Breaking News

ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||     

ବରୁଆଁ ରେ ଗୁଳିକାଣ୍ଡ ରେ ଯୁବକଙ୍କ ଆଖି ନଷ୍ଟ ||

01-Feb-2026

ଭୁବନ ଥାନା ବାରୁଆଁରେ ଗୁଳିକାଣ୍ଡରେ ଯୁବକଙ୍କ ଆଖି ନଷ୍ଟ,

      ଓଡିଶା ଜନ ମତ ବ୍ୟୁରୋ,

ଘରପାଈଁ କିଛି ଜିନିଷ ଆଣିବାକୁ ଟଙ୍କା ଦିଆଯାଇଥିଲା ବେଳେ ଜିନିଷ ନଦେବାରୁ ଟଙ୍କା ଫେରସ୍ତ ମାଗିବାରୁ ଟଙ୍କା ନେଇଥିବା ବ୍ୟକ୍ତି କ୍ରୋଧ ରେ ଉତକ୍ଷିପ୍ତ ହୋଇ ଟଙ୍କା ଦେଇଥିବା ଲୋକକୁ ଗୁଳି ମାରି ଦିଏ | ଏପରି ଏକ ଚିତ୍ର ସାମ୍ନାକୁ ଆସିଛି ଭୁବନ ଥାନା ଅନ୍ତଗତ ବାରୁଆଁ ରେ |  ଗତ କାଲି  ସନ୍ଧ୍ୟାରେ  ଗୁଳିକାଣ୍ଡ ଘଟି ଜଣେ ଯୁବବ  ଙ୍କ ଆଖି ନଷ୍ଟ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ବାରୁଆଁ ( ବି) ଗ୍ରାମର ପଞ୍ଚାନନ ରାଉତ (୪୫) କଂସରଗୋଡା ଗ୍ରାମ  ଟିଣ କଲୋନୀ ର ମହେଶ୍ବର ଦେହୁରୀ ଙ୍କ ପୁଅ ନଣ୍ଡା  ଦେହୁରୀଙ୍କ ଠାରୁ ଧାନ ଆଣିବା ପାଇଁ ୩ ହଜାର ଟଙ୍କା ଦେଇଥିଲେ । ଧାନ ଦେବା ବଦଳରେ ବାରମ୍ବାର ଦିନ ଗଡ଼ାଇ ଠକିବାରୁ ଗୁରୁବାର ସନ୍ଧ୍ୟାରେ ପଞ୍ଚାନନ ଟିଣ କଲୋନୀ ର ନଣ୍ଡା ଦେହୁରୀଙ୍କ ଘରକୁ ଯାଇ ତାଙ୍କୁ ପଇସା ମାଗିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନଣ୍ଡା ଗାଳି ଗୁଲଜ କରିବା ସହ ଏକ ଛୋଟ ବନ୍ଧୁକ ଆଣି ପଞ୍ଚାନନକୁ ଗୁଳି ମାରିଦେଇଥିଲେ। ଗୁଳିଟି ପଞ୍ଚାନନଙ୍କ ଡାହାଣ ଆଖରେ ବାଜିଥିଲା। ଗୁରୁତର ଆହତ ପଞ୍ଚାନନଙ୍କୁ ପ୍ରଥମେ ଭୁବନ ଓ ପରେ ଭୁବନେଶ୍ଵର ସ୍ଥିତ ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା I ପଞ୍ଚାନନ ଙ୍କ ଭାଉଜ କବିତା ରାଉତ ଏହିଘଟଣାସଂପର୍କରେ ଶୁକ୍ରବାର ସକାଳେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ ନଂ ୭୦/୨୦୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି |

News Comment

You Might Also Like

BACK TO TOP