Breaking News

ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||     

ପୋଲସରା ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ସାଇବର ସୁରକ୍ଷା ସଚେତନତା ବୈଠକ ଅନୁଷ୍ଠିତ |

20-Feb-2026

ପୋଲସରା ଆଇସିଡିଏସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଏବଂ ଶପଥ ପାଠ ,

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
 ତା- ୧୯/୨/୨୦୨୬:-

ପୋଲସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବହୁ ଆଶା ଓ ଆକାଂକ୍ଷାର ପ୍ରତୀକ "ବେଟି ବଚାଓ, ବେଟି ପଢାଓ" ଏବଂ "ବାଲ୍ୟ ବିବାହ ମୁକ୍ତ ଭାରତ" ଯୋଜନା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପୋଲସରା ସିଡିପିଓ ତିଳୋତ୍ତମା ରାଉତ ଅଧ୍ୟକ୍ଷତା କରିଥିଲେ ।
ଏଥିରେ ପୋଲସରା ଥାନା ଅଧିକାରୀ ମିଲନ ପ୍ରଧାନ, ରିସୋର୍ଚ୍ ପର୍ସନ ଆଇନଜୀବୀ ଜମିର ଅଲ୍ଲିଖାନ୍, ୟୁବି ଆଇ  ବ୍ରହ୍ମପୁର ଶାଖାର ଆର୍ଥିକ ସାକ୍ଷରତା ପରାମର୍ଶଦାତା  ଦିଲ୍ଲୀପ କୁମାର ଦଳେଇ, ପୋଲସରା ସିଏଚସି ଆୟୁଶ ବିଭାଗ ଡକ୍ଟର ଶୁଭ୍ରମୟୀ ପାଢ଼ୀ , ମିଶନ ଶକ୍ତି ମହିଳା ସଶକ୍ତିକରଣ ଦାୟିତ୍ଵ ନିର୍ବାହ ଅଧିକାରୀ ବବିତା ମହାରଣା, ଏବଂ ବିଇଓ କାର୍ଯ୍ୟାଳୟରୁ  ନିରଞ୍ଜନ ବେହେରା ପୂର୍ବତନ ସିଆରସିସି  ସୁନୀଲ କୁମାର ବେହେରା ଓ ଭାଗିରଥି ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।ଏହି ଅବସରରେ ଅଞ୍ଚଳର ୮ମ ଶ୍ରେଣୀରୁ କଲେଜ ପର୍ଯ୍ୟନ୍ତ ଯୋଗଦେଇଥିବା ଛାତ୍ରୀମାନଙ୍କୁ ଅତିଥି ଜମିର ଅଲ୍ଲି ଖାନ୍ ଏବଂ ଅତିଥି  ଦିଲୀପ କୁମାର ଦଳେଇ ଏଵଂ ଥାନା  ଅଧିକାରୀ ମିଲନ ପ୍ରଧାନ ପ୍ରମୁଖ  ସାମ୍ପ୍ରତିକ ସମୟରେ ମୋବାଇଲର ବ୍ୟବହାର   ସତର୍କତା ଭାବେ ନ କରାଯାଉଥିବାରୁ ବିଭିନ୍ନ ଉପାୟମାନ ଅବଲମ୍ବନ କରି  ସାଇବର ଅପରାଧୀମାନେ ଜନସାଧାରଣଙ୍କୁ ନିଜ  ଜାଲରେ ଫସାଇ ଅନାୟସରେ ଟଙ୍କା ଲୁଟ୍ କରିବାରେ ସକ୍ଷମ ହେଉଥିବା କହିବା ସହିତ  କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ବ୍ୟବହାର, ଅନଲାଇନ୍ ଟ୍ରାନଜେସନ ଏଵଂ ମୋବାଇଲରେ  ତଥ୍ୟ ଆଦାନ ସମୟରେ ସତର୍କ ଓ ସଜାଗ ରହିବା ଦିଗରେ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଏକ ଶପଥ ପାଠ କରାଯିବାପରେ ୩ ଜଣ   କିଶୋରୀ ଚମ୍ପିୟାନ ଛାତ୍ରୀଙ୍କୁ  ପ୍ରସ°ଶାପତ୍ର ସହିତ ୧ହଜାର ଅର୍ଥରାଶି  ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସାଇବର ସୁରକ୍ଷା ସମ୍ବନ୍ଧୀୟ ପ୍ରଶ୍ନଉତ୍ତର  ପରୀକ୍ଷା କାର୍ଯ୍ୟକ୍ରମ ସ୍ଵତନ୍ତ୍ର  ଭାବେ କରାଯାଇଥିଲା । ସଭା ପରିଚାଳନା କ୍ଷେତ୍ର ପରିଦର୍ଶିକା ସୁରଭି କୁସୁମ ଦାସ କରିବାସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅନ୍ୟ ଦୁଇ ଜଣ  ପରିଦର୍ଶିକା ଜୟନ୍ତୀ ସାବତ ଓ ମୁକୁତା ଦେବୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

News Comment

You Might Also Like

BACK TO TOP