Breaking News

ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||     

ଜଙ୍ଗଲ ଜମି ପଟ୍ଟା ଦାବିରେ ଆଦିବାସୀ ମାନଙ୍କ ଅସ୍ତ୍ର, ଶସ୍ତ୍ର, ଧରି ଆନ୍ଦୋଳନ |

07-Jan-2025

ଜଙ୍ଗଲ ଜମି ପଟ୍ଟା ଦାବି ରେ ଧନୁ ତୀର ଧରି ଆଦିବାସୀ ଙ୍କ ଯୁଦ୍ଧଂଦେହୀ ଡାକରା ପାଇ ଶପଥ |
********************************
ଓଡିଶା ଜନମତ,ଖଲ୍ଲିକୋଟ, ମାଧବ ବେହେରା,7/1 : ଖଲ୍ଲିକୋଟ ବ୍ଳକରେ ଦୀର୍ଘ 18 ବର୍ଷ ଧରି ଜଙ୍ଗଲ ଜମି ପଟ୍ଟା ପାଇବା ପାଇ  ଆଦିବାସୀ ଗ୍ରାମ ବାଦ ପଲ୍ଲୀ ପଂଚାୟତ ଓ ଆଖପାଖ ଆଦିବାସୀ ମାନେ ସଂଘର୍ଷ ଚଳାଇଥିବା ବେଳେ ସେମାନେ ପାରମ୍ପରିକ ଭାବେ ବସ ବାସ କରୁଥିବା ମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥାୟୀ ପଟ୍ଟା ନଦେବା ଫଳରେ ଆଦିବାସୀ ମାନେ ଦିନକୁ ଦିନ ଉଗ୍ର ହେବା ସହ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଭିଟାମାଟି ସୁରକ୍ଷା ମଞ୍ଚ ର ଆୱାନ କ୍ରମେ ଏକ ଆଦିବାସୀ ମେଳି ଆୟୋଜନ କରି ମାଟି ଛୁଇଁ ହାତରେ ସେମାନଙ୍କ ପାରମ୍ପରିକ ଅସ୍ତ୍ର ଧନୁ ତୀର ଧରି ସଂକଳ୍ପ କରିବା ସହ ଯୁଦ୍ଧଂଦେହୀ ଡାକରା ଦେଇଥିବା ଜଣାପଡିଛି |ଭିଟାମାଟି ସୁରକ୍ଷା ମଞ୍ଚ ର ଆବାହକ ବିଜୟ କୁମାର ସ୍ୱାଇଁ ଙ୍କ ଆୱାନ କ୍ରମେ ସହ ସହ ପୁରୁଷ ଓ ମହିଳା  ଛକାସିଙ୍ଗି ଗୁଣ୍ଡି ପଦର ଠାରେ ଏକତ୍ରିତ ହୋଇ ଜଙ୍ଗଲ ଅଧିକାର ଆଇନ କୁ ଉଲ୍ଲଙ୍ଘନ କରି ଆଦିବାସୀ ଙ୍କ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ରେ ତାଳତୁଲ ନିଟି ଅବଲମ୍ବନ କରି କୌଣସି ସରକାରୀ ଅଫିସର ଯୁଗ୍ମ ତଦନ୍ତ କରୁନାହାନ୍ତି | ଦୀର୍ଘ ଦିନ ଧରି କ୍ରମାଗତ ପ୍ରଶାସନକ ଅବହେଳା ପ୍ରଦର୍ଶନ କରିବା ନେଇ ଆଦିବାସୀ ମାନେ ଘୋର ନିନ୍ଦା କରିଛନ୍ତି | ଦୀର୍ଘ ଦିନ ଧରି ଗଣତାନ୍ତ୍ରିକ ଓ ଆଇନ ଗତ ଓ ଅହିଂସା ମାର୍ଗ ରେ ଆଦିବାସୀ ମାନେ ଆନ୍ଦୋଳନ ଚଳାଇଥିଲେ ମଧ୍ୟ ସରକାର ଆଦିବାସୀ ଙ୍କ ଦାବି ର କର୍ଣ୍ଣପାତ କରୁନାହାନ୍ତି |ଯା ଫଳରେ ଆବଶ୍ୟକ ପଟ୍ଟା ଅଭାବ ରୁ ଆଦିବାସୀ ମାନଙ୍କ ଆର୍ଥିକ ସାମାଜିକ ଓ ଶିକ୍ଷାଗତ ଅଧିକାର ସାବ୍ୟସ୍ତ କରିବାରେ ବିଳମ୍ବ ଘଟୁଥିବା ଅଭିଯୋଗ କରିଛନ୍ତି | ତେଣୁ ମଙ୍ଗଳବାର ଦିନ ଛକାସିଙ୍ଗି, ଗୁଣ୍ଡିପଦାର, ମିନା ପୁର ଫାଶୀ ଖୋଳ,, ଖଜୁରୀ ସାହି, ମରାଇ ନୂଆଗାଁ ପଭୃତି 12 ଖଣ୍ଡ ଆଦିବାସୀ ଗ୍ରାମର ମହିଳା ଓ ପୁରୁଷ ସମାବେଶ କୈଳାଶ ଶବର ଉଲ୍ଲାସ ଶବର, ଶିକ ଶବର ଓ ସି ଏସ ୱାଇ ଡ଼ି ର ପ୍ରଦୀପ ସାହୁ ପ୍ରମୁଖ ଭାଷଣ ଦେଇ ଜଙ୍ଗଲ ଅଧିକାରୀ ଆଇନ ସମ୍ପର୍କ ରେ ଆଲୋକପାତ କରି ଆଦିବାସୀ ମାନେ ଆଗକୁ ଆନ୍ଦୋଳନ ପାଇ ସଜାଗ ହେବା ପାଇ ପରାମର୍ଶ ଦେଇଥିଲେ |

News Comment

You Might Also Like

BACK TO TOP