Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ମାଘ ଶୁକ୍ଳ ସପ୍ତମୀ ରେଗୁପ୍ତେଶ୍ୱର ମହାଦେବ ଙ୍କ ପୀଠରେ ହର,ହର ଭେଟ ଯାତ୍ରା ||

25-Jan-2026

ଗୁପ୍ତେଶ୍ଵର ମହାଦେବଙ୍କ ପୀଠ ରେ ମାଘ ଶୁକ୍ଲ ଶପ୍ତମୀ ରେ ହରି, ହର ଭେଟଯାତ୍ରା।।     

 ଓଡିଶ ଜନ ମତ, ଖଲ୍ଲିକୋଟ,,ବିକାଶ କୁମାର ସାହୁ,

ତା --୨୫-୧-୨୦୨୬ 

ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିଲିକା ମଧ୍ୟରେ ଥିବା ଗୁପ୍ତେଶ୍ଵର ମହାଦେବ ଙ୍କ ପୀଠରେ ପ୍ରତିବର୍ଷ ପରି ମାଘ ଶୁକ୍ଲ ଶପ୍ତମୀ (ତିଳ ସପ୍ତମୀ) ସକଳେସ୍ୱର ମହାଦେବ ଏବଂ ଗୁପ୍ତେଶ୍ଵର ମହାଦେବଙ୍କ ମଧ୍ୟରେ ହର ହର ଭେଟଯାତ୍ରା ଧୁମଧାମରେ ରବିବାର ଦିନ ପାଳିତ ହୋଇଛି।ଶ୍ରୀକୃଷ୍ଣ ଶରଣ ପୁର ଶ୍ୟାସନ ରେ ଥିବା ସକଳେସ୍ୱର ମହାଦେବଙ୍କ ପୀଠରେ ଦେଵନୀତି ପ୍ରକାରେ ପୂଜାର୍ଚ୍ଚନା ପରେ  ବୃଷଭ ବାହାନ ରେ ସଜ୍ଜିତ ହୋଇ ସକଳେସ୍ୱର ମହାଦେବଙ୍କ ବିଜେ ପ୍ରତିମା ଚନ୍ଦ୍ରଶେଖର ଏବଂ ଦୁର୍ଗା ଦେବୀ ବିରାଜମାନ କରି  ଢୋଲ ,ଖୋଳ କୀର୍ତ୍ତନ ,ଶଙ୍ଖ ଆଦିବାଦ୍ୟରେ ଶୋଭାଯାତ୍ରା ବାହାରି ଥିଲା।ପରେ ଚିଲିକା ମଧ୍ୟରେ ଥିବା ଗୁପ୍ତେଶ୍ଵର ଙ୍କ ବେଢାରେ ଦୁଇ ମହାଦେବଙ୍କ ଭେଟଯାତ୍ରା ହୋଇଥିଲା । ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ସ୍ୱତନ୍ତ୍ର ଯାତ୍ରାଙ୍ଗି ପୂଜା କରାଯାଇଛି। ପରେ ଠାକୁର।   ନୈ।କାରେ ବସି ତେନ୍ତୁଳିଆପଡା ଗ୍ରାମରେ ଥିବା ଗାଦିଶ୍ୱର ମନ୍ଦିର  ଠାରେ ଭୋଗରାଗ ପୂଜା ହୋଇଥିଲା ପରେ ଶ୍ରୀକୃଷ୍ଣ ଶରଣ ପୁର ଶ୍ୟାସନ ରେ ଥିବା ମନ୍ଦିର କୁ ଶୋଭା ଯାତ୍ରା ରେ ଫେରି ଥିଲେ।ଏହିଯାତ୍ରାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଙ୍କ ଭିଡ଼ ସନ୍ଧ୍ୟା ଯାଏଁ ଲାଗିରହିଥିଲା ଏହାକୁ ଶ୍ରୀକୃଷ୍ଣ ଶରଣ ପୁର ସରପଞ୍ଚ ରୁବିଲତ। ସାହୁ ଏବଂ କେଶପୁର ସରପଞ୍ଚ ବିଚିତ୍ର ଜାଲ୍ଲୀ ଏବଂ ଏହି ଭେଟଯାତ୍ରା ର ସଭାପତି ଲକ୍ଷ୍ମଣ ରଥ,କୀର୍ତ୍ତନ ପଲେଇ ଉପସଭାପତି ରାମ ଜାଲ୍ଲୀ ପୂର୍ବ ତନ ସମ୍ପାଦକ ଦୟାନିଧି ମହାରଣା ଏବଂ ପୂଜକ ଦେବରାଜ ପଣ୍ଡା,କୈଳାସ ପଣ୍ଡା ଏବଂ ଉଭୟ ପଂଚାୟତ ର ଏହି କମିଟି ସଭ୍ୟ ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ।ଶାନ୍ତିଶୃଙ୍ଖଳା ପାଈଁ ଖଲ୍ଲିକୋଟ ପୋଲିସ ଉପସ୍ଥିତ ରହି ତଦାରଖ କରୁଥିଲେ।

News Comment

You Might Also Like

BACK TO TOP