Breaking News

ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||     

ପୁରୁଷୋତ୍ତମପୁର ନଗର ବିଜେପି ମଣ୍ଡଳ ସଭାପତି ହେଲେ ଯୁବନେତା ସୂର୍ଯ୍ୟନାରାୟଣ ମହାରଣା |

08-Jan-2025

ପୁରୁଷୋତ୍ତମପୁର ନଗର ବିଜେପି ମଣ୍ଡଳ ସଭାପତି ହେଲେ  ସୂର୍ଯ୍ୟ ନାରାୟଣ  ମହାରଣା,

ଓଡିଶା ଜନମତବ୍ୟୁରୋ,

ପୁରୁଷୋତ୍ତମପୁର ନଗର ବିଜେପିର ମଣ୍ଡଳ ସଭାପତି ଚୟନ ନେଇ ପୁରୁଷୋତ୍ତମ ପୁର ଅଞ୍ଚଳ ର ବହୁବରିଷ୍ଟ, କନିଷ୍ଠ ବିଜେପି ନେତା ଜିଲ୍ଲା ଓ ରାଜ୍ୟ ନେତୃବର୍ଗ ଙ୍କୁ କିଛି ବ୍ୟକ୍ତି ବିଶେଷ ଙ୍କ ନାମ କୁ ଚୟନ  କରି ପଠାଇ ଥିଲେ  |  ସମସ୍ତ ଦିଗକୁ ଲକ୍ଷ କରି ମଣ୍ଡଳ ସଭାପତି ମାନଙ୍କ ନାମକୁ  ଚୟନ କରାଯାଇ ତାହାକୁରାଜ୍ୟରୁ ଜିଲ୍ଲାସ୍ତରର  କର୍ମକର୍ତା ମାନଙ୍କ ପାଖକୁ ପଠାଇ  ଦିଆଯାଇ ଥିଲା  | ତେବେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ  ପୁରୁଷୋତ୍ତମ ପୁର ନଗର ମଣ୍ଡଳ ସଭାପତି ପଦ ପାଇଁ  ଯୁବ ନେତା  ସୂର୍ଯ୍ୟ ନାରାୟଣ ମହାରଣା ଙ୍କ ନାମକୁ ସର୍ବ ସମ୍ମତି କ୍ରମେ ଘୋଷଣା କରାଯାଇ ଥିଲା |  ସୂର୍ଯ୍ୟ ନାରାୟଣ ମହାରଣା 2021 ମସିହାରୁ 2024 ପର୍ଯ୍ୟନ୍ତ ପୁରୁଷୋତ୍ତମପୁର ମଣ୍ଡଳ ସମ୍ପାଦକ ରହି ଆସିଛନ୍ତି  | ଆଉଏବେ  ମଣ୍ଡଳ ସଭାପତି ପଦ ଗ୍ରହଣ କରିଛନ୍ତି  |   ସେଥିପାଇଁ ସେ ବିଜେପିର ମଣ୍ଡଳ ସ୍ତର ରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟ ର ସମସ୍ତଙ୍କୁ କୃତଜ୍ଞତା ଜଣାଇ  ଛନ୍ତି  | ସୂର୍ଯ୍ୟ ଙ୍କ କହିବା କଥା  ସେ ସମସ୍ତ ଙ୍କୁ ସାଥିରେ ଧରି  ଏହି ନଗର ର ସବୁ ପାର୍ଟିର କାର୍ଯ୍ୟ କରି ଲୋକଙ୍କ  ଅସୁବିଧା, ସମସ୍ୟା କୁ ସମାଧାନ କରିବାରେ ଚେଷ୍ଟା କରିବେ ବୋଲି  କହିଛନ୍ତି  |  ଏବଂ ବରିଷ୍ଟ, କନିଷ୍ଠ ନେତା ମାନଙ୍କୁ  ଧରି ଆଗକୁ ପାର୍ଟି ପାଇଁ କାମ କରିବେ  ବୋଲି ମତ ଦେଇଛନ୍ତି  |

News Comment

You Might Also Like

BACK TO TOP