Breaking News

ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||     

କେନ୍ଦ୍ର ସରକାର ଙ୍କ ବଡ଼ ନିଷ୍ପତି ପ୍ରଶାସନିକ ସେବାରେ ସାମିଲ ହେବେ ଥାର୍ଡ଼ ଜେଣ୍ଡେର |

23-Feb-2026

କେନ୍ଦ୍ର ସରକାର ଙ୍କ ବଡ଼ ନିଷ୍ପତ  ଏଣିକି  ପ୍ରଶାସନିକ ସେବାରେ ସାମିଲ ହେବେ କିନ୍ନର ମାନେ ।

      ଓଡିଶା ଜନ ମତ ବ୍ୟୁରୋ,

କେନ୍ଦ୍ର ସରକାର ଙ୍କ ବଡ଼ ନିଷ୍ପତ  ଏବେ ଆଉ କିନ୍ନର ମାନେ ଦୁର୍ବଳ ନୁହନ୍ତି | ଯେଉଁ କିନ୍ନର ମାନେ ପାଠ ପଢ଼ିଛନ୍ତି ଓ ଜ୍ଞାନ ଅର୍ଜନ କରିଛନ୍ତି ସେମାନେ ଏବେ  ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନ କରିପାରିବେ | ୟୁପିଏସସି ପରୀକ୍ଷାରେ ପାସ କଲେ  ସେମାନେ ପ୍ରଶାସନିକ ଅଧିକାରୀ ହୋଇ ଯେକୌଣସି ରାଜ୍ୟରେ ଜନସାଧାରଣ ଙ୍କୁ ନ୍ୟାୟ ପ୍ରଦାନ କରି ବା ସହିତ ସେମାନଙ୍କ ଅଭାବ ଅସୁବିଧା କୁ ଦୂର କରିପାରିବେ |  ଯାହାଦ୍ୱାରା କେବଳ କିନ୍ନର ମାନେ  ଅଧିକାଂଶ ସମୟରେ ଲୋକମାନଙ୍କ ସନ୍ତାନଙ୍କ ମଙ୍ଗଳ କାମନା କରିଥାନ୍ତି ହେଲେ ଏବେ ସବୁ କ୍ଷେତ୍ର ରେ  ଲୋକଙ୍କୁ ସହଯୋଗ ର ହାତ ବଢେଇ ସେମାନଙ୍କୁ ସେବା ପ୍ରଦାନ କରିପାରିବେ | 
ସେହିପରି ଓଡ଼ିଶାରେ ମଧ୍ୟ ଓପିଏସ ସି ଆବେଦନ ଫର୍ମରେ ଆସିଲା ‘ତୃତୀୟ ଲିଙ୍ଗ` ବିକଳ୍ପ । ଆବେଦନ ବେଳେ  କିନ୍ନରମାନଙ୍କୁ ସେମାନଙ୍କ ପରିଚୟ ପ୍ରମାଣପତ୍ରଦାଖଲକରିବାକୁହେବକିନ୍ନରଙ୍କୁଓସିଏସଇ-୨୦୨୫ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧୂକୁ ବଢ଼ାଯାଇଛି । ପଞ୍ଜୀକରଣ ଅବଧୂକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ମାର୍ଚ୍ଚ ୭ ଆବେଦନର ଶେଷ ତାରିଖ ରହିଛି । ଯାହାଦ୍ୱାରା ପ୍ରଥମ ଥର କରି ରାଜ୍ୟରେ କିଛି କିନ୍ନର ଏହି ସୁବିଧା ପାଇପାରିବେ  | କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଏହିପଦେକ୍ଷେପ କାର୍ଯ୍ୟକୁ ଓଡିଶା କିନ୍ନର ମହା ସଙ୍ଘ ସ୍ୱାଗତ କରିଛି |

News Comment

You Might Also Like

BACK TO TOP