Breaking News

ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||     

ବୃତ୍ତି ପରୀକ୍ଷା ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର, ଛାତ୍ରୀ ଙ୍କ କୁର୍ତ୍ତିତ୍ୱ |

07-Jan-2025

ବୃତ୍ତି ପରୀକ୍ଷା ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର  ଛାତ୍ରଛାତ୍ରୀ ଙ୍କ କୁର୍ତ୍ତିତ୍ୱ  |

ଓଡିଶା ଜନମତ,

କୁକୁଡାଖଣ୍ଡି ଚଳିତବର୍ଷ ଶିକ୍ଷାବର୍ଷ ମେଧାବୃତ୍ତି ପରୀକ୍ଷା ହୋଇଥିବା ବେଳେ ଏଥିରେ କୁକୁଡାଖଣ୍ଡି ବ୍ଲକର ବହୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ନାମାଙ୍କନ ଭରି ପରୀକ୍ଷା ଦେଇଥିବା ବେଳେ ଏହାର ଫଳ ପ୍ରଦର୍ଶିତ ହୋଇଥିଲା ଏଥିରେ ବ୍ଲକ ସ୍ତରୀୟ ମେଧାବୃତ୍ତି ରେ ବହୁ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିଥିବା ବେଳେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଜାଗ୍ରତ ସୃଷ୍ଟି ହୋଇଥିଲା l ଜଗଦଳପୁର ଶିଶୁ ବିଦ୍ୟା ମନ୍ଦିର ର ୪ ଜଣ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିଥିଲେ l ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ବିଦ୍ୟା ମନ୍ଦିର ରୁ ୨୦୧୬ ମସିହା ଠାରୁ କ୍ରମାଗତ ଭାବେ ମେଧାବୃତ୍ତି ରେ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ରେ ସ୍ଥାନ ପାଉଥିବା ରୁ ବହୁ ଅଭିଭାବକ ପ୍ରଶଂସା କରିଛନ୍ତି ଶିକ୍ଷା କେନ୍ଦ୍ର କୁ ଏହି ବିଦ୍ୟାଳୟ ତରଫରୁ  ଚାରି ଜଣ ମେଧାବୃତ୍ତି ନିମନ୍ତେ ନାମାଙ୍କନ କରି ପରୀକ୍ଷା ଦେଇଥିବା ବେଳେ ସମସ୍ତ ୪ ଛାତ୍ରଛାତ୍ରୀ  ବ୍ଲକ ପାଇଁ ଗୌରବ ଆଣିଛନ୍ତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତୃତୀୟ ଶ୍ରେଣୀର ଏନ କ୍ରିଷ୍ଣା ପାତ୍ର ଓ ମୀନକେତନ ସେଠି ମେଧାବୃତ୍ତି ପାଇଥିବା ବେଳେ ପଞ୍ଚମ ଶ୍ରେଣୀରୁ ଏସ ଅଲିଶା ପାତ୍ର ଦ୍ଵିତୀୟ ଏବଂ ଦିବ୍ୟାଶା ପାତ୍ର ତୃତୀୟ ସ୍ଥାନ ସହ ମେଧାବୃତ୍ତି ପାଇ ଏହି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି l ଏହି ଅବସରରେ ଆଜି ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା ଏଥିରେ ଶିଶୁ ମନ୍ଦିରର ସଭାପତି କେ ସୁଦାମ ପାତ୍ର, ପ୍ରଧାନାଆଚାର୍ଯ୍ୟ ଜି ରୋଜା ପାତ୍ର, କାଳୁ ଚରଣ ସାହୁ , ସୁନିତା ପାତ୍ର, ଜୟପ୍ରଦା ଦୀପା, ଅମିତା, ଭବାନୀ, ଶିବାନୀ, ଝୁମୁରି,ସ୍ଵାଗତିକା ଗୁରୁମା ବୃନ୍ଦ ଏବଂ ଅନ୍ୟ ଗୁରୁଜୀ ଗୁରୁମା ଓ ଅଭିଭାବକଙ୍କ ଉପସ୍ଥିତ ରେ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି  l

News Comment

You Might Also Like

  ଶି‍କ୍ଷା ଓ ନିଯୁକ୍ତି  

ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |

BACK TO TOP