Breaking News

ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||     

ଆସନ୍ତା କାଲି ଠାରୁ ଆରମ୍ଭ ହେବ, ଜାତୀୟ ଚିଲିକାବିହଙ୍ଗ ଉତ୍ସବ |

05-Jan-2025

ଆସନ୍ତା କାଲି ଠାରୁ ଆରମ୍ଭ ହେବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ,

                ଓଡିଶା ଜନମତ  ବ୍ୟୁରୋ,

ଭୁବନେଶ୍ୱର: ଜାନୁଆରି 06 ତାରିଖ ରୁ ୧୨ ତାରିଖ ମଧ୍ୟରେ ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ପାଳିତ ହେବ। ଚିଲିକାର ସୌନ୍ଦର୍ଯ୍ୟ, ଜୈବ ବିବିଧତା ସୁରକ୍ଷା ଓ ଗୋଷ୍ଠୀ ପରିଚାଳିତ ସଂରକ୍ଷଣର ଗରିମାମୟ ଐତିହ୍ୟକୁ ଋଦ୍ଧିମନ୍ତ କରିବାକୁ ଆୟୋଜିତ ହେଉଥିବା ଏହି ଉତ୍ସବକୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍‌ଘାଟନ କରିବେ । ଆନ୍ତର୍ଜାତିକ ପକ୍ଷୀ ବିଶାରଦ ଅସାଦ ରହମାନୀ, ସୁରେଶ କୁମାର, ବନ୍ୟପ୍ରାଣୀ ଫଟୋଗ୍ରାଫର ଧୃତିମାନ ମୁଖାର୍ଜୀ ସମ୍ମାନିତ ଅତିଥ୍‌ ଭାବେ ଯୋଗଦେବେ । ଉତ୍ସବ ସମୟରେ ଭୁବନେଶ୍ୱରରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେଇଥିବା ପ୍ରବାସୀ ମାନଙ୍କୁ ନନ୍ଦନକାନନ, ସାତପଡ଼ା, ଚିଲିକାର ବରକୂଳକୁ  ବୁଲାଇ ନିଆଯିବ | ଯଦି ସେମାନେ ଆଉ କେଉଁଠିକୁ ଯିବାକୁ ଇଚ୍ଛା କରୁଥିବେ ସେହି ସ୍ଥାନକୁ ମଧ୍ୟ ବନ ବିଭାଗ ସେମାନଙ୍କୁ ସହଯୋଗ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ସେମାନଙ୍କୁ ନିଆଯିବ ବୋଲି କହିଛନ୍ତି  |  ଜାନୁଆରି ୭ରୁ ୧୨ ମଧ୍ୟରେ ପ୍ରତିଦିନ ସକାଳ ସାଢ଼େ ୧୦ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ମଧ୍ୟରେ ବନ୍ୟପ୍ରାଣୀ ଡକ୍ୟୁ ମେଣ୍ଟାରି ଚଳଚ୍ଚିତ୍ର, ଫଟୋ ପ୍ରଦର୍ଶନା ଓ ଚିତ୍ରକଳା ପ୍ରଦର୍ଶନୀ ଆଞ୍ଚଳିକ ବିଜ୍ଞାନ ସଂଗ୍ରହାଳୟଠାରେଅନୁଷ୍ଠିତ ହେବ | ବନ ଉତ୍ସବ ସମ୍ପର୍କରେ ସେ କହିଲେ ପୂର୍ବରୁ ପଞ୍ଜୀକ ରଣ କରିଥିବା ୬୦ ଜଣ ଫଟୋଗ୍ରାଫର ୬ରୁ ୮ ତାରିଖ ମଙ୍ଗଳାଯୋଡ଼ିରେ ଫଟୋ ଗ୍ରାଫି କରି ବାର ସୁଯୋଗ ପାଇବେ। ପକ୍ଷୀ ଚିତ୍ର ପ୍ରଦର୍ଶନ, ବିକେ ଆର୍ଟ୍ସ କଳିଙ୍ଗ ଧଉଳି,   ଖଲ୍ଲିକୋଟ ମହାବିଦ୍ୟାଳୟ, ଓ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ,ର ଛାତ୍ର, ଛାତ୍ରୀ ଙ୍କ ଦ୍ୱାରାପ୍ରତକ୍ଷ ଚିତ୍ରକଳା, ପୋଷ୍ଟର ପ୍ରଦର୍ଶନ  ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିବ  | ଉତ୍ସବରେ ଗ୍ରାମବାସୀ,ଓଡିଶା ର ବନ୍ୟ ପ୍ରାଣୀ ଫୋଟଗ୍ରାଫର, ଓସ୍କୁଲ ଛାତ୍ର, ଛାତ୍ରୀ ଯୋଗ ଦେବେ | 
ଜାନୁଆରି ୮ରୁ ୧୦ ମଧ୍ୟରେ ଫରେଷ୍ଟ ପାର୍କ, ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଓ ଆନନ୍ଦବନଠାରେ ସକାଳ ୬ଟାରୁ ୮.୩୦ ପର୍ଯ୍ୟନ୍ତ ପକ୍ଷୀ ନିରୀକ୍ଷଣ ପଦଯାତ୍ରା ଅନୁଷ୍ଠିତ ହେବ । ଏହାବ୍ୟତୀତ ୧୦ ତାରିଖ ରାତିରୁ ୧୧ ତାରିଖ ଯାଏଁ ଚିଲିକାର ବରକୂଳ ଠାରେ ଓଡ଼ିଶା ବାର୍ଡ କନ୍‌କ୍ଲେଭ ଅନୁଷ୍ଠିତ ହେବ। ଓଡ଼ିଶାର ପକ୍ଷୀ ନିରୀକ୍ଷକ ଓ ଗବେଷକମାନେ ଆଲୋଚନା କରିବେ ଏବଂ ନଳବଣ ବୁଲିବା ପାଇଁ ଯିବେ ବୋଲି ମନ୍ତ୍ରୀ ସିଂଖୁଣ୍ଟିଆ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ (ବନ୍ୟପ୍ରାଣୀ) ପ୍ରେମ୍ କୁମାର ଝା, ନନ୍ଦନକାନନର ନିର୍ଦ୍ଦେଶକ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ଭି ନାୟାର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦେବେନ୍ ପ୍ରଧାନ, ଧରମ ହାଁସଦା ପ୍ରମୁଖ ଉପସ୍ଥିତ ରହିଥିଲେ।

News Comment

You Might Also Like

BACK TO TOP