Breaking News

ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||     

ପିର ଜାହାନିଆ ସମୁଦ୍ର ରୁ ଆତଙ୍କ କହେଉଥିବା କୁମ୍ଭୀର ବନବିଭାଗ ଉଦ୍ଧାର |

01-Feb-2026

ଆତଙ୍କ ଖେଳାଉଥିବା କୁମ୍ଭୀର ପିର ଜାହାନିଆ ସମୁଦ୍ର ରୁ ଉଦ୍ଧାର,

   ( ଆସୁଥିବା ପର୍ଯ୍ୟଟକ ଙ୍କୁ ଆସ୍ୱସ୍ତି,

    ଓଡିଶା ଜନ ମତ ବ୍ୟୁରୋ, 

କୁମ୍ଭୀର ର ଉପଦ୍ରବରେ ଲୋକେ ଭୟ ଭିତ ଓ ଅସ୍ତବ୍ୟସ୍ତ ହୋଇ ଯାଉଥିଲେ | କିଛି ଦିନ ହେବ ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ ଏକ କୁମ୍ଭୀର ଉପଦ୍ରଵ ଲଗାଇ ରଖିଥିଲା, ଏହାର କିଛି ମାସ ପୂର୍ବରୁ ପର୍ଯ୍ୟଟକ ମାନେ ପିର ଜାହାନିଆ ସମୁଦ୍ର ରେ ଗାଧୋଇଥିବା ସମୟ ରେ ଏକ କୁମ୍ଭୀର ଦେଖିଥିଲେ, ପୁନର୍ବାର  ଦୁଇ ଦିନ ହେବ ଅସ୍ତରଙ୍ଗ ଡ଼ାଳୁଅକଣୀ ଅଣକଣା ଗ୍ରାମ ରେ ସମୁଦ୍ର କୂଳ ରେ ଦେଖିବା ପରେ ଲୋକ ମାନଙ୍କ ଭିତରେ ଏକ ଭୟ ର ବାତାବରଣ ସୃଷ୍ଟି ହୋଇଥିଲା, ଏହାପରେ ଅସ୍ତରଙ୍ଗ ବନାଞ୍ଚଳ ତରଫରୁ ସମସ୍ତ ପର୍ଯ୍ୟଟକ ମାନଙ୍କୁ ସତର୍କ କରାଯାଇଥିଲା, ଦୁଇ ଦିନ ହେବ ରାଜନଗର ରାପିଡ଼ ରେସପନ୍ସ ଟିମ୍ ଓ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ର ଙ୍କ ର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ କୁମ୍ଭୀର କୁ ଉଦ୍ଧାର କରିବା ପାଇଁ ତାକୁ ସମୁଦ୍ର ପଥ ରେ ଟ୍ରାକିଙ୍ଗ କରିଥିଲେ, ଆଜି ମଧ୍ୟାହ୍ନ ସୁଦ୍ଧା ପିର ଜାହାନିଆ ସମୁଦ୍ର ରେ ଉକ୍ତ କୁମ୍ଭୀର କୁ ଉଦ୍ଧାର କରି ତାକୁ ଭିତରକନିକାକୁ ସ୍ଥଳ ପଥ ମାଧ୍ୟମ ରେ ପଠାଯାଇଛି ବୋଲି ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି,ଏହି କାର୍ଯ୍ୟକ୍ରମ ରେ  ପ୍ରାୟତଃ ୩୦ ଘଣ୍ଟା ର ଅପରେସନ ପରେ ଏହି କାର୍ଯ୍ୟ ରେ ସଫଳତା ମିଳିଛି ଲ ଏହା ଦ୍ୱାରା ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆସ୍ୱସ୍ତି ମିଳିଛି | 

News Comment

You Might Also Like

BACK TO TOP