Breaking News

ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||     

ଟ୍ରକ ଧକ୍କାରେ ସେନାଗାଡ଼ିର 20ଆହାତ, ଚମ୍ପୁଆ ମେଡିକାଲ ରେ ଭର୍ତ୍ତି |

01-Feb-2026

ପଛରୁ ଧକ୍କା ଦେଲା ଟ୍ରକ, 
ଦୁର୍ଘଟଣା ହେଲା ଯବାନ ଙ୍କ ଗାଡି,

ଓଡିଶା ଜନ ମତ ବ୍ୟୁରୋ,

ଚମ୍ପୁଆ ଥାନା ଅଧୀନସ୍ତ  ରିମୁଳି ରାଜାମୁଣ୍ଡା ଜାତୀୟ ରାଜପଥର ନାରଦପୁର ଠାରେ ଓ ଆଇଏସ୍ଏଫ, ଯବାନଙ୍କୁ ନେଇ କେନ୍ଦୁଝର ଯାଉଥିବା ଗାଡି ଆଜି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଉକ୍ତ ଗାଡିରେ ଥିବା ୨୭ ଜଣ ଯଦାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଯଦାନ  ଆହାତ ହୋଇଥିବା ଜଣାଯାଇଛି । ସୂଚନା  ଅନୁସାରେ ଓଏମସି ନୂଆଲି ଅଂଚଳରୁ ଓଡି-୧୩ ଏନ୍- ୦୦୫୪ ସୋହନପୁଅମା ନାମକ ଏକ ଷ୍ଟାର ବସରେ ପ୍ରାୟ ୨୭ଜଣ ଯବାନ କେନ୍ଦୁଝର ଅଂଚଳକୁ ଟ୍ରେନିଂ
ପାଇଁ ଯାଉଥିବା ବେଳେ ନାରଦପୁର ନିକଟରେ ଏକ ଟ୍ରକ ତାଙ୍କୁ ପଛ ଆଡ଼ୁ ଧକ୍କା ଦେଇଥିଲା । ଫଳରେ ଉକ୍ତ ଯବାନ ଥିବା ଗାଡିଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରକ ସହ ଧକା ହୋଇଥିଲା । ଆଗରେ ଯାଉଥିବା ଟ୍ରକ ନଂ ଜେଏଡ୍ ୧୦ ସିପି ୨୭୩୦ ସହ ବାଡେଇ ହେବାରୁ ଗାଡି ଭିତରେ ଥିବା ଯବାନ ମାନେ ଆହାତ ହୋଇଥିଲେ । ଖବର ପାଇ ଚମ୍ପୁଆ ଥାନା ଅଧିକାରୀ ସୈରୁ ପରଂଜନ ନାଏକ ସଦଳବଳେ ଘଟଣା ସ୍ଥଳରେ ପହଁଚି ଯବାନ ମାନଙ୍କୁଉଦ୍ଧାର କରିବା ସ‌ହିତ ବାସୁଦେବପୁର ଓ ଚମ୍ପୁଆ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ । ଏହା ସହିତ ଯାନବାହାନ ଚଳାଚଳକୁ ଆଖ୍ ଆଗ ରେ ରଖି ତୁରନ୍ତ କ୍ରେନ ଯୋଗେ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତଚିତ କରାଯାଇଥିଲା । ଦୁର୍ଘଟଣା ଘଟିବା ପରେ ସେଠାରେ ।ସାମାନ୍ୟ ଉତେଜନା ପ୍ରକାଶ ପାଇଥିବା ବେଳେ ପୋଲିସର  ବୁଝାସୁଝା ପରେ ଉତେଜନା ହ୍ରାସ ପାଇଥିଲା । ଏ ନେଇ ଚମ୍ପୁଆ ପେଲିସ କେସ ନ ନମ୍ବର ୩/ ୨୬ ଗୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

News Comment

You Might Also Like

BACK TO TOP