Breaking News

ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||     

ନୃସିଂହ ନାଥ କୃଷକ ସଙ୍ଘ ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ |

08-Jan-2025

ଶ୍ରୀ ନୃସିଂହ ନାଥ କୃଷକ ସଂଘଠନ ଦ୍ୱାରା ଉପ ଜିଲ୍ଲାପାଳ ଙ୍କୁ ଦାବି ପତ୍ର,

              ଓଡିଶା ଜନମତ ବ୍ୟୁରୋ,

କଥାରେ ଅଛି ଚାଷୀ ହସିଲେ ଦେଶ ହସିବ, କିନ୍ତୁ ଯେତେ ବେଳେ ଚାଷୀ କାନ୍ଦିବ ତାହେଲେ ଦେଶ କାନ୍ଦିବ କିନ୍ତୁ ଏଠି ଚାଷୀର ଆଖିର ଲୁହର କୌଣସି ମୂଲ୍ୟ ନାହିଁ। ହଁ ଦର୍ଶକ ବନ୍ଧୁ ଆଜି ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି।ଅଦିନିଆ ବର୍ଷାରେ ବର୍ଷ ଯାକର ପରିଶ୍ରମ ପାଣିରେ ଭାସୁଛି, ହୋଇଥିବା ଧାନ ପୁଣି ଗଜା ହେବାରେ ଲାଗିଛି।ଆଉ ଯେଉଁ ସରକାର ଚାଷୀର ବିକାଶ ପାଇଁ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହା ଆଜି ପାଣିରେ ଗାର ହୋଇଛି।ଗତ ମାସରେ ଦୁଇ ଦୁଇ ଥର ଅଦିନିଆ ବର୍ଷାରେ ଚାଷୀର ବହୁ ଫସଲ କ୍ଷତି ହୋଇଛି।ତେଣୁ ସେହି କ୍ଷତି ଗ୍ରସ୍ତ ଚାଷୀ ମାନେ ଚାଷୀର କ୍ଷତି ଭରଣ ଓ ସେମାନଙ୍କ ବିଭିନ୍ନ ଦାବି ନେଇ ବେଳଗୁଣ୍ଠ। ବ୍ଲକ ର ବହୁ ଚାଷୀ ଭଞ୍ଜନଗର ଉପ ଜିଲ୍ଲାପାଳ ଙ୍କ  ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ଦେଇଥିଲେ।ଚାଷୀ ମାନଙ୍କ ଏକ ଶୋଭା ଯାତ୍ରା ବାଉଁସ ଲୁଣ୍ଡି ଠାରୁ ବାହାରି ଉପ ଜିଲ୍ଲାପାଳ ଙ୍କ ଅଫିସରେ ପହଞ୍ଚି ଥିଲା।ଏହି କାର୍ଯ୍ୟକ୍ରମ କୁ ଶ୍ରୀ ନୃସିଂହ ନାଥ କୃଷକ ସଙ୍ଗଠନ ଦ୍ୱାରା ଆୟୋଜିତ ହୋଇଥିଲା। ଆଜିର ଦାବି ପତ୍ର ରେ ଯେଉଁ ଚାଷୀ ମାନେ ଫସଲ ବୀମା  ଆବେଦନ  କରିନାହାନ୍ତି ସେମାନଙ୍କ ଆବେଦନକୁ ରାଜସ୍ୱ ନିରୀକ୍ଷକ ଙ୍କ ଦ୍ଵାରା କରାଇବା, ଧାନ ମଣ୍ଡି ତୁରନ୍ତ ଖୋଲିବା, ରବି ଜାତୀୟ ଫସଲ ବିହନ ତୁରନ୍ତ ଯୋଗାଇବା ଓ ଭାଗ ଚାଷୀ ମାନଙ୍କୁ ମଧ୍ୟ ସବୁ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇବା ଆଦି ଦାବି ରହିଥିଲା। ସଂଘଠନ ର ସଭାପତି ପସନ କୁମାର ବିଶ୍ୱାଳ,ଉପ ସଭାପତି ସାନୁଜ କୁମାର ସ୍ୱାଇଁ, ସମ୍ପ।ଦକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ପ୍ରମୂଖ ଯୋଗ ଦେଇଥିଲେ।

News Comment

You Might Also Like

BACK TO TOP