Breaking News

ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||      ଭାରତ ରେ ଅଛି ଅଜବ ଗାଁ ଯେଉଁଠି ମହିଳା ମାନେ ପାଞ୍ଚଦିନ ଲୁଗା ପନ୍ଧନ୍ତି ନାହିଁ ||   (06-Aug-2026)       ||      କବିସୂର୍ଯ୍ୟ ନଗର ର ପୂର୍ବତନ ବିଧୟିକା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ |    (06-Aug-2026)       ||      ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ପ୍ରତିବାଦ ସଭା |   (06-Aug-2026)       ||      ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |    (06-Aug-2026)       ||     

ହଜି ଯାଇଥିବା 3 ବର୍ଷର ଝିଅକୁ 24ଘଣ୍ଟାରେ ଉଦ୍ଧାର କଲା ତୁମୁଡିବନ୍ଧ ପୋଲିସ |

01-Feb-2026

ନିଜ ଘର ବାରଣ୍ଡାରୁ ଅପହରଣ ହୋଇଥିବା 3ବର୍ଷ ର ଝିଅକୁ  24 ଘଣ୍ଟା ମଧ୍ୟରେ ଉଦ୍ଧାର କଲା ତୁମୁଡିବନ୍ଧ ପୋଲିସ |

        ଓଡିଶା ଜନ ମତ ବ୍ୟୁରୋ,

ପୋଲିସ ହେଵତ ଏମିତି, ଏହିଭଳି ଏକମହତ ଉଦ୍ୟମ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସମସ୍ତେ |ନିଖୋଜ ସାଢେ ତିନି ବର୍ଷ ର ଝିଅ କୁ ଚବିଶି ଘଣ୍ଟା ମଧ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରି ବାରେ ସକ୍ଷମ ହୋଇଛି  ତୁମୁଡିବନ୍ଧ ପୋଲିସ। ତୁମୁଡିବନ୍ଧ  ଥାନାରେ ଶିଶୁ କନ୍ୟା ନିଖୋଜ ନେଇ ଅଭିଯୋଗ ଆସିବା ସାଙ୍ଗେ ସାଙ୍ଗେ ହିଁ ଘଟଣା ର ଛାନଭିନ ଆରମ୍ଭକରିଥିଲେ ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ। କନ୍ଧମାଳ ଜିଲ୍ଲା ତୁମୁଡି ବନ୍ଧ ଥାନା ମାଦାଗୁଡା ପଂଚାୟତ ର ଝରି ଘାଟ ଗାଁ ମାଣ୍ଡିଆପଦର ଅଂଚଳ ର ଜଣେ ଶିଶୁ । କନ୍ୟା ନିଖୋଜ ହୋଇଥିବା ନେଇଥାନା ରେ ଅଭିଯୋଗ ହୋଇଥିଲା |  ମାଣ୍ଡିଆ ପଦର ଗାଁର ସୁନୀଲ ବଡ଼ମାଝିଙ୍କ ସାଢେ ତିନି ବର୍ଷ ର ଝିଅ ସ୍ଵପ୍ନା ଘର ଅଗଣା ରେ ଖେଳୁଥିବା ବେଳେ କେହି ଅପହରଣ କରି ନେଇଥିବା ପରିବାର ଲୋକ ସନ୍ଦେହ କରିଥିଲେ। ଜଙ୍ଗଲ କୁ ସୁନୀଲ ଓ ତାଙ୍କ ସ୍ତ୍ରୀ ଯାଇଥିବା ସମୟରେ ଏପରି ଅଘଟଣ ଘଟିଥ‌ିବା ଅଭିଯୋଗ ହୋଇଥିଲା। ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେଙ୍କ ସମେତ ତୁମୁଡିବନ୍ଧ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ଓ  କ. ନୂଆଗାଁ ଥାନା ଅଧିକାରୀ ଆଶୁତୋଷ ଜେନା ଘଟଣା –
ସ୍ଥଳରେ ପହଂଚି ଶିଶୁ କନ୍ୟା କୁ ଉଦ୍ଧାର  ପାଇଁ ତଦନ୍ତ ଜାରୀ ରଖୁଥିଲେ। ଘଟଣା ର ଛାନଭିନ୍ ବେଳେ ପଡୋଶୀ ଖଣ୍ଡିଆଗୁଡା ଗାଁରୁ ଜଣେ ବ୍ୟକ୍ତିଙ୍କ ଘରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଶିଶୁ କନ୍ୟା କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। ତେବେ ବାପା ମା’ଙ୍କ ପାଖକୁ ଯାଉଥିବା ସମୟରେ ବାଟ ଭୁଲି ଯାଇଥିବା ବେଳେ ଜଣେ ବ୍ୟକ୍ତି ଶିଶୁ କନ୍ୟାକୁ ସୁରକ୍ଷିତ ଭାବେ ପାଖରେ ରଖୁଥ‌ିବା ସ୍ପଷ୍ଟ କରିଛି ପୋଲିସ । ତେବେ ନିଖୋଜ ସାଢେ ତିନି ବର୍ଷ ର ଶିଶୁକୁ ଫେରି ପାଇ ପୋଲିସ କୁ କୃତଜ୍ଞତା ଜଣାଇଛନ୍ତି ପରିବାର ଓ ଅଂଚଳବାସୀ |

News Comment

You Might Also Like

BACK TO TOP