Breaking News

ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||     

ରାଜ୍ୟ ରେ ବ୍ଲକ ଓ ତହସିଲ ସଂଖ୍ୟା ବଢିବ କହିଲେ ରାଜସ୍ବ ମନ୍ତ୍ରୀ |

30-Dec-2024

ରାଜସ୍ବ ମନ୍ତ୍ରୀ ଙ୍କ ସୂଚନା ରାଜ୍ୟ ରେ  ବ୍ଲକ ଓ ତହସିଲ ସଂଖ୍ୟା ବଢିବ ,

               ଓଡିଶା ଜନମତ ବ୍ୟୁରୋ,

ର୍ଖୋର୍ଦ୍ଧା : ରାଜ୍ୟରେ ବ୍ଲାକ୍‌ ଓ ତହସିଲ୍  ସଂଖ୍ୟା ବଢ଼ିବ,  ରାଜ୍ୟରେ ଖୁବ୍‌ଶୀଘ୍ର ବଢ଼ିପାରେ ବ୍ଲକ୍ ଓ ତହସିଲ୍ ସଂଖ୍ୟା । ଏନେଇ ଲୋକଙ୍କ ଦାବି ଥୂବା କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ବ୍ଲକ୍ ଛୋଟ ହେବା ଦରକାର’ । ୫୦ ବର୍ଷ ହେବ ପୁନର୍ଗଠନ ହୋଇନି, ବ୍ଲକ ଓ ତହସିଲ୍ ସଂଖ୍ୟା ବଢ଼ିବ’ । ’୩ରୁ ୪ ପଞ୍ଚାୟତକୁ ନେଇ ଗୋଟିଏ  ରେଭେନ୍ୟୁ  ଅଫିସ ଅଛି, ପ୍ରତି ପଞ୍ଚାୟତରେ R  I ରହିବେ । ଏନେଇ ଲୋକଙ୍କ ଦାବି ବିଚାରାଧୀନ ଅଛି, ନିୟମ ଅନୁସାରେ ନିଷ୍ପତ୍ତ ନେବୁ । ରାଜସ୍ବ ବିଭାଗ ଅନୁଧ୍ୟାନ କରୁଛି, ନିଷ୍ପତ୍ତ ନିଆଯିବାର ସମୟ ଆସିଛି’ । ତେଣୁ  ସରକାର ଏହାଉପରେ ବିଚାର ବିମର୍ଶ କରି  ଖୁବ ଶୀଘ୍ର ଏହା ଉପରେ କାର୍ଯ୍ୟ କରିବେ  ବୋଲି କହି ଛନ୍ତି ରାଜସ୍ବ ମନ୍ତ୍ରୀ  | ବ୍ଲକ ଓ ତହସିଲ ଗୁଡିକର ପୁନର ଗଠନ ହେଲେ ବହୁଲୋକ   ବହୁତ  ଦୂରବ୍ଲକକୁ ଯାଇ  ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ବହୁ ମାତ୍ରା ରେ ଦୂର ହୋଇ ପାରିବ  |

News Comment

You Might Also Like

BACK TO TOP