାଥ ମାଝୀ ଏବଂ ମୁଖ୍ୟ ଅତିଥି ମିହିର ଶତପଥୀ
ଯୋଗଦେଇଥିଲେ । ଦେବାଶିଷ ସ୍ୱାଇଁ ଓ ଦିବ୍ୟାନୀ 
ମାର୍ଥାଙ୍କ ମିଳିତ  ସଂଯୋଜନାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି ଓ କବୟତ୍ରୀ ଯୋଗଦେଇ ସ୍ଵରଚିତ କବିତା ପାଠକରିଥିଲେ । କାର୍ଯ୍ୟକ୍ରମରେ କବି ନିଳାଦ୍ରୀ ମହାପାତ୍ର,  ରାମେଶ୍ବର ସାହୁ ଓ ସୁଶାନ୍ତ କୁମାର ଲେଙ୍କା ପ୍ରଭୃତି ସଦସ୍ୟ ଗଣ ସହଯୋଗ କରିଥିଲେ।ପ୍ରଥମ ଅଧିବେଶନର ଶେଷରେଅନୁଷ୍ଠାନର ସହ ସମ୍ପାଦକ ବିଷ୍ଣୁ ଚରଣ ପଟ୍ଟନାୟକ ଧନ୍ୟବାଦ ଦେଇଥିବା ବେଳେ   ଅନୁଷ୍ଠାନର ସମ୍ପାଦକ ଯଜ୍ଞଦତ୍ତ ସାମନ୍ତରାୟ ପରିଶେଶରେ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ  କୃତଜ୍ଞତା ଜ୍ଞାପନ କରିଥିଲେ ।

News Comment

You Might Also Like

BACK TO TOP